Home Coronavirus Outbreak କରୋନା ନେଲା ୯ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୭୧୦ କୁ ବୃଦ୍ଧି

କରୋନା ନେଲା ୯ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୭୧୦ କୁ ବୃଦ୍ଧି

75

ଭୁବନେଶ୍ୱର ୨୧-୯ (ଓଡ଼ିଆ ପୁଅ) କରୋନା ନେଲା ୯ ମୁଣ୍ଡ। ଏହା ଫଳରେ ମୋଟ ମୃତକଙ୍କ ସଂଖ୍ୟା ୭୧୦ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ
ବାଲେଶ୍ୱର ଜିଲ୍ଲାରୁ ଜଣେ
ଜଗତସିଂହପୁର ଜିଲ୍ଲାରୁ ଜଣେ
କନ୍ଧମାଳ ଜିଲ୍ଲାରୁ ଜଣେ
କେନ୍ଦୁଝର ଜିଲ୍ଲାରୁ ୨ ଜଣ
ଖୋର୍ଦ୍ଧା ଜିଲ୍ଲାରୁ ଜଣେ
ମୟୁରଭଞ୍ଜ ଜିଲ୍ଲାରୁ ଜଣେ
ନବରଙ୍ଗପୁର ଜିଲ୍ଲାରୁ ଜଣେ
ନୟାଗଡ଼ ଜିଲ୍ଲାରୁ ଜଣେ
କରୋନା ନେଲା ୯ ମୁଣ୍ଡ।
୧- ବାଲେଶ୍ୱର ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।

୨- ଜଗତସିଂହପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା ଯିଏ କି ମାଇଷ୍ଟେନିଆ ଗ୍ରାଭିସରେ ପୀଡିତ ଥିଲେ।

୩- କନ୍ଧମାଳ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- କେନ୍ଦୁଝର ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୫- କେନ୍ଦୁଝର ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୬- ଖୋର୍ଦ୍ଧା ଜିଲ୍ଲାର ୯୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୭- ମୟୁରଭଞ୍ଜ ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।

୮- ନବରଙ୍ଗପୁର ଜିଲ୍ଲାର ୨୯ ବର୍ଷ ବୟସ୍କ ପୁରୁଷ ଯିଏ କି ସିକିଲ ସେଲ ଡିଜିଜ୍ ରେ ପୀଡିତ ଥିଲେ।

୯- ନୟାଗଡ଼ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.