ପାକିସ୍ଥାନରେ ସଂଖ୍ୟାଲଘୁଙ୍କ ଅବସ୍ଥା: ଘରୁ ଉଠାଇନେଲେ, ଧର୍ମ ପରିବର୍ତ୍ତନ କରି ନିକାହ କଲେ

ନୂଆଦିଲ୍ଲୀ: ଭାରତରେ ସଂଖ୍ୟାଲଘୁ ମୁସଲିମଙ୍କ ସହ ଅତ୍ୟାଚାର ହେଉଛି ବୋଲି ଅଭିଯୋଗ କରୁଥିବା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାକିସ୍ଥାନରେ ସଂଖ୍ୟାଲଘୁ କିପରି ଅତ୍ୟାଚାରିତ ହେଉଛନ୍ତି ତାର ଏକ ଘଟଣା ସାମ୍ନାକୁ ଆସିଛି।ଜଗଜିତ କୌର ନାମକ ଜଣେ ଶିଖ ଯୁବତୀଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇ ନିକାହ କରାଯାଇଛି।ଯୁବତୀଙ୍କ ବାପା ଜଣେ ଶିଖ ପୂଜାରୀ।ସଂପୃକ୍ତ ଯୁବତୀଙ୍କ ପରିବାର ଏ’ନେଇ ଥାନାକୁ ଯାଇ ଅଭିଯୋଗ କରି ନ୍ୟାୟ ପାଇବାରେ ବିଫଳ … Continue reading ପାକିସ୍ଥାନରେ ସଂଖ୍ୟାଲଘୁଙ୍କ ଅବସ୍ଥା: ଘରୁ ଉଠାଇନେଲେ, ଧର୍ମ ପରିବର୍ତ୍ତନ କରି ନିକାହ କଲେ