Home ଜିଲ୍ଲା ପରିକ୍ରମା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

16
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୋବଲ ଶାଖା ପକ୍ଷରୁ ୭୦ ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କ ପରିସର ରେ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ କୁ ଶାଖା ପ୍ରବନ୍ଧକ ନିଗମାନନ୍ଦ ନାୟକ ସଂଚାଳନା କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୋବଲ ଶାଖା ର ଫିଲ୍ଡ ଅଫିସର ତ୍ରିବିକ୍ରମ ସାହୁ, ଶାନ୍ତିପଦ ଜେନା,ବିଜୟ ହାଁସଦା,ସୁଭବ୍ରତ ସେଠୀ, ନିରଞ୍ଜନ ଓଝା, ସେକ ମହମ୍ମଦ ହନିଫ,ନରେନ୍ଦ୍ର ଦାସ,ବ୍ରଜ କିଶୋର ବାରିକ,ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ର ଜ୍ଞାନେନ୍ଦ୍ର ସାହୁ,ସନ୍ତୋଷ ବେହେରା,ହରମୋହନ ପତି,ଶରତ ଶଙ୍ଖୁଆ,ଦୁର୍ଗା ଚରଣ ଜେନା,ସୁନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ କିପରି ଭାବରେ ଗ୍ରାହକ ମାନେ ଉତମ ସେବା ପାଇ ପାରିବେ ସେ ଦିଗରେ ସମସ୍ତ କର୍ମ ଚାରି ଙ୍କୁ ଶାଖା ପରିଚାଳକ ପରାମର୍ଶ ଦେଇଥିଲେ।ପରେ ଉପସ୍ଥିତ ଗ୍ରାହକ ଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.