ପରିସ୍ଥିତି ଗମ୍ଭୀର:ପାକିସ୍ଥାନ କଲା ମିସାଇଲ ପରୀକ୍ଷଣ,ସୀମାରେ ସିଜ୍ ଫାୟାର ଉଲଘଂନ,ଦିଲ୍ଲୀ ଏବଂ ଗୁଜୁରାଟରେ ଆତଙ୍କି ପ୍ରବେଶ

ନୂଆଦିଲ୍ଲୀ: ଭାରତ ପାକିସ୍ଥାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି।୩୭୦ ଧାରା ଉଛେଦ ପରେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରୁ ସମର୍ଥନ ପାଇବାରେ ବିଫଳ ହୋଇ ପାକିସ୍ଥାନ ଚିନ୍ତିତ ହୋଇପଡ଼ିଛି।ବିଶେଷତଃ ପିଓକେ ହାତରୁ ଖସିଯିବା ଆଶଙ୍କାରେ ସେ ଅଧିକ ବିଚଳିତ ହୋଇପଡ଼ିଛି।ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର ପାଇଁ ସବୁ ଯୋଜନା କରୁଛି। ବୁଧବାର ମଧ୍ୟ ରାତ୍ରିରେ ପାକିସ୍ଥାନ ୨୯୦ କିଲୋମିଟର ରେଞ୍ଜର ଗଜନବୀ ନାମକ ଏକ ବାଲେଷ୍ଟିକ ମିସାଇଲ ପରୀକ୍ଷା କରିଛି।ସେହପରି ସୀମାରେ ପୁଂଚ୍ଛ ସେକ୍ଟରରେ ଅସ୍ତ୍ର ବିରତି … Continue reading ପରିସ୍ଥିତି ଗମ୍ଭୀର:ପାକିସ୍ଥାନ କଲା ମିସାଇଲ ପରୀକ୍ଷଣ,ସୀମାରେ ସିଜ୍ ଫାୟାର ଉଲଘଂନ,ଦିଲ୍ଲୀ ଏବଂ ଗୁଜୁରାଟରେ ଆତଙ୍କି ପ୍ରବେଶ