Home Coronavirus Outbreak ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯...

ଦେଶରେ ଆଜି ପୁଣି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

36

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୧,୬୮୭ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୭,୨୫,୦୫୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୮୬୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩,୩୧,୬୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨,୩୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୯୦୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୯%

ଆରୋଗ୍ୟ ହୋଇଛନ୍ତି ୯୮.୬୦%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୬, ୪୫, ୯୯, ୯୦୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୨୮, ୨୯୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୦ ୯୯୩୪ ୧୨୯
ଆନ୍ଧ୍ରପ୍ରଦେଶ ୩୪୦ ୨୩୦୫୪୩୮ ୨୮ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୪ ୨୯୬
ଆସାମ ୧୩୨ ୭୧୬୨୭୮ ୨୦ ୭୯୮୮
ବିହାର ୩୨୫ ୮୧୮୭୮୭ ୫୧ ୧୨୨୫୬
ଚଣ୍ଡିଗଡ଼ ୩୭୩ ୯୧୬୪୩ ୪୮ ୧୧୬୫
ଛତିଶଗଡ ୫୧୬ ୧୧୩୮୬୭୪ ୩୫ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୫୯୫ ୧୮୯୨୬୯୮ ୧୧୬୨ ୨୬୨୩୯
୧୦ ଗୋଆ ୭୯୨ ୨୪୨୭୩୯ ୧୦୪ ୩୮୩୩
୧୧ ଗୁଜୁରାଟ ୧୫୨୪ ୧୨୧୫୬୧୬ ୧୬୩ ୧୦୯୪୬
୧୨ ହରିୟାଣା ୩୦୫୭ ୯୯୭୨୧୬ ୬୫୭ ୧୦୬୨୧
୧୩ ହିମାଚଳ ପ୍ରଦେଶ ୨୧୩ ୨୮୧୧୫୬ ୧୯ ୪୧୩୮
୧୪ ଜାମ୍ମୁ କାଶ୍ମୀର ୧୮୫ ୪୪୯୬୦୬ ୪୭୫୪
୧୫ ଝାଡଖଣ୍ଡ ୧୧୪ ୪୩୦୧୩୦ ୧୩ ୫୩୧୯
୧୬ କର୍ଣ୍ଣାଟକ ୫୦୨୦ ୩୯୧୬୯୬୬ ୬୪୬ ୪୦୧୧୩
୧୭ କେରଳ ୨୩୪୬୦ ୬୫୧୧୧୩୬ ୨୨୮୬ ୬୯୮୯୭
୧୮ ଲଦାଖ ୩୨ ୨୮୦୬୮ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୫୭ ୧୦୩୨୪୯୦ ୫୮ ୧୦୭୪୦
୨୧ ମହାରାଷ୍ଟ୍ର ୨୪୯୧୫ ୭୭୬୮୯୫୮ ୩୩୫୬ ୧୪୭୮୮୯
୨୨ ମଣିପୁର ୧୩୫୧୨୩ ୨୧୨୦
୨୩ ମେଘାଳୟ ୨୦ ୯୨୨୬୪ ୨୩ ୧୫୯୪
୨୪ ମିଜୋରାମ ୧୨୪ ୨୨୭୯୪୬ ୨୫ ୭୦୧
୨୫ ନାଗାଲାଣ୍ଡ ୩୪୭୪୨ ୭୬୧
୨୬ ଓଡ଼ିଶା ୩୨୫ ୧୨୭୯୪୯୯ ୨୦ ୯୧୨୬
୨୭ ପୁଡୁଚେରୀ ୧୫୦ ୧୬୩୯୯୫ ୧୩ ୧୯୬୨
୨୮ ପଞ୍ଜାବ ୬୩୫ ୭୪୩୦୯୩ ୬୩ ୧୭୭୫୯
୨୯ ରାଜସ୍ଥାନ ୭୦୮ ୧୨୭୭୦୪୮ ୮୨ ୯୫୬୧
୩୦ ସିକ୍କିମ୍ ୩୮୭୩୧ ୪୫୩
୩୧ ତାମିଲନାଡୁ ୪୩୬୬ ୩୪୧୯୯୦୫ ୩୨୨ ୩୮୦୨୬
୩୨ ତେଲେଙ୍ଗାନା ୨୩୭୫ ୭୯୦୨୧୮ ୧୪୫ ୪୧୧୧
୩୩ ତ୍ରିପୁରା ୯୯୯୬୭ ୯୨୩
୩୪ ଉତ୍ତରାଖଣ୍ଡ ୬୧୪ ୪୨୯୯୯୨ ୭୬୯୫
୩୫ ଉତ୍ତରପ୍ରଦେଶ ୨୯୩୫ ୨୦୫୮୯୯୦ ୩୭୬ ୨୩୫୨୮
୩୬ ପଶ୍ଚିମବଙ୍ଗ ୨୩୨୯ ୧୯୯୯୦୦୮ ୧୨୦ ୨୧୨୧୦
ମୋଟ ୮୧୬୮୭ ୪୨୭୨୫୦୫୫ ୯୮୬୨ ୫୨୪୯୦୩ ୧୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.