ଭୁବନେଶ୍ୱର ୧୬ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୯ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୪୫କୁ ବୃଦ୍ଧି ପାଇଛି। ତେବେ
୧- ବାଲେଶ୍ୱର ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ।
୨- ବାଲେଶ୍ୱର ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା।
୩- ବାଲେଶ୍ୱର ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ବାଲେଶ୍ୱର ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା।
୫- ବାଲେଶ୍ୱର ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।
୬- ବାଲେଶ୍ୱର ଜିଲ୍ଲାର ଜଣେ ୮୮ ବର୍ଷ ବୟସ୍କ ପୁରୁଷ।
୭- ଭୁବନେଶ୍ୱରର ୭୧ ବର୍ଷ ବୟସ୍କ ପୁରୁଷ।
୮- ଭୁବନେଶ୍ୱରର ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୯- ଭୁବନେଶ୍ୱରର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ରକ୍ତହୀନତାର ଶିକାର ହୋଇଥିଲେ।
୧୦- ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୧- ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗରେ ପୀଡିତ ଥିଲେ।
୧୨- ଗଞ୍ଜାମ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।
୧୩- କେନ୍ଦୁଝର ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୪- କେନ୍ଦ୍ରାପଡା ଜିଲ୍ଲାର ୧୮ ବର୍ଷ ବୟସ୍କ ପୁରୁଷ।
୧୫- ନୟାଗଡ଼ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଡିସମ୍ପେନ୍ସେଟେଡ୍ କ୍ରନିକ୍ ଯକୃତ ରୋଗ, କ୍ରନିକ୍ କିଡନୀ ରୋଗ, ମାସିଭ୍ ଆସ୍କିଟିସ୍ ରେ ପୀଡିତ ଥିଲେ।
୧୬- ନୁଆପଡା ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।
୧୭- ନୁଆପଡା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।
୧୮- ନୁଆପଡା ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା।
୧୯- ସୁବର୍ଣ୍ଣପୁରର ୩୦ ବର୍ଷ ବୟସ୍କା ପୁରୁଷ।