ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ ନାମରେ ବିଜେପି ଗୁଡ଼ାଏ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ମିଶାଇଲା।ନିଜ ଦଳର ନେତାଙ୍କ ଉପରେ ଭରଷା ନକରି ଦଳଡିଆଁ ମାନଙ୍କୁ ଟିକେଟ ଦେଲା।ବିଜେପିର ମୂଳ ବିଚାରଧାରାର ବିରୋଧୀ ମାନଙ୍କୁ ମଧ୍ୟ ଦଳରେ ସାମିଲ କରାଗଲା।ମୋଦିଙ୍କ ବାବଦରେ କଟୁ ମନ୍ତବ୍ୟ ଦେଇଥିବା, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ଏବଂ ଆରଏସଏସକୁ ଶକୁନୀ ମାମା କହୁଥିବା ଲୋକଙ୍କୁ ମଧ୍ୟ ଦଳରେ ସାମିଲ କରାଗଲା।କିନ୍ତୁ କିଛି ଫଳ ମିଳିଲାନି।ମିଶନ- ୧୨୦ କ’ଣ, … Continue reading ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!