Home 2020
Yearly Archives: 2020
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୫ହଜାର ଟଙ୍କା ଦାନକଲେ ଶିକ୍ଷା ଅଧିକାରୀ
ହାଟଡ଼ିହି-୭/୪, କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ôଥକ ସଙ୍କଟରେ ଥିବାବେଳେ ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାବେଳେ ଏବେ ବିଭିନ୍ନ ବର୍ଗରୁ ଲୋକମାନେ ସହାୟତାର ହାତ ବଢ଼ାଉଛନ୍ତି ।...
ନିଜେ ମାକ୍ସ ତିଆରିକରି ବାଣ୍ଟୁଛି ବିବେକାନନ୍ଦ ଯୁବ ସଂଘ
ହାଟଡ଼ିହି-୭/୪, ସଂପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟସରକାର ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରିଥିବାବେଳେ ଏବେ ସୋସୋର ବିବେକାନନ୍ଦ ଯୁବ ସଂଘ ମାସ୍କ ଯୋଗାଇ ଦେବାକୁ ଆଗେଇ ଆସିଛି ।...
ପନ୍ଦାଡୋ ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା
ହାଟଡ଼ିହି-୭/୪, ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ରାଜ୍ୟ ସରକାର ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ...
କରୋନା କଟକଣାରେ ବି ଟୁକୁଣା ଛକରେ ପ୍ରଚୁର ମଦ କାରବାର
ହାଟଡ଼ିହି-୭ /୪, କରୋନା ମହାମାରୀ ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନିଆ ଲକଡାଉନ କଟକଣା ଜାରି କରିଥିବାବେଳେ କିଛି ଚୋରା ମଦ ବେପାରୀଙ୍କ ପାଇଁ ଏହା ପୁସମାସ ପାଲଟିଛି । ରାମଚନ୍ଦ୍ରପୁର ଏସ.ଆଇ ବିଶ୍ୱଜିତ...
ଶ୍ରଦ୍ଧାଳୁଙ୍କ ବିନା ନିରାଡମ୍ବର ଭାବରେ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାରମ୍ଭ
ତାଳଚେର,୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜିଠାରୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ନବଦିନ ବ୍ୟାପି ବାର୍ଷିକ ଯାତ୍ରା ଗୋପାଳ ପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ନିରାଡମ୍ବର ଭାବରେ ଆରମ୍ଭ ହୋଇଛି ।...
ନୟାଗଡ ରୋଟାରୀ କ୍ଲବ୍ ତରଫରୁ ରଣପୁର ସବ୍ଜେଲ୍ ରେ ମାସ୍କ ବଣ୍ଟନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୪-ରାଜ୍ୟ ଓ କେନ୍ଦ୍ରରେ କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଚାଲିଥିବା ବେଳେ ବିଭିନ୍ନ ସାମାଜିକ ସଙ୍ଗଠନ ମଧ୍ୟ ସଚେତନତା ପାଇଁ ଆଗେଇ ଆସିଥିବା ଜଣା ପଡିଛି...
ଓଡ଼ିଶାରେ କରୋନା ନେଲା ପ୍ରଥମ ମୁଣ୍ଡ
ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ପ୍ରଥମ କରୋନାସଂକ୍ରମିତ ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ତାଙ୍କର ବୟସ ୭୨ ବର୍ଷ ହୋଇଥିଲା। ସେ ୪...
ଭୁବନେଶ୍ୱରରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି
ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) ଭୁବନେଶ୍ୱରରେ ପୁଣି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭୁବନେଶ୍ୱର ସ୍ଥିତ ମଧୁସୁଦନ...
ଆମେରିକାର ଚାପରେ ୨୪ଟି ଔଷଧ ରପ୍ତାନି ଉପରେ ପ୍ରତିବନ୍ଧକ ଉଠାଇଲା ଭାରତ : କିନ୍ତୁ ପାରାସିଟାମଲ୍ ଏବେ ବି...
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଭାରତ ସମେତ ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ କରୋନାଭାଇରସ୍ ଭୂତାଣୁ ବିସ୍ତାରର ସମ୍ମୁଖୀନ ହେଉଛନ୍ତି। ଭୂତାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା କିମ୍ବା ଟିକା ଚିହ୍ନଟ...
ଗୋଷ୍ଠୀ ସଂକ୍ରମଣ ଆରମ୍ଭ: ଷ୍ଟେ୍ଜ୍ ୨ ଏବଂ ଷ୍ଟେଜ୍ ୩ ମଝିରେ ଭାରତ
ଭୁବନେଶ୍ୱର: ଭାରତରେ ଏବେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଦେଶର କିଛି ଅଂଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। କରୋନା ନେଇ...
ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା ରଖୁ : ଆମେରିକା
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ ଯୋଗାଣରେ ସାହାଯ୍ୟ ମାଗିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ...
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରେ ଭର୍ତ୍ତି
ନୂଆଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଗତ ସପ୍ତାହରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କୁ ଏବେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ବୋରିସ୍...
କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଦେଶରେ କୋଭିଡ-19ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଭାରତ ସରକାର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।...
କୋଭିଡ-19 ଉପରେ ନଜର ରଖିବା ଲାଗି ସ୍ମାର୍ଟ ସିଟି ମିଶନର ଡାଟା ଡେସବୋର୍ଡ ସହାୟତା କରିବ
ପୁଣେ, ସୁରଟ, ବେଙ୍ଗାଲୁରୁ ଏବଂ ତୁମାକୁରୁ ଭଳି ସ୍ମାର୍ଟ ସହରଗୁଡିକ କୋଭିଡ-19ର ସମ୍ପର୍କରେ ଟିକିନିଖି ତଥ୍ୟ ଆହରଣ ପାଇଁ ସମନ୍ଵିତ ଡାଟା ଡ଼େସବୋର୍ଡର ସହାୟତା ନେଉଛନ୍ତି।
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ପୁଣେ...
ସିଏସ୍ଆର ଫଣ୍ଡ ବାବଦରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପିଏମ-କେଆରର୍ସକୁ ପ୍ରଦାନ କଲା 52 କୋଟି ଟଙ୍କା
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସହାୟତା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନ ସବୁ ପ୍ରମୁଖ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସିଏସ୍ଆର ପାଣ୍ଠି...
କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
- ସତର୍କ ଓ ସଂକଳ୍ପବଦ୍ଧ ହୋଇ କୋଭିଡ-19ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ- ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ର ରକ୍ଷା କରି ତତ୍କାଳ ସମାଧାନର ପରାମର୍ଶ ଦେବା ପାଇଁ ମନ୍ତ୍ରୀମାନଙ୍କୁ...
ପିଏମ କେଆର୍ସ ଫଣ୍ଡକୁ ବନ୍ଦର କର୍ମଚାରୀଙ୍କ ସାତ କୋଟି ଟଙ୍କା ଦାନ
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅନ୍ତର୍ଗତ ସମସ୍ତ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଗଠିତ ପିଏମ କେଆର୍ସ ଫଣ୍ଡକୁ ନିଜ ନିଜର...
ଭୁବନେଶ୍ଵରଠାରେ କୋଭିଡ-19 ହସ୍ପିଟାଲ ପାଇଁ ଅର୍ଥ ପ୍ରଦାନ କରିବ ଏମସିଏଲ
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଭୁବନେଶ୍ଵରରେ ଦେଶରେ ତୃତୀୟ ବୃହତ କୋଭିଡ-19 ହସ୍ପିଟାଲ ନିର୍ମାଣ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ସମସ୍ତ ଅର୍ଥ ଯୋଗାଇଦେବ। ଏଥିରେ ରୋଗୀମାନଙ୍କର ଚିକିତ୍ସା ବାବଦ...
କୋଭିଡ-19 ସଂକ୍ରାନ୍ତ ଗୁଜବ ଭୂତାଣୁକୁ ତୁରନ୍ତ ପ୍ରତିରୋଧ କର – ଉପରାଷ୍ଟ୍ରପତି
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ବିରୋଧରେ ଚାଲିଥିବା ଲଢେଇ ସମୟରେ ଗୁଜବ ପ୍ରଚାର ଓ ଅନ୍ଧ ବିଶ୍ୱାସକୁ ଗୁରୁତ୍ୱ ଦେଇ ଏହାକୁ ଦୁର୍ବଳ କରାଯାଇପାରିବ ନାହିଁ। ଏଥି ପ୍ରତି...
କୋଭିଡ-19 ପରିଚାଳନା ଲାଗି 2 ବର୍ଷ (2020-21 ଏବଂ 2021-22) ପାଇଁ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି...
ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କୋଭିଡ-19ର ବ୍ୟାପକତାକୁ ରୋକିବା ପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦୁଇ ବର୍ଷ (2020-21...






















