Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ, ୫୧୪ ମୃତ

39

ନୂଆ ଦିଲ୍ଲୀ ୧୬-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୦,୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୦,୨୪୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୮୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୮,୪୩,୪୪୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮୨,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୯୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୭,୨୩,୫୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୨,୮୮୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୧୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୯,୮୭୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୮୭%

ଆରୋଗ୍ୟ ହୋଇଛନ୍ତି ୯୭.୯୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୩, ୮୬, ୮୧, ୬୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୧, ୫୪, ୪୭୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୫, ୪୨, ୮୪, ୯୭୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୧, ୬୭୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୩ ୯୭୫୩ ୧୮ ୧୨୯
ଆନ୍ଧ୍ରପ୍ରଦେଶ ୧୨୫୫୦ ୨୨୮୬୫୭୫ ୨୭୮୭ ୧୪୭୦୨
ଅରୁଣାଚଳ ପ୍ରଦେଶ ୪୬୬ ୬୩୩୫୦ ୧୧୭ ୨୯୪
ଆସାମ ୩୨୪୭ ୭୧୩୮୯୭ ୪୫୩ ୬୬୧୫
ବିହାର ୧୧୧୭ ୮୧୫୮୩୯ ୨୬୫ ୧୨୨୫୩
ଚଣ୍ଡିଗଡ଼ ୫୦୧ ୮୯୭୪୨ ୮୪ ୧୧୫୪
ଛତିଶଗଡ ୫୫୨୭ ୧୧୨୭୯୦୮ ୧୪୬୯ ୧୪୦୧୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୩ ୧୧୪୦୫
ଦିଲ୍ଲୀ ୩୩୩୭ ୧୮୨୩୨୪୪ ୮୩୦ ୨୬୦୮୧
୧୦ ଗୋଆ ୧୭୫୪ ୨୩୮୭୫୬ ୪୬୯ ୩୭୭୭
୧୧ ଗୁଜୁରାଟ ୧୧୧୯୫ ୧୧୯୫୨୯୫ ୨୪୫୪ ୧୦୮୩୮ ୧୬
୧୨ ହରିୟାଣା ୫୪୮୭ ୯୫୯୨୦୯ ୧୨୭୫ ୧୦୪୯୯
୧୩ ହିମାଚଳ ପ୍ରଦେଶ ୩୦୩୫ ୨୭୩୮୯୭ ୭୪୮ ୪୦୮୪
୧୪ ଜାମ୍ମୁ କାଶ୍ମୀର ୪୨୮୦ ୪୪୨୩୦୫ ୯୩୭ ୪୭୪୫
୧୫ ଝାଡଖଣ୍ଡ ୧୩୧୪ ୪୨୬୯୨୧ ୨୯୯ ୫୩୧୫
୧୬ କର୍ଣ୍ଣାଟକ ୨୬୮୬୬ ୩୮୬୩୦୮୫ ୫୭୬୨ ୩୯୬୯୧ ୨୬
୧୭ କେରଳ ୧୨୪୬୦୩ ୬୨୪୦୮୬୪ ୩୨୦୨୭ ୬୨୬୮୧ ୩୦୪
୧୮ ଲଦାଖ ୫୨୩ ୨୬୮୪୪ ୫୭ ୨୨୭
୧୯ ଲକ୍ଷଦୀପ ୮୦ ୧୧୨୧୩ ୨୫ ୫୨
୨୦ ମଧ୍ୟପ୍ରଦେଶ ୧୪୬୯୬ ୧୦୦୩୪୭୭ ୩୪୫୨ ୧୦୭୦୦
୨୧ ମହାରାଷ୍ଟ୍ର ୩୪୫୨୩ ୭୬୬୯୭୭୨ ୮୬୯୫ ୧୪୩୪୫୧ ୩୫
୨୨ ମଣିପୁର ୨୧୭୮ ୧୩୧୭୬୮ ୧୩୧ ୨୦୮୬
୨୩ ମେଘାଳୟ ୬୦୯ ୯୦୮୯୭ ୧୬୦ ୧୫୬୫
୨୪ ମିଜୋରାମ ୧୧୪୬୯ ୧୮୮୫୨୮ ୨୦୨୪ ୬୩୮
୨୫ ନାଗାଲାଣ୍ଡ ୩୮୨ ୩୪୧୩୯ ୯୦ ୭୫୩
୨୬ ଓଡ଼ିଶା ୮୬୫୩ ୧୨୬୧୪୬୭ ୧୬୭୧ ୮୯୨୬ ୨୨
୨୭ ପୁଡୁଚେରୀ ୯୦୦ ୧୬୨୫୦୪ ୧୯୬ ୧୯୫୯
୨୮ ପଞ୍ଜାବ ୨୯୩୩ ୭୩୫୫୭୪ ୮୦୬ ୧୭୬୨୩ ୧୩
୨୯ ରାଜସ୍ଥାନ ୧୭୯୭୬ ୧୨୪୦୮୧୫ ୨୩୮୧ ୯୪୮୧ ୧୨
୩୦ ସିକ୍କିମ୍ ୩୧୨ ୩୮୨୨୫ ୫୬ ୪୪୦
୩୧ ତାମିଲନାଡୁ ୩୧୩୬୮ ୩୩୬୯୯୦୭ ୫୮୯୪ ୩୭୯୪୬ ୧୪
୩୨ ତେଲେଙ୍ଗାନା ୮୩୭୯ ୭୭୨୧୪୫ ୨୦୯୮ ୪୧୦୭
୩୩ ତ୍ରିପୁରା ୧୪୭ ୯୯୭୪୭ ୧୪ ୯୧୯
୩୪ ଉତ୍ତରାଖଣ୍ଡ ୬୫୫୩ ୪୧୯୮୪୦ ୧୩୦୯ ୭୬୬୦
୩୫ ଉତ୍ତରପ୍ରଦେଶ ୧୨୫୨୪ ୨୦୨୪୬୬୧ ୨୬୦୫ ୨୩୪୦୪
୩୬ ପଶ୍ଚିମବଙ୍ଗ ୧୦୬୩୦ ୧୯୭୯୮୭୮ ୧୩୨୩ ୨୧୦୬୧ ୨୧
ମୋଟ ୩୭୦୨୪୦ ୪୧୮୪୩୪୪୬ ୮୨୯୮୮ ୫୦୯୮୭୨ ୫୧୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.