Home ଆନ୍ତର୍ଜାତୀୟ ଶ୍ରୀନଗର ଯିବେ ସେନାମୁଖ୍ୟ: ୩୭୦ ଉଚ୍ଛେଦ ପରେ ପ୍ରଥମ ଗସ୍ତ

ଶ୍ରୀନଗର ଯିବେ ସେନାମୁଖ୍ୟ: ୩୭୦ ଉଚ୍ଛେଦ ପରେ ପ୍ରଥମ ଗସ୍ତ

552

ନୂଆଦିଲ୍ଲୀ: ସେନା ପ୍ରମୁଖ ଜେନରଲ୍ ବିପିନ ରାୱତ ଆଜି ଜମ୍ମୁକାଶ୍ମୀର ଶ୍ରୀନଗର ଗସ୍ତରେ ଯିବେ।ଧାରା ୩୭୦ ଉଛେଦ ପରେ ଏହା ସେନା ପ୍ରମୁଖଙ୍କ ପ୍ରଥମ ଶ୍ରୀନଗର ଗସ୍ତ।ଅଞ୍ଚଳରେ କାନୁନ ବ୍ୟବସ୍ଥା ସ୍ଥିତି ଆଦିର ସମୀକ୍ଷା ଏହି ଗସ୍ତର ଉଦ୍ଦେଶ୍ୟ।ସେନାମୁଖ୍ୟ ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ।ଜେନରଲ୍ ବିପିନ ରାୱାତ ଏପରି ସମୟରେ ଶ୍ରୀନଗର ଯାଉଛନ୍ତି, ଯେତେବେଳେ କି ଅଞ୍ଚଳରେ ଇଣ୍ଟରନେଟ ସେବା ପ୍ରଦାନ କରିବାରେ ବିଳମ୍ବ ହୋଇପାରେ ବୋଲି ଗୃହ ମନ୍ତ୍ରାଳୟ କହିଛି।କାରଣ ପାକିସ୍ଥାନ ପିଓକେରେ ନକଲି ଭିଡିଓ ସୁଟିଂ କରି ତାହା କାଶ୍ମୀରରେ ବୋଲି ଦେଖାଇ ଘାଟିରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି।//-ଦେବଦତ୍ତ ରଥ

ପରିସ୍ଥିତି ଗମ୍ଭୀର:ପାକିସ୍ଥାନ କଲା ମିସାଇଲ ପରୀକ୍ଷଣ,ସୀମାରେ ସିଜ୍ ଫାୟାର ଉଲଘଂନ,ଦିଲ୍ଲୀ ଏବଂ ଗୁଜୁରାଟରେ ଆତଙ୍କି ପ୍ରବେଶ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.