Home Top News ଆଜି (୦୨ ନଭେମ୍ବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୬.୯୭ ଟଙ୍କା...

ଆଜି (୦୨ ନଭେମ୍ବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୬.୯୭ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

51

ନୂଆ ଦିଲ୍ଲୀ ୦୧ -୧୧ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୬.୯୭ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୧୦.୦୪ ୧୦୯.୬୯ ୦.୩୫
କୋଲକାତା ୧୧୦.୪୯ ୧୧୦.୧୫ ୦.୩୪
ମୁମ୍ବାଇ ୧୧୫.୮୫ ୧୧୫.୫ ୦.୩୫
ଚେନ୍ନାଇ ୧୦୬.୬୬ ୧୦୬.୩୫ ୦.୩୧
ଗୁରୁଗାଓଁ ୧୦୭.୬୧ ୧୦୬.୬୭ ୦.୯୪
ନୋଏଡା ୧୦୭.୨ ୧୦୬.୮୧ ୦.୩୯
ବାଙ୍ଗାଲୋର ୧୧୩.୯୩ ୧୧୩.୫୬ ୦.୩୭
ଭୁବନେଶ୍ୱର ୧୧୧.୦୬ ୧୧୦.୬୯ ୦.୩୭
ଚଣ୍ଡିଗଡ଼ ୧୦୫.୯୪ ୧୦୫.୫୯ ୦.୩୫
ହାଇଦ୍ରାବାଦ ୧୧୪.୪୯ ୧୧୪.୧୨ ୦.୩୭
ଜୟପୁର ୧୧୭.୪୫ ୧୧୭.୦୮ ୦.୩୭
ଲକ୍ଷ୍ନୌ ୧୦୬.୮୨ ୧୦୬.୬୧ ୦.୨୧
ପାଟନା ୧୧୩.୭୯ ୧୧୩.୪୫ ୦.୩୪
ତ୍ରୀଭେନ୍ଦ୍ରମ୍ ୧୧୨.୪୩ ୧୧୧.୭୫ ୦.୬୮

ଡିଜେଲର ମୂଲ୍ୟ

ସହର ଆଜିର ଦର
ନୂଆଦିଲ୍ଲୀ ୯୮.୪୨
କୋଲକାତା ୧୦୧.୫୬
ମୁମ୍ବାଇ ୧୦୬.୬୨
ଚେନ୍ନାଇ ୧୦୨.୫୯
ଗୁରୁଗାଓଁ ୯୯.୨୨
ନୋଏଡା ୯୯.୧୨
ବାଙ୍ଗାଲୋର ୧୦୪.୫
ଭୁବନେଶ୍ୱର ୧୦୭.୩୯
ଚଣ୍ଡିଗଡ଼ ୯୮.୧୬
ହାଇଦ୍ରାବାଦ ୧୦୭.୪
ଜୟପୁର ୧୦୮.୩୯
ଲକ୍ଷ୍ନୌ ୯୮.୭୮
ପାଟନା ୧୦୫.୦୭
ତ୍ରୀଭେନ୍ଦ୍ରମ୍ ୧୦୫.୮୫

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୧୨.୭୬ ୧୧୨.୬୪ ୦.୧୨
ବାଲେଶ୍ୱର ୧୧୧.୪୬ ୧୧୦.୮୯ ୦.୫୭
ବରଗଡ ୧୧୨.୪୫ ୧୧୧.୬୬ ୦.୭୯
ଭଦ୍ରକ ୧୧୧.୬୮ ୧୧୧.୭୯ -୦.୧୧
ଭୁବନେଶ୍ୱର ୧୧୧.୦୬ ୧୧୦.୬୯ ୦.୩୭
ବଲାଙ୍ଗୀର ୧୧୩.୧୯ ୧୧୩.୩୩ -୦.୧୪
ବୌଦ୍ଧ ୧୧୩.୧୮ ୧୧୩.୪୫ -୦.୨୭
କଟକ ୧୧୧.୪୩ ୧୧୦.୮୯ ୦.୫୪
ଦେବଗଡ଼ ୧୧୨.୨୮ ୧୧୧.୯୨ ୦.୩୬
ଢେଙ୍କାନାଳ ୧୧୧.୯ ୧୧୧.୮୨ ୦.୦୮
ଗଜପତି ୧୧୩.୬୮ ୧୧୩.୬୫ ୦.୦୩
ଗଞ୍ଜାମ ୧୧୨.୬୨ ୧୧୨.୨୬ ୦.୩୬
ଜଗତସିଂହପୁର ୧୧୦.୫୬ ୧୧୦.୮୬ -୦.୩
ଯାଜପୁର ୧୧୧.୬୭ ୧୧୧.୨୪ ୦.୪୩
ଝାରସୁଗୁଡ଼ା ୧୧୧.୭୪ ୧୧୦.୮୨ ୦.୯୨
କଳାହାଣ୍ଡି ୧୧୩.୯୨ ୧୧୪.୬୧ -୦.୬୯
କନ୍ଧମାଳ ୧୧୩.୬୨ ୧୧୨.୨୫ ୧.୩୭
କେନ୍ଦ୍ରାପଡା ୧୧୦.୯୮ ୧୧୦.୯୨ ୦.୦୬
କେନ୍ଦୁଝର ୧୧୩.୨୧ ୧୧୩.୨୯ -୦.୦୮
ଖୋର୍ଦ୍ଧା ୧୧୧.୦୬ ୧୧୦.୬୯ ୦.୩୭
କୋରାପୁଟ ୧୧୫.୯୫ ୧୧୫.୭ ୦.୨୫
ମାଲକାନଗିରି ୧୧୬.୯୭ ୧୧୬.୬୧ ୦.୩୬
ମୟୁରଭଞ୍ଜ ୧୧୧.୪୮ ୧୧୧.୧୭ ୦.୩୧
ନବରଙ୍ଗପୁର ୧୧୬.୧୫ ୧୧୫.୫୫ ୦.୬
ନୟାଗଡ଼ ୧୧୧.୭୯ ୧୧୧.୧୬ ୦.୬୩
ନୂଆପଡ଼ା ୧୧୪.୬୬ ୧୧୩.୬୬
ପୁରୀ ୧୧୧.୩୫ ୧୧୦.୯୯ ୦.୩୬
ରାୟଗଡ଼ା ୧୧୫.୬୫ ୧୧୩.୮୬ ୧.୭୯
ସମ୍ବଲପୁର ୧୧୧.୬୮ ୧୧୧.୪୬ ୦.୨୨
ସୋନପୁର ୧୧୨.୪୩ ୧୧୨.୦୭ ୦.୩୬
ସୁନ୍ଦରଗଡ ୧୧୧.୨ ୧୧୨.୩୮ -୧.୧୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୯.୦୫ ୧୦୯.୨୭ -୦.୨୨
ବାଲେଶ୍ୱର ୧୦୭.୮ ୧୦୭.୫୯ ୦.୨୧
ବରଗଡ ୧୦୮.୭୬ ୧୦୮.୩୪ ୦.୪୨
ଭଦ୍ରକ ୧୦୮.୦୧ ୧୦୮.୪୬ -୦.୪୫
ଭୁବନେଶ୍ୱର ୧୦୭.୩୯ ୧୦୭.୩୯
ବଲାଙ୍ଗୀର ୧୦୯.୪୭ ୧୦୯.୯୬ -୦.୪୯
ବୌଦ୍ଧ ୧୦୯.୪୩ ୧୧୦.୦୪ -୦.୬୧
କଟକ ୧୦୭.୭୫ ୧୦୭.୫୮ ୦.୧୭
ଦେବଗଡ଼ ୧୦୮.୫୯ ୧୦୮.୫୯
ଢେଙ୍କାନାଳ ୧୦୮.୨ ୧୦୮.୪୭ -୦.୨୭
ଗଜପତି ୧୦୯.୯୨ ୧୧୦.୨୪ -୦.୩୨
ଗଞ୍ଜାମ ୧୦୮.୯ ୧୦୮.୯
ଜଗତସିଂହପୁର ୧୦୬.୮୯ ୧୦୭.୫୩ -୦.୬୪
ଯାଜପୁର ୧୦୭.୯୬ ୧୦୭.୯ ୦.୦୬
ଝାରସୁଗୁଡ଼ା ୧୦୮.୦୭ ୧୦୭.୫୩ ୦.୫୪
କଳାହାଣ୍ଡି ୧୧୦.୧୭ ୧୧୧.୧୯ -୧.୦୨
କନ୍ଧମାଳ ୧୦୯.୮୬ ୧୦୮.୮୯ ୦.୯୭
କେନ୍ଦ୍ରାପଡା ୧୦୭.୩ ୧୦୭.୫୯ -୦.୨୯
କେନ୍ଦୁଝର ୧୦୯.୪୪ ୧୦୯.୮୭ -୦.୪୩
ଖୋର୍ଦ୍ଧା ୧୦୭.୩୯ ୧୦୭.୩୯
କୋରାପୁଟ ୧୧୨.୧୩ ୧୧୨.୨୪ -୦.୧୧
ମାଲକାନଗିରି ୧୧୩.୧୨ ୧୧୩.୧୨
ମୟୁରଭଞ୍ଜ ୧୦୭.୮୧ ୧୦୭.୮୭ -୦.୦୬
ନବରଙ୍ଗପୁର ୧୧୨.୩୨ ୧୧୨.୧ ୦.୨୨
ନୟାଗଡ଼ ୧୦୮.୦୯ ୧୦୭.୮୪ ୦.୨୫
ନୂଆପଡ଼ା ୧୧୦.୮୯ ୧୧୦.୨୮ ୦.୬୧
ପୁରୀ ୧୦୭.୬୮ ୧୦୭.୬୮
ରାୟଗଡ଼ା ୧୧୧.୮୨ ୧୧୦.୪୪ ୧.୩୮
ସମ୍ବଲପୁର ୧୦୮.୦୨ ୧୦୮.୧୫ -୦.୧୩
ସୋନପୁର ୧୦୮.୭୪ ୧୦୮.୭୪
ସୁନ୍ଦରଗଡ ୧୦୭.୫୫ ୧୦୯.୦୪ -୧.୪୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.