Abhay Das
ସଦର ଉପ-ନିର୍ବାଚନ ଫଳ ପ୍ରଭାବିତ ଆଶଙ୍କା – ଅଧାରୁ ବନ୍ଦ ଓଭରବ୍ରିଜ୍ ତଳ ଦୋକାନ...
ବାଲେଶ୍ୱର, ୨୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉଡ଼ନ୍ତା ପୋଲ(ଓଭର ବ୍ରିଜ୍) ମରାମତି ପାଇଁ ଦୀର୍ଘ ଦିନର ପ୍ରୟାସ ପରେ ଏହାର ତଳେ ଥିବା ଦୋକାନ ଗୃହଗୁଡ଼ିକୁ ଉଚ୍ଛେଦ କରିବାରେ ପ୍ରଶାସନକୁ ଆଜି ସଫଳତା...
ବିପଣୀ ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୨୪ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ବିପଣୀ ଉନ୍ନୟନ କମିଟି ପକ୍ଷରୁ ସପ୍ତମ ବାର୍ଷିକ ୨ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୋତିଗଞ୍ଜସ୍ଥିତ ଘୋଷ ମାର୍କେଟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର...
ଯୁବ କଂଗ୍ରେସ ପକ୍ଷରୁ ନୂତନ କୃଷିନୀତିକୁ ବିରୋଧ
ବାଲେଶ୍ୱର, ୨୫-୯ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ହୋଇଥିବା କୃଷି ସଂଶୋଧନ ବିଧେୟକକୁ ନେଇ ସମଗ୍ର ଦେଶରେ ବିରୋଧର ସ୍ୱର ଉଠିଥିବା ବେଳେ ବାଲେଶ୍ୱରରେ...
ଶୋଚନୀୟ ସହର ରାସ୍ତାର ନବୀକରଣ ଦାବି
ବାଲେଶ୍ୱର, ୨୫ା୯ (ଓଡ଼ିଆ ପୁଅ/ଅଭୟ ଦାସ): ମରଣଯନ୍ତା ପାଲଟି ଥିବା ବାଲେଶ୍ୱର ସହରର ଏକାଧିକ ରାସ୍ତାର ନବୀକରଣ ଦାବିରେ ଯୁବ ସଂଗଠକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଗୁରୁବାରଦିନ...
ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟୁହରେ ବିଜେଡି : ଆଇନ୍ମନ୍ତ୍ରୀଙ୍କ ୩ ଦିନର ଉଦ୍ୟମରୁ ସାମୟିକ...
ବାଲେଶ୍ୱର, ୨୩ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀ କନ୍ଦଳ...
ଦିନକରେ ଚିହ୍ନଟ ୧୬୧ କରୋନା ପଜିଟିଭ୍ – ୬୬୫୪କୁ ବୃଦ୍ଧି ଜିଲ୍ଲାର କରୋନା ସଂକ୍ରମିତଙ୍କ...
ବାଲେଶ୍ୱର, ୨୩-୯(ଓଡ଼ିଆ ପୁଅ/ଅଭୟ ଦାସ) : ବଢ଼ୁଥିବା କରୋନା ସଂକ୍ରମଣ ସମଗ୍ର ଦେଶ ପାଇଁ ଉଦ୍ବେଗର ବିଷୟ ହୋଇଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା...
ଶ୍ରମ ଆଇନ୍ ସଂଶୋଧନ ପୁନଃ କ୍ରୀତଦାସ ପ୍ରଥା ପ୍ରଚଳନ : ଏଆଇଟିୟୁସି ପକ୍ଷରୁ କେନ୍ଦ୍ର...
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନକୁ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ ଡିଫେନ୍ସ କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ୍ ଓ ନ୍ୟାସନାଲ ହକର ଫେଡେରେଶନ୍ ପକ୍ଷରୁ...
କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ୍ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଟିୟୁଏସିସି ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ): ଚଳିତ ପାର୍ଲିଆମେଣ୍ଟ୍ ଅଧିବେଶନରେ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଦେଶର ପ୍ରଚଳିତ ୪୪ଟି ଶ୍ରମ ଆଇନ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଆଗତ ନିଷ୍ପତ୍ତିକୁ ବାଲେଶ୍ୱରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ...
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ଏହାର କାୟା ବିସ୍ତାର କରିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତ ହଜାରରେ...
ବିଭିନ୍ନ ଦାବି ନେଇ କ୍ରୀଡ଼ା-କଳା ଶିକ୍ଷକ ସଂଘର ବିକ୍ଷୋଭ
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ବାଲେଶ୍ୱର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ଆଜି ସର୍ବର୍ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକଙ୍କ କାର୍ଯ୍ୟାଳୟ ସମ୍ମୁଖରେ...
କର୍ଣ୍ଣେଲ ବିଦ୍ୟାଧର ସିଂଙ୍କ ବିୟୋଗରେ ଶୋକ
ବାଲେଶ୍ୱର, ୨୨ - ୯ (ଓଡ଼ିଆ ପୁଅ/ଅଭୟ ଦାସ): ରାଷ୍ଟ୍ରୀୟ ପୂର୍ବତନ ସୈନିକ ସମନ୍ୱୟ ସମିତି, ଓଡ଼ିଶା ରାଜ୍ୟ ଶାଖା ଉପଦେଷ୍ଟା ମଣ୍ଡଳୀର ସଭାପତି, ପୂର୍ବତନ ରାଜ୍ୟ ଶାଖା ସଭାପତି ତଥା କେନ୍ଦ୍ରୀୟ...
ସଦର ବ୍ଲକରେ ନୂତନ ହିତାଧିକାରୀଙ୍କୁ ରେସନ କାର୍ଡ଼ ବଣ୍ଟନ
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ସଦର ବ୍ଳକର ବିଭିନ୍ନ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ଆଜି ରାସନ କାର୍ଡ଼ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ...
ଦେବୀ ପଞ୍ଚାୟତର ଏମବିକେ ଚୟନରେ ଚଞ୍ଚକତା ସାନି ପରୀକ୍ଷା ଦାବିରେ ମା’ ଆଞ୍ଚଳିକ ମଞ୍ଚର...
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ (ଜିପିଏଲଏଫ୍)ର ମାଷ୍ଟର ବୁକ୍ କିପର (ଏମବିକେ) ଚୟନ ପ୍ରକ୍ରିୟାରେ ହୋଇଥିବା ଚଞ୍ଚକତା ବିରୋଧରେ ରେମୁଣା ବ୍ଳକ...
ପୁଅ-ବୋହୂ ଦ୍ୱାରା ନିର୍ଯାତନାର ଶିକାର ବୃଦ୍ଧା ମାଆ
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ପୁଅର ନିର୍ଯାତନା ସହି ନପାରି ଜିଲ୍ଲାପାଳଙ୍କଠାରେ ଜନୈକ ବୃଦ୍ଧା ଆଜି ଫେରାଦ ହୋଇଛନ୍ତି। ବୃଦ୍ଧା ଜଣକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳର ସ୍ୱର୍ଗତ...
ଦିନକରେ ଚିହ୍ନଟ ୧୫୦ କରୋନା ପଜିଟିଭ୍ – ୬୪୯୩କୁ ବୃଦ୍ଧି ଜିଲ୍ଲାର କରୋନା ସଂକ୍ରମିତଙ୍କ...
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବଢ଼ୁଥିବା କରୋନା ସଂକ୍ରମଣ ସମଗ୍ର ଦେଶ ପାଇଁ ଉଦ୍ବେଗର ବିଷୟ ହୋଇଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା...
‘ଅଭ୍ୟାସ’ର ସଫଳ ପରୀକ୍ଷା
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶ ମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ଆଜି ସଫଳତାର ସହ...
ବାଲେଶ୍ୱର ଉପ-ନିର୍ବାଚନରେ ଅରିନ୍ଦମଙ୍କ ପ୍ରାର୍ଥିତ୍ୱକୁ ବିରୋଧ : ବିଜେଡିର ସଂଖ୍ୟାଧିକ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଆଇନ୍ମନ୍ତ୍ରୀଙ୍କ...
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ବିଧାନ ସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ରାଜନୈତିକ ଦଳରେ ହଟଚମଟ ଲାଗି ରହିଛି।...
ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ
ବାଲେଶ୍ୱର, ୨୨ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିପର୍ଯ୍ୟସ୍ଥ ଗୋପାଳଗାଁ ରାସ୍ତା ମରାମତି ଦାବିରେ ବିଜେପି ପକ୍ଷରୁ ସୋମବାର ଦିନ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା। ଭାରତୀୟ ଜନତା ପାର୍ଟିରୁ ଦିବଙ୍ଗତ ବିଧାୟକ...
କରୋନାରେ ରୋଟାରୀ କ୍ଲବ ପୂର୍ବତନ ସଭାପତିଙ୍କ ବିୟୋଗ
ବାଲେଶ୍ୱର, ୧୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତି କର୍ଣ୍ଣେଲ ବିଦ୍ୟାଧର ସିଂଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ସକାଳେ ଭୁବନେଶ୍ୱରସ୍ଥିତ ସୋମ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ୫...
ବାଲେଶ୍ୱରରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ୨୧ରୁ
ବାଲେଶ୍ୱର, ୨୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା୨୧ତାରିଖରୁ ବାଲେଶ୍ୱର ଜିଲ୍ଲାରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି କ୍ରମରେ ଜିଲ୍ଲାର ସମସ୍ତ ୧ରୁ ୧୯...