Home Top News ରାଜ୍ୟରେ ଆଜି କରୋନା ନେଲା ୧୯ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୪୫କୁ ବୃଦ୍ଧି

ରାଜ୍ୟରେ ଆଜି କରୋନା ନେଲା ୧୯ ଜୀବନ, ମୋଟ ମୃତକଙ୍କ ସଂଖ୍ୟା ୮,୯୪୫କୁ ବୃଦ୍ଧି

34

ଭୁବନେଶ୍ୱର ୧୬ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୯ ଜୀବନ। ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮,୯୪୫କୁ ବୃଦ୍ଧି ପାଇଛି। ତେବେ

୧- ବାଲେଶ୍ୱର ଜିଲ୍ଲାର ୪୧ ବର୍ଷ ବୟସ୍କ ପୁରୁଷ।

୨- ବାଲେଶ୍ୱର ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା।

୩- ବାଲେଶ୍ୱର ଜିଲ୍ଲାର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ବାଲେଶ୍ୱର ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା।

୫- ବାଲେଶ୍ୱର ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୬- ବାଲେଶ୍ୱର ଜିଲ୍ଲାର ଜଣେ ୮୮ ବର୍ଷ ବୟସ୍କ ପୁରୁଷ।

୭- ଭୁବନେଶ୍ୱରର ୭୧ ବର୍ଷ ବୟସ୍କ ପୁରୁଷ।

୮- ଭୁବନେଶ୍ୱରର ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- ଭୁବନେଶ୍ୱରର ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ରକ୍ତହୀନତାର ଶିକାର ହୋଇଥିଲେ।

୧୦- ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧- ଭୁବନେଶ୍ୱରର ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗରେ ପୀଡିତ ଥିଲେ।

୧୨- ଗଞ୍ଜାମ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।

୧୩- କେନ୍ଦୁଝର ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୪- କେନ୍ଦ୍ରାପଡା ଜିଲ୍ଲାର ୧୮ ବର୍ଷ ବୟସ୍କ ପୁରୁଷ।

୧୫- ନୟାଗଡ଼ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଡିସମ୍ପେନ୍ସେଟେଡ୍ କ୍ରନିକ୍ ଯକୃତ ରୋଗ, କ୍ରନିକ୍ କିଡନୀ ରୋଗ, ମାସିଭ୍ ଆସ୍କିଟିସ୍ ରେ ପୀଡିତ ଥିଲେ।

୧୬- ନୁଆପଡା ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା।

୧୭- ନୁଆପଡା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୧୮- ନୁଆପଡା ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା।

୧୯- ସୁବର୍ଣ୍ଣପୁରର ୩୦ ବର୍ଷ ବୟସ୍କା ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.