Home Coronavirus Outbreak ଆଜି ୩୦ ଜିଲ୍ଲାରୁ ୪୨୪୨ ନୂଆ କରୋନା ଆକ୍ରାନ୍ତ – ମୋଟ ୧୮୪୧୨୨କୁ ବୃଦ୍ଧି

ଆଜି ୩୦ ଜିଲ୍ଲାରୁ ୪୨୪୨ ନୂଆ କରୋନା ଆକ୍ରାନ୍ତ – ମୋଟ ୧୮୪୧୨୨କୁ ବୃଦ୍ଧି

292

ଭୁବନେଶ୍ୱର ୨୧-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୪୨୪୨ ନୂଆ କରୋନା ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା କୁ ୧୮୪୧୨୨ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୪୨୪୨

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୦୩

– ସ୍ଥାନୀୟ ଅଞ୍ଚଳରୁ୧୭୩୯

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୩୦

୨- ବାଲେଶ୍ୱର ଜିଲ୍ଲାରୁ –  ୧୫୫

୩- ବରଗଡ଼ ଜିଲ୍ଲାରୁ –  ୧୧୪

୪- ଭଦ୍ରକ ଜିଲ୍ଲାରୁ –  ୧୧୪

୫- ବଲାଙ୍ଗୀର ଜିଲ୍ଲାରୁ –  ୬୮

୬- ବୌଦ୍ଦ ଜିଲ୍ଲାରୁ –  ୪୫

୭- କଟକ ଜିଲ୍ଲାରୁ –  ୫୯୫

୮- ଦେବଗଡ଼ ଜିଲ୍ଲାରୁ –  ୧୦

୯- ଢେଙ୍କାନାଳ ଜିଲ୍ଲାରୁ –  ୭୧

୧୦- ଗଜପତି ଜିଲ୍ଲାରୁ –  ୨୭

୧୧- ଗଞ୍ଜାମ ଜିଲ୍ଲାରୁ –  ୫୭

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୭୬

୧୩- ଯାଜପୁର ଜିଲ୍ଲାରୁ –  ୧୩୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୨୦୫

୧୫- କଳାହାଣ୍ଡି ଜିଲ୍ଲାରୁ –  ୪୦

୧୬- କନ୍ଧମାଳ ଜିଲ୍ଲାରୁ –  ୧୫୩

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫୫

୧୮- କେନ୍ଦୁଝର ଜିଲ୍ଲାରୁ –  ୬୨

୧୯- ଖୋର୍ଦ୍ଧା: ୬୫୨

୨୦- କୋରାପୁଟ ଜିଲ୍ଲାରୁ –  ୯୦

୨୧- ମାଲକାନଗିରି : ୬୯

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୭୧

୨୩- ନବରଙ୍ଗପୁର ଜିଲ୍ଲାରେ: ୫୪

୨୪- ନୟାଗଡ଼ ଜିଲ୍ଲାରୁ –  ୫୩

୨୫- ନୂଆପଡ଼ା ଜିଲ୍ଲାରୁ –  ୫୮

୨୬- ପୁରୀ ଜିଲ୍ଲାରୁ –  ୧୮୨

୨୭- ରାୟଗଡ଼ା ଜିଲ୍ଲାରୁ –  ୧୩୪

୨୮- ସମ୍ବଲପୁର ଜିଲ୍ଲାରୁ –  ୧୧୩

୨୯- ସୋନପୁର ଜିଲ୍ଲାରୁ –  ୧୯

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୩୩

୩୧- State Pool: ୨୦୬

ଗତକାଲି ସୁସ୍ଥ ହୋଇଥିଲେ : ୪୦୧୮

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୧୪୭୩୪

– ମୋଟ ଆକ୍ରାନ୍ତ ୧୮୪୧୨୨

– ମୋଟ ସୁସ୍ଛ ହୋଲେଣି ୧୪୫୬୭୫

ସକ୍ରୀୟ ଆକ୍ରାନ୍ତ : ୩୭୬୮୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.