Home Coronavirus Outbreak ସିଏସ୍ଆର ଫଣ୍ଡ ବାବଦରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପିଏମ-କେଆରର୍ସକୁ ପ୍ରଦାନ କଲା 52 କୋଟି ଟଙ୍କା

ସିଏସ୍ଆର ଫଣ୍ଡ ବାବଦରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପିଏମ-କେଆରର୍ସକୁ ପ୍ରଦାନ କଲା 52 କୋଟି ଟଙ୍କା

148

ନୂଆ ଦିଲ୍ଲୀ ୭-୪ (ଓଡ଼ିଆ ପୁଅ) କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସହାୟତା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନ ସବୁ ପ୍ରମୁଖ ବନ୍ଦର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସିଏସ୍ଆର ପାଣ୍ଠି ବାବଦରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ରିଲିଫ ପାଣ୍ଠି (ପିଏମ୍-କେଆର୍ସ)କୁ 52 କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସହାୟତା ଯୋଗାଣ ସଂକ୍ରାନ୍ତ ନିଷ୍ପତ୍ତି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.