Home ଓଡ଼ିଶା କାଶ୍ମୀର ବାବଦରେ ସତ ଜାଣିବାକୁ ଚାହିଁଲେ ଗୁଳି: ଆପ ବିଧାୟିକା

କାଶ୍ମୀର ବାବଦରେ ସତ ଜାଣିବାକୁ ଚାହିଁଲେ ଗୁଳି: ଆପ ବିଧାୟିକା

1206

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କେତେକ ବିରୋଧୀ ଦଳ ଗୁଡ଼ିକର କିଛି ନେତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଏପରି କିଛି ମନ୍ତବ୍ୟ ଦେଉଛନ୍ତି, ଯାହା ପାକିସ୍ଥାନକୁ ସୁହାଉଛି।ଏଥିରେ ସାମିଲ ହୋଇଯାଇଛନ୍ତି ଆଉ ଜଣେ ନେତ୍ରୀ।ସେ ହେଲେ ଦିଲ୍ଲୀ ଚାନ୍ଦିନୀ ଚୌକ ଆପ ବିଧାୟିକା ଅଳକା ଲାମ୍ବା।ଅଳକା ଟ୍ୱିଟ କରିଛନ୍ତି, “କାଶ୍ମୀରର ସତ୍ୟତା ଜାଣିବାକୁ ଚାହିଁବ ତ’ ଗୁଳି ଖାଇବ।କାଶ୍ମୀରରେ କିଛି ଠିକ୍ ନାହିଁ, କହିବ ତ’ ଗୁଳି ଖାଇବ।କାଶ୍ମୀରରେ ସବୁ ଠିକ୍ ଠାକ୍ କହିଲେ ବି ଗୁଳି ଖାଇବ।ଏହି ସମୟକୁ ମୌନ ରହି ବିତିଯିବାକୁ ଦିଅ।// -ଦେବଦତ୍ତ ରଥ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

ପାକିସ୍ଥାନରେ ସଂଖ୍ୟାଲଘୁଙ୍କ ଅବସ୍ଥା: ଘରୁ ଉଠାଇନେଲେ, ଧର୍ମ ପରିବର୍ତ୍ତନ କରି ନିକାହ କଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.