Abhay Das
ବାଙ୍କତୀରା ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ : କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସନ୍ତୋଷ...
ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇିଁଁ ବାଙ୍କତୀରା ଜଳସେଚନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇ ଆସୁଥିବା ଦାବି ପୂରଣ ନିମନ୍ତେ ସବୁଜ ସଙ୍କେତ ମିଳିଛି। କାର୍ଯ୍ୟାରମ୍ଭ ପାଇଁ...
ଜିଲାରେ ପର୍ଯ୍ୟାପ୍ତ କରୋନା ଟିକା ମହାଜୁଦ ଦାବି
ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ଦ୍ୱିତୀୟ ଲହରରେ ଦ୍ରୁତଗତିରେ ବାଲେଶ୍ୱରରେ ହେଉଥିବା କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସରକାରୀ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ। ଦ୍ୱିତୀୟ ଲହରରେ କରୋନା...
ପାତ୍ରପଡ଼ା ଛକରେ ମଦ ଦୋକାନ ଖୋଲିବା ନେଇ ପ୍ରତିବାଦ
ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ପାତ୍ରପଡ଼ା ଅଞ୍ଚଳରେ ପ୍ରସ୍ତାବିତ ସରକାରୀ ବିଦେଶୀ ମଦ ଦୋକାନଲ ଖୋଲିବା ନେଇ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଶୁକ୍ରବାର ସ୍ଥାନୀୟ...
ଦିନକରେ ଜିଲାରେ ୭୮ କରୋନା ସଂକ୍ରମିତ: ସପ୍ତାହାନ୍ତ ସଟ ଡାଉନ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି
ବାଲେଶ୍ୱର, ୨୩ା୪(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ବଢ଼ୁଥିବା ଦ୍ୱିତୀୟ ଲହର କରୋନା ସଂକ୍ରମଣ ଉଭୟ ସରକାର ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ରାଜ୍ୟ ସୂଚନା ଓ ଲୋକସର୍ମ୍ପକ ବିଭାଗର...
‘ମୋନା’ର ବୈଠକ
ବାଲେଶ୍ୱର, ୨୬ା୩(ଓଡ଼ିଆ ପୁଅ/ଅଭୟ ଦାସ):‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା)’ ବାଲେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ...
ବାଲେଶ୍ୱରରେ ହିନ୍ଦୁ ପଞ୍ଚାୟତ କାର୍ଯ୍ୟକ୍ରମ: ମୂଳ ସନାତନ ସଂସ୍କୃତିର ସହ ଦେଶବାସୀଙ୍କୁ ଯୋଡ଼ିବାକୁ ଆହ୍ୱାନ
ବାଲେଶ୍ୱର, ୨୬ା୩(ଓଡ଼ିଆ ପୁଅ/ଅଭୟ ଦାସ): ଶଙ୍କରାଚାର୍ଯ୍ୟ ପରିଷଦ ଓ ଭାଗ୍ୟୋଦୟ ଫାଉଣ୍ଡେସନ ଆନୁକୂଲ୍ୟରେ ବାଲେଶ୍ୱରରେ ହିନ୍ଦୁ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ଆତିଥ୍ୟ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ହିନ୍ଦୁ ଗଣତନ୍ତ୍ର...
ସବୁଠି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ: ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାରେ ୧୨ ଘଣ୍ଟିଆ ବନ୍ଦ
ବାଲେଶ୍ୱର, ୨୬ା୩ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷିଆଇନ ପ୍ରତ୍ୟାହାର ଦାବି ଆନ୍ଦୋଳନ ସମର୍ଥନରେ ସଂଯୁକ୍ତ କଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଶୁକ୍ରବାର ସମଗ୍ର ଦେଶରେ ୧୨ ଘଣ୍ଟିଆ ବନ୍ଦ...
ଯୋଜନା କାର୍ଯ୍ୟକାରୀରେ ଘୋର ଅନିୟମିତତା! ସଦର ବ୍ଲକ ଘେରିଲା ବିଜେପି
ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ମଙ୍ଗଳବାର ସଦର ବ୍ଲକ ଘେରାଓ କରାଯାଇଥିଲା। ବିଜେପି ସଦର ମଣ୍ଡଳ ନେତା...
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କ ସେଣ୍ଟର ଫର ଏକ୍ସେଲେନ୍ସ ସ୍କୁଲ ସମୀକ୍ଷା
ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ‘ସେଣ୍ଟର ଫର ଏକ୍ସେଲେନ୍ସ’ସ୍କୁଲମାନଙ୍କର ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲା ସ୍କୁଲ ସଭାଗୃହରେ ମଙ୍ଗଳବାର ଅନୁ୍ଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି...
ବାଲେଶ୍ୱରରେ ‘ଶିଳ୍ପ ହେପାଜତ ପ୍ରଚେଷ୍ଟା’ ସମ୍ପର୍କିତ ସମୀକ୍ଷା: ଶିଳ୍ପାୟନ ଓ ନୂତନ ନିଯୁକ୍ତି ସୃଷ୍ଟି...
ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ଶିଳ୍ପ ବିକାଶ ସମ୍ପର୍କିତ ଏକ ସମୀକ୍ଷା ବୈଠକ ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ...
ଯୁଗଶ୍ରୀ ଯୁଗନାରୀ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର
ବାଲେଶ୍ୱର, ୨୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ଯୁଗଶ୍ରୀ ଯୁଗନାରୀ ପରିବାର ପକ୍ଷରୁ ସହରର ଗୋଧିବସା ଅଞ୍ଚଳରେ ଏକ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ...
ଜିଲାସ୍ତରୀୟ ଆଶା ଓ ଗାଁ’କଲ୍ୟାଣ ସମିତି ସମ୍ମିଳନୀ
ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଜିଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ସ୍ଥାନୀୟ ଆୟୁଷ୍ମାନ ମଣ୍ଡପ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି...
ବାଲେଶ୍ୱରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ – ୧୦ ମାମଲା ଫଇସଲା ଓ...
ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଏକ ଶିବିର ଅଦାଲତ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ‘ସଦଭାବନା ସଭାଗୃହ’ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନ...
ଶ୍ୟାମସୁନ୍ଦର ହାଇସ୍କୁଲ ଉନ୍ନତି ପାଇଁ ଲକ୍ଷେ ଦେଲେ ତୁଳସୀ ମିଶ୍ର
ବାଲେଶ୍ୱର, ୧୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ପୁରାତନ ବିଦ୍ୟାଳୟ ‘ଶ୍ୟାମସୁନ୍ଦର ହାଇସ୍କୁଲ’ରେ ‘ମୋ ସ୍କୁଲ ଅଭଯାନ’ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ...
ବଳରାମଗଡ଼ି ଗୁଳିକାଣ୍ଡ-ହତ୍ୟା ମାମଲାରେ ୮ଗିରଫ
ବାଲେଶ୍ୱର, ୧୭ା୩(ଓଡ଼ିଆ ପୁଅ/ଅଭୟ ଦାସ): ବଳରାମଗଡ଼ି ସଂଘବଦ୍ଧ ହତ୍ୟା ମାମଲାର ଦୁଇଦିନ ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି। ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ...
ମାରୱାଡ଼ି ମହିଳା ସମ୍ମେଳନର ଦିନିକିଆ ଟିଜମେଳା
ବାଲେଶ୍ୱର, ୧୭ା୩(ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ବାଲେଶ୍ୱର ଶାଖା ପକ୍ଷରୁ ହୋଲି ଉପଲକ୍ଷେ ନାରୀଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ସମ୍ଭାର ନେଇ ଦିନିକିଆ ଟିଜ୍ ମେଳା ବୁଧବାର...
ବିପର୍ଯ୍ୟସ୍ଥ ଶିକ୍ଷା ଓ ଉତ୍କଟ ବେକାରୀ ବିରୋଧରେ ଭୁବନେଶ୍ୱର ସମାବେଶ ୨୨ରେ
ବାଲେଶ୍ୱର, ୧୭ା୩(ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରମିକ ସଂଗଠନ ‘ସିଆଇଟିୟୁ’, ଛାତ୍ରସଂଗଠନ ଏସଏଫଆଇ ଓ ‘ଡିୱାଇଏଫଆଇ’ର ମିଳିତ ସହଯୋଗରେ ‘ସମସ୍ତଙ୍କୁ ନିଯୁକ୍ତି ଓ ଶିକ୍ଷା ବ୍ୟବସ୍ଥାର ଉନ୍ନତି’ ଶୀର୍ଷକ ଏକ ଆଲୋଚନାଚକ୍ର ବାଲେଶ୍ୱର ସହରର...
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ର ବୈଠକ
ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’(ମୋନା)ବାଲେଶ୍ୱର’ ଶାଖା ପକ୍ଷରୁ ମାସିକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦିକା ମମତା...
ପ୍ରଶାସନର ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଉତ୍ତେଜନା – ପାଗନଈ ଛକରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ
ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ସଲ୍ଟରୋଡ଼ରେ ବଢ଼ି ଚାଲିଥିବା ଦୁର୍ଘଟଣାରେ ଜିଲା ପ୍ରଶାସନର ଖାମଖିଆଲି କାର୍ଯ୍ୟଧାରା ଓ ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ପାଗନଈ ଛକଠାରେ ଲୋକେ ଶନିବାର ଦୀର୍ଘ ୬ଘଣ୍ଟାଧରି ରାସ୍ତାରୋକ କରିଥିଲେ।...
ବିଫଳ ଶିକ୍ଷାନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଏବିଭିପି
ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ ଅବସରରେ ଶିକ୍ଷା ଓ ସାମାଜିକ ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ...