Home 2020
Yearly Archives: 2020
ଚାପୁଣ୍ଡିଆ ଗ୍ରାମବାସୀଙ୍କୁ ମିଳିନି ରେସନ ସାମଗ୍ରୀ
ହାଟଡ଼ିହି, ୧୩ । ୪ : କରୋନା ପାଇଁ ସରକାର ଅଗ୍ରୀମ ତିନିମାସର ରେସନ ସାମଗ୍ରୀ ଯୋଗାଇଦେଇଥିବାବେଳେ ହାଟଡିହି ବ୍ଲକ ଚାପୁଣ୍ଡିଆ ଗ୍ରାମବାସୀମାନେ ଏହି ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।...
୨୪ ଘଣ୍ଟିଆ ଟ୍ରକ ଚଳାଚଳକୁ ବିରୋଧ, ରାସ୍ତା ଜାମ କଲେ ସ୍ଥାନୀୟ ବାସିନ୍ଦା
ଯୋଡା, ୧୩ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍ ଡାଉନ ଘୋଷଣା କରିବା ସହିତ ସାମାଜିକ ଦୂରତ୍ୱ ବଜାୟ...
ଜନଶୁନ୍ୟ ହେଲା ମା ବିଶ୍ୱତାରିଣୀଙ୍କ ଚଇତିପର୍ବ,
ହାଟଡ଼ିହି, ୧୩ । ୪ : ଯେଉଁ ପର୍ବ ପାଇଁ ବର୍ଷେଧରି ଅପେକ୍ଷା କରି ରହୁଥିଲେ ଶ୍ରଦ୍ଧାଳୁ, କାହିଁ କେତେ କଣ ମାନସିକ କରିଥାନ୍ତି ଏହି ଦିନରେ । କିଏ ମାଟି ଘୋଡା...
କଳମଛୁଇଁରେ ମେରୁ ଯାତ୍ରା ନିରାଡ଼ମ୍ବର ଭାବେ ପାଳିତ
ତାଳଚେର,୧୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମରେ ମେରୁ ଯାତ୍ରା ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । କୋରୋନା ଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍...
ରଣପୁର ପୋଲିସ୍ ର କମାଲ – ପୁଣି ବ୍ରାଉନ୍ ସୁଗାର ବେପାରୀ କାଳିଆକୁ କୋର୍ଟ ଚାଲାଣ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୪-ନୟାଗଡ ଜିଲ୍ଲା ରଣପୁର ଥାନା ଓ ଚାନ୍ଦପୁର ଥାନା ଅଂଚଳରେ ପୁଣି ବ୍ରାଉନ୍ ସୁଗାର କାରବାରର ଅଭିଯୋଗ ଆସିଛି । ଚାନ୍ଦପୁର ପୋଲିସ୍ ଚୁପ୍ ଚାପ୍ ବସିଥିବା ବେଳେ ରଣପୁର...
ଦେଶରେ କୋଭିଡ-୧୯ ମହାମାରୀ ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ସ୍ୱୟଂ...
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) ୨୭ଟି ରାଜ୍ୟର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ (ଏସଆରଏଲଏମ)ର ପ୍ରାୟ ୭୮ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କଲେ ୨ କୋଟି ମାସ୍କ ବିଭିନ୍ନ...
ଦେଶରେ କୋଭିଡ-୧୯ ମୁକାବିଲାରେ ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନ ସ୍ୱୟଂ ସହାୟିକା ଗୋଷ୍ଠୀର ଯୋଗଦାନ
କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ସୃଷ୍ଟି କରୁଛନ୍ତି ଜନସଚେତନତା
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) ସମଗ୍ର ବିଶ୍ଵରେ କରୋନା ମହାମାରୀ ଏକ ସ୍ଵାସ୍ଥ୍ୟଗତ ଜରୁରିକାଳୀନ ଅବସ୍ଥା...
ଲକ ଡାଉନ ପାଇଁ କୌଳିକ ବୃତି ବଦଳିଲା,ଚା ଦୋକାନୀରୁ ହୋଇଗଲେ ଫଳ ବେପାରୀ
ମାଲକାନଗିରି,୧ ୩/୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା କାୟା ମେଲି ଲକ ଡାଉନ ହୋଇଥିବା ବେଳେ ହୋଟେଲ,ଜଳଖିଆ,ଚା ଦୋକନ ସହି ତ ଅନ୍ୟାନ ଦୋକାନଗୁଡିକ ବନ୍ଦ କରାଯାଇଥିବାରୁ ଜଣେ ଦୋକାନୀ ନିଜର...
ଲକ ଡାଉନ ନିୟମ ଉଲଘଂନ କରିଥିବା ଅଭିଯୋଗରେ ୨ ଗିରଫ,୫୦ ବାଇକ ଜବତ
ମାଲକାନଗିରି,୧୩ା୪(ଓଡିଆ ପୁଅ ) କୋଭିଡ-୧୯ କଟକଣାକୁ ନେଇ କିଛି ଅମାନିଆ ମାନୁ ନାହାନ୍ତି,ଲକ ଡାଉନ ସମୟରେ ଘରୁ ନବାହାରିବାକୁ ବାରମ୍ବାର ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଘୋଷଣା କରା ଯିବା ସହ...
ବିଭିନ୍ନ ରାଜ୍ୟରେ ଆଶ୍ରୟ ନେଇଥିବା ଦାଦନ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ...
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକ୍ରମଣର ମୁକାବିଲା ଲାଗି ଘୋଷିତ ଲକଡାଉନ ସମୟରେ ଦେଶର ବିଭିନ୍ନ ରାଜ୍ୟଗୁଡିକର ଆଶ୍ରୟସ୍ଥଳୀ/ଶିବିରରେ ରଖାଯାଇଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଲାଗି...
ଦ୍ୱିସ୍ତରୀୟ ଖଦୀ ମାସ୍କ ବିକଶିତ କରିଛି କେଭିଆଇସି; ବିପୁଳ ପରିମାଣରେ ତିଆରି କରିବା ପାଇଁ ପାଇଛି ବରାଦ
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କେଭିଆଇସି ଖୁବ ଶୀଘ୍ର ଜମ୍ମୁ ଓ କଶ୍ମୀରକୁ ୭.୫ ଲକ୍ଷ ମାସ୍କ ଯୋଗାଇବକେଭିଆଇସିର ଅଧ୍ୟକ୍ଷ ପ୍ରତ୍ୟେକ କେଭିଆଇସି କେନ୍ଦ୍ରକୁ ୫୦୦ ଲେଖାଏଁ ମାସ୍କ ମାଗଣାରେ ଜିଲ୍ଲାପାଳମାନଙ୍କୁ...
କୋଭିଡ-୧୯ ବିରୋଧୀ ଯୁଦ୍ଧରେ ପୋର୍ଟ ବ୍ଲେୟାରରେ ସହାୟତା ଯୋଗାଇ ଦେଉଛି ଭାରତୀୟ ନୌସେନା
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କୋଭିଡ-୧୯ ସଂକଟ ସମୟରେ ନାଭାଲ ଏୟାର ଷ୍ଟେସନ(ଏନଏଏସ) ଉତ୍କର୍ଷ ଏବଂ ସାମଗ୍ରୀ ସଂଗଠନ(ପୋର୍ଟ ବ୍ଲେୟାର) ଅସହାୟ ଲୋକଙ୍କ ନିକଟରେ ପହଂଚି ପୋର୍ଟ ବ୍ଲେୟାରରେ ଖାଦ୍ୟ ବିତରଣ...
ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧିନରେ ୮୫ ଲକ୍ଷ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର – କୋଭିଡ-୧୯ ବିରୋଧୀ...
ନୂଆ ଦିଲ୍ଲୀ ୧୩-୪ (ଓଡ଼ିଆ ପୁଅ) କୋଭିଡ-୧୯ର ମୁକାବିଲା ନିମେନ୍ତ ଭାରତ ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। କରୋନା ମହାମାରୀ ଯୋଗୁ ହୋଇଥିବା ଆର୍ଥିକ...
ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ : ସମାଜର ଅନ୍ତିମ ସୋପାନରେ ଥିବା ଗରିବଙ୍କୁ...
ଭୁବନେଶ୍ୱର, ୧୨/୦୪ (ଓଡ଼ିଆ ପୁଅ) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍ଡାଉନ ସମୟରେ...
ସାମାଜିକ ଦୂରତ୍ୱ ନିୟମର ଖିଲାପ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ
ବଲାଙ୍ଗୀର ୧୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ ବୋଲି ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଟିଟିଲାଗଡ଼ ଉପଖଣ୍ଡ ଅଂଚଳରେ ଏହାର ଖୋଲା,...
ଘରେ ପଶି ବୃଦ୍ଧାଙ୍କୁ ହାତୀ ଦଳି, ଚକଟି ମାରିଦେଲା
ବଲାଙ୍ଗୀର ୧୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଯାଇଛି।
ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହନୁପାଲି ଗ୍ରାମରେ ଶ୍ରୀମୁଖ ବାରିହା ଙ୍କ ଘରେ ବିଳମ୍ବିତ...
ଚାଷୀଙ୍କ ବିଷପାନ କରି ଆତ୍ମହତ୍ୟା : ପରିବାରକୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ଦାବି
ବଲାଙ୍ଗୀର ୧୩-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ନେପାଲ ରଣା (୩୬) ନାମକ ଜଣେ ଚାଷୀ କୀଟନାଶକ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି। ପ୍ରକାଶ...
ଆସିଲା ୪ ନୂଆ କରୋନା ପଜିଟିଭ୍ ଙ୍କ ଟ୍ରାଭେଲ ହିଷ୍ଟ୍ରୀ – ୨ଜଣଙ୍କ ଦିଲ୍ଲୀ ମରକଜ ଲିଙ୍କ୍
ଭୁବନେଶ୍ୱର ୧୨-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଗତକାଲି ଚିହ୍ନଟ ହୋଇଥିଲେ ଚାରିଜଣ ନୂଆ କରୋନା ଆକ୍ରାନ୍ତ। ଆଜି ଏହି ୪ ନୂଆ କରୋନା ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ବିଷୟରେ ଟ୍ୱିଟ୍ କରିଛି...
ମଦ ବ୍ୟବସାୟକୁ ନେଇ କରଡାପଲ୍ଲା ଗ୍ରାମରେ ଉତ୍ତେଜନା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୪-ନୟାଗଡ ଜିଲ୍ଲା ରଣପୁର ଥାନା କାଣ୍ଡପଡା ଗ୍ରାମ ପଂଚାୟତ କରଡାପଲ୍ଲା ଗ୍ରାମରେ ମଦ ବ୍ୟବସାୟକୁ ନେଇ ଉତ୍ତେଜନା ଦେଖା ଦେଇଥିବା ଜଣା ପଡିଛି । ସବୁଆଡେ ଲକ୍ଡାଉନ୍ ଯୋଗୁଁ ସରକାରୀ...
ପାନୀୟ ଜଳ ଅଭାବକୁ ନେଇ ରଣପୁରରେ ଜନ ଅସନ୍ତୋଷ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୪-ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି ର ପଂଚୁଦୋଳ ପଡିଆ ଆଖ ପାଖ ଅଂଚଳରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି । ଯାହା ଫଳରେ ଜନ ଅସନ୍ତୋଷ ହେଉଥିବା...
























