Home ଓଡ଼ିଶା ବଙ୍ଗାଳୀ ଶିଖୁଛନ୍ତି ଅମିତ ଶାହା

ବଙ୍ଗାଳୀ ଶିଖୁଛନ୍ତି ଅମିତ ଶାହା

754

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଏବେ ବଙ୍ଗାଳୀ ଭାଷା ଶିଖୁଛନ୍ତି।ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ଶାହା ଏବେ ପଶ୍ଚିମବଙ୍ଗକୁ ଫୋକସ୍ କରୁଛନ୍ତି।ନିର୍ବାଚନୀ ସଭାରେ ଅଧିକରୁ ଅଧିକ ବଙ୍ଗାଳୀ ଭାଷାରେ ଭାଷଣ ଦେବା ଉଦ୍ଦେଶ୍ୟରେ ଶାହା ବଙ୍ଗାଳୀ ଶିଖୁଛନ୍ତି।ବଙ୍ଗାଳୀ ଭାଷା ଶିଖାଇବା ପାଇଁ ଅମିତ ଶାହା ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତି କରିଥିବା ଜଣାପଡ଼ିଛି।ଏହା ସହ ଅମିତ ଶାହା ତାମିଲ ଭାଷା ସହ ଆଉ କିଛି ଆଞ୍ଚଳିକ ଭାଷା ଶିଖିବା ଯୋଜନାରେ ଥିବା ମଧ୍ୟ ଜଣାପଡ଼ିଛି।/-ଦେବଦତ୍ତ ରଥ

ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.