Home Authors Posts by Bureau

Bureau

17655 POSTS 0 COMMENTS

ରାଜ୍ୟରେ ଆଜି ୪୬ ନୂଆ ଆକ୍ରାନ୍ତ

0
ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୦-୧୮ ବର୍ଷର : ୧ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭ - ସ୍ଥାନୀୟ ଅଞ୍ଚଳରୁ୧୯ ୧- ବାଲେଶ୍ୱର ଜିଲ୍ଲାରୁ - ୪ ୨-...

ଦେଶରେ ଆଜି ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୮୧...

0
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୭୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭୬,୭୦୦ କୁ ବୃଦ୍ଧି...

ଅଗ୍ନିପଥ ଯୋଜନାକୁ ନେଇ ଆଜି ଭାରତ ବନ୍ଦ – ଜାଣନ୍ତୁ କେଉଁଠି କ’ଣ ହେଲା

0
ନୂଆଦିଲ୍ଲୀ ଜୁନ୍ ୨୦ (ଓଡ଼ିଆ ପୁଅ) ଅଗ୍ନିପଥ ଯୋଜନା ବିରୋଧରେ ଭାରତ ବନ୍ଦ ଘୋଷଣା କରାଯାଇଛି। ଏଥିରେ ଅନେକ ସଂସ୍ଥା ଅନ୍ତର୍ଭୁକ୍ତ ଥିବା କୁହାଯାଉଛି। ଗତ କିଛି ଦିନ ହେବ ପ୍ରଦର୍ଶନ ନାମରେ...

ବର୍ଷା ଦିନରେ ଯୋଗାଯୋଗ ବିଛିନ୍ନ ହେଉଥିବା ଦୁଇ ସହର ମଧ୍ୟରେ ପୋଲ ନିର୍ମାଣ ହେବ...

0
ସଇଁତଲା ୧୯-୦୬ (ଓଡ଼ିଆ ପୁଅ-ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ସଇଁତଲାରୁ ବଡ଼ମାଲ ଦେଇ ଟିଟିଲାଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ଲାନ୍ତ ନଦୀରେ ପୋଲ ନିର୍ମାଣ ହୋଇ ନ ଥିବା ନେଇ ଦୀର୍ଘ...

ଯୁବତୀଙ୍କ ଅଶ୍ଲିଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

0
ବଲାଙ୍ଗୀର/ଟିଟିଲାଗଡ଼ ୨୦-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୋବାଇଲ ଫୋନରୁ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରକ୍ଷା କରି ଦୁଇ ଜଣଙ୍କ ଘନିଷ୍ଠ ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରି କି ବିବାହ ପାଇଁ...

୨୦ ଜୁନ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ...

ସାବଧାନ : ଅଗ୍ନିପଥ ଯୋଜନାକୁ ନେଇ ଫେକ୍‌ ନ୍ୟୁଜ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ୩୫...

0
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ସାବଧାନ! ଅଗ୍ନିପଥ ଯୋଜନାକୁ ନେଇ ଫେକ୍‌ ନ୍ୟୁଜ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ସରକାର। ୩୫ ହ୍ୱାଟସ୍ ଆପ୍ ଗ୍ରୁପକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ...

ପାଟନା ପରେ ଦିଲ୍ଲୀରେ ସ୍ପାଇସଜେଟ୍ ବିମାନର ଜରୁରୀକାଳୀନ ଅବତରଣ

0
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ସ୍ପାଇସଜେଟ୍ ବିମାନ ଜରୁରୀକାଳୀନ ଅବତରଣ କରାଯାଇଛି। ଏହି ବିମାନଟି ଦିଲ୍ଲୀରୁ ଜବଲପୁର ଯାଉଥିଲା। ଦିଲ୍ଲୀରୁ ଜବଲପୁର ରବିବାର ସ୍ପାଇସଜେଟ Q400 ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ...

ଏଫ୍‌ଆଇଆରରେ ନାଁ ରହିଲେ ହୋଇପାରିବେନି ଅଗ୍ନିବୀର: ହିଂସା ସହ ଜଡିତ ଯୁବକମାନଙ୍କୁ ସେନାର ଚେତାବନୀ

0
ନୂଆଦିଲ୍ଲୀ ୧୯ ଜୁନ୍ (ଓଡ଼ିଆ ପୁଅ) ଭାରତୀୟ ସେନାର ତିନୋଟି ସେବାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଚାଲିଥିବା ବେଳେ ରବିବାର ଦିନ ସେନା ପ୍ରାର୍ଥୀମାନଙ୍କୁ...

ଜାମ୍ମୁ କାଶ୍ମୀରରେ ୪ ଆତଙ୍କୀ ନିପାତ୍‌

0
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ୟୁନିଅନ୍ ଟେରିଟୋରୀରେ ସୁରକ୍ଷା ବାହିନୀର ମିଳିତ ଦଳ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ କୁପୱାରା ଜିଲ୍ଲାର ଲୋଲାବ ଅଞ୍ଚଳରେ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ବି. ଡି. ଓ ଗିରଫ 

0
କଟକ :୧୯/୬ (ଓଡ଼ିଆ ପୁଅ/ ଅଭୟ ଜେନା ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଫସିଥିବା ଜଳେଶ୍ବର ବି ଡି ଓ ଅଶ୍ୱିନୀ କୁମାର ଦାସଙ୍କୁ ଶେଷରେ...

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଉଦଘାଟିତ

0
କେନ୍ଦ୍ରାପଡ଼ା, ୧୯ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ଜିଲ୍ଲା ସ୍ତରୀୟ ତ୍ରୀଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଉଦଘାଟିତ ହୋଇଯାଇଛି। ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ...

ତାଳଚେରରେ ତୁରନ୍ତ ଥଇଥାନ ଅଧିକାରୀଙ୍କୁ ନିଯୁକ୍ତି ଦାବି

0
ତାଳଚେର, ୧୯/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଉପଖଣ୍ଡ କଣିହାଁ ବ୍ଲକ କଂସମୁଣ୍ଡା ଗାମର କୋଇଲାଖଣି କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କଂସମୁଣ୍ଡା ଗ୍ରାମର ସମସ୍ତ...

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

0
ପୁରୀ ୧୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡ଼ିତ ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ...

ବନବିଭାଗ ପକ୍ଷରୁ ରଥ କାଠ ଯୋଗାଣକୁ ନେଇ ସ୍ୱତନ୍ତ୍ର ସମୀକ୍ଷା

0
ପୁରୀ ୧୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବନବିଭାଗ ପକ୍ଷରୁ ରଥ କାଠ ଯୋଗାଣକୁ ନେଇ ସ୍ୱତନ୍ତ୍ର ସମୀକ୍ଷା। ନୟାଗଡ଼, ପୁରୀ ସମେତ ୬ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ...

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

0
ପୁରୀ ୧୯-୬ (ଓଡ଼ିଆ ପୁଅ) ରଥଯାତ୍ରା ନିମନ୍ତେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ତିନି ରଥର କଳସ, ପାଖୁଡା, ଚନ୍ଦ୍ର ଶାଳୀ କାର୍ଯ୍ୟ ଚାଲିଛି। ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ...

ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ

0
ନବରଙ୍ଗପୁର ୧୯.୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ କରାଯାଇଥାଏ।...

ବଜରଙ୍ଗ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

0
କେନ୍ଦ୍ରାପଡ଼ା, ୧୮ା୬:(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଭାରତରେ...

ଜିଲ୍ଲା ସ୍ତରୀୟ ଜଳଶକ୍ତି ଅଭିଯାନ ସମୀକ୍ଷା ବୈଠକ

0
କେନ୍ଦ୍ରାପଡ଼ା, ୧୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରୀୟ ଜଳଶକ୍ତି ଅଭିଯାନର ନୋଡାଲ ଅଫିସରଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଜିଲ୍ଲା ଜଳଶକ୍ତି ଅଭିଯାନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଟେବୁଲ ଟପ ଏକ୍ସସରସାଇଜ ବୈଠକ

0
କେନ୍ଦ୍ରାପଡ଼ା, ୧୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଟେବୁଲ ଟପ ଏକ୍ସସରସାଇଜ ବୈଠକ ଶନିବାର ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା...