Home ଜିଲ୍ଲା ପରିକ୍ରମା ବିଧାନସଭା ଏଷ୍ଟିମେଟ୍ କମିଟିରେ ଯୋଗଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର

ବିଧାନସଭା ଏଷ୍ଟିମେଟ୍ କମିଟିରେ ଯୋଗଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର

15

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବିଧାନସଭା ପରିସରରେ ପ୍ରାକ୍କଳନ ସମିତି (କମିଟି ଅନ ଏଷ୍ଟିମେଟ୍‌) ବୈଠକରେ ଯୋଗ ଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସଭାପତି ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ସହ ବିସ୍ତୃତ ଆଲୋଚନା ହେଲା। ଭଦ୍ରକ ନିର୍ବାଚନ ମଣ୍ଡଳୀର ପଂଚାୟତ ମାନଙ୍କରେ ସାମୁହିକ ବିକାଶ ନିମନ୍ତେ ଯୋଜନା,ଜଳ ସଂକଟ ଓ ଗ୍ରାମ୍ୟ ବିକାଶ ସମସ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରି ଏହାର ତ୍ୱରିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.