32 C
Bhubaneswar
Saturday, May 15, 2021
Home Authors Posts by Bijay Kumar Pattanaik

Bijay Kumar Pattanaik

706 POSTS 0 COMMENTS

ପୁରୀ ସହରରେ ଟ୍ରାଫିକ ଧର ପକଡ଼

0
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସଡ଼କ ସୁରକ୍ଷା ମାସ ଚାଲୁଥିବା ବେଳେ ସହରରେ ଟ୍ରାଫିକ ପୋଲିସ ପକ୍ଷରୁ ଜୋରସୋରରେ ଧର ପକଡ଼ ଆରମ୍ଭ ହୋଇଛି। କୁମ୍ଭାରପଡ଼ା ଅଞ୍ଚଳରେ ଜଣେ ନାବାଳକ...

ପୁରୀ ଉତ୍କଳ ବାଳାଶ୍ରମ ରାଜ୍ୟସ୍ତରୀୟ ବାଳାଶ୍ରମର ମାନ୍ୟତା ଲାଭ କଲା

0
ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଉତ୍କଳ ବାଳାଶ୍ରମ ରାଜ୍ୟସ୍ତରୀୟ ବାଳାଶ୍ରମର ମାନ୍ୟତା ପାଇଥିବା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି। ଅନ୍ତେବାସୀଙ୍କ ପାଇଁ...

ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

0
ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିଗତ ଦେଢବର୍ଷଧରି ସେମାନଙ୍କୁ ଧମକ ଚମକଦେଇ ଅର୍ଥଦାବି କରୁଥିବା ଏକ ୱେବ ଚ୍ୟାନେଳର କର୍ମକର୍ତ୍ତା ଓ ସେମାନଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ...

କୋଭିଡ଼୍ କଟକଣା କୋହଳ ହେବା ପରେ ପୁରୀ ସହର ଚଳଚଞ୍ଚଳ

0
ପୁରୀ, ୧୯/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼୍‌-୧୯ ପାଇଁ ଦୀର୍ଘ ୯ମାସ ଧରି ସହରର ସମସ୍ତ ହୋଟେଲ, ଲଜିଂ, ରେସ୍ତୋରାଁ, ସପିଙ୍ଗ କମ୍ପଲେକ୍ସ ଆଦି ବନ୍ଦ ରହିଥିଲା। କୋଭିଡ଼ କଟକଣା କୋହଳ...

ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
ପୁରୀ, ୧୯/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ମତଦାତା ଦିବସ ଆସନ୍ତା ୨୫ ତାରିଖରେ ପାଳନ କରାଯିବ। ଏଥିନିମନ୍ତେ ଉପ-ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଆମେରିକାର ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା

0
ପୁରୀ ୨୦-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମ୍ଲା ହାରିସ୍ ଶପଥ ଗ୍ରହଣ କରିବେ। ଏହି ଅବସରରେ ଆମେରିକାର ନୂତନ...

ମୋଦିଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ

0
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୯୧ ପ୍ରତିଶତ ହୋଇଥିବାରୁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଦେଇ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ମନ୍ଦିର...

ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳିତ – ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କଲେ...

0
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଆଜିଠାରୁ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ...

ପୁରୀ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର

0
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ବଳିଆ ପଣ୍ଡା ଥାନାରେ ଅନୁଷ୍ଠିତ ହୋଇଯାଇଛି। ଏସପି କନୱାର ବିଶାଲ ସିଂ ମୁଖ୍ୟ ଅତିଥି ଭାବେ...

ସାତଦିନ ଭିତରେ ରାଜ୍ୟ ସରକାର ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ବିଜେପିର ଦାବି

0
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସହରବାସୀ ଦୀର୍ଘ ବର୍ଷ ଧରି ଜମିଜମା ସମସ୍ୟାରେ ଫସି ରହିଛନ୍ତି। ପ୍ରାୟ, ୮୦ ହଜାର ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ଏଜାବତ ହୋଇପାରି...

ଛିନତାଇ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଗିରଫ

0
ପୁରୀ, ୧୮/୦୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଛିନତାଇ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ପୁରୀ ଚନ୍ଦନପୁର ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ରମେଶ ପରିଡ଼ା।...

ପୁରୀରେ ବୋମାମାଡ଼: ୭ ଗିରଫ

0
ପୁରୀ ୧୭-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀରେ ବୋମାମାଡ। ଏହି ଘଟଣାରେ ପୁରୀ ବାସେଳୀସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ...

ଆସନ୍ତା ୨୦ ତାରିଖରେ ଶିଶୁ ସଂପର୍କ ଯାତ୍ରା ଶୁଭାରମ୍ଭ

0
ପୁରୀ, ୧୭/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶିଶୁ ସଂପର୍କ ଯାତ୍ରା ଆସନ୍ତା ୨୦ ତାରିଖରେ ଶୁଭାରମ୍ଭ ହେବ। ଏଥି ନିମନ୍ତେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜିଲ୍ଲା...

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
ପୁରୀ, ୧୭/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି। ଏହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଳିବ। ଜିଲ୍ଲାରେ...

ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ୧୧, ୦୦୦ ଟଙ୍କା ଜୋରୀମାନା ଆଦାୟ

0
ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ପୁରୀ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ପ୍ରାୟ ୧୨ ଟି ହୋଟେଲ ଓ ରେସ୍ତୋରାଁରେ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ...

ଆଜିଠାରୁ ଆରମ୍ଭ ହେଲା କୋଭିଡ଼୍ ଟିକାକରଣ ଯୋଜନା

0
ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ସମେତ ଦେଶବ୍ୟାପୀ କୋଭିଡ଼ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣ ପରେ ପୁରୀ ସଦର...

ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

0
ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ଆଜିଠାରୁ ଦେଶବ୍ୟାପୀ କୋଭିଡ଼୍‌-୧୯ ଟିକାକରଣ ଆରମ୍ଭ ହୋଇଛି। ଏହା ଦେଶ ପାଇଁ ଏକ ଐତୀହାସିକ ଦିନ ବୋଲି ଗ୍ରହଣ କରାଯାଉଛି। ଏହି ଉପଲକ୍ଷେ ଆନ୍ତଃର୍ଜାତୀୟ...

ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବାଲୁକା କୃତି ମାଧ୍ୟମରେ ନିବେଦନ

0
ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି କୋଭିଡ଼୍ ଟିକାକରଣ କାର୍ଯ୍ୟକ୍ରମ। ଭ୍ୟାକସିନ ଆସିବା ପରେ ଦେଶ କୋରୋନା ମୁକ୍ତ ହେବାକୁ ଯାଉଛି। ସୁଦର୍ଶନ ପଟ୍ଟନାୟକ...

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନ ଉତ୍ସବ

0
ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଳିପଡ଼ା ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ଠାରେ ଚାଲିଥିବା ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହେତ୍ସବରେ କନ୍ୟା ପୂଜନ...

ଦିଆସିଲି କାଠିରେ ନିର୍ମିତ ଏକ ଟ୍ୟାଙ୍କ ମାଧ୍ୟମରେ ଆର୍ମି ଦିବସର ଶୁଭେଚ୍ଛା

0
ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଜାତୀୟ ଆର୍ମି ଦିବସ। ଏହି ଉପଲକ୍ଷେ କୁମ୍ଭାରପଡ଼ାର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ କଳାକୃତି ନିର୍ମାଣ କରି ନିଆରା ଶୁଭେଚ୍ଛା ବାର୍ତ୍ତା...