Home 2020
Yearly Archives: 2020
ଆମେରିକା: କରୋନା ଆତଙ୍କ ଭିତରେ ଆଉ ଏକ ଭୟଙ୍କର ବିପର୍ଯ୍ୟୟର ଚେତାବନୀ ..
ଭୁବନେଶ୍ୱର: କରୋନା ଭୂତାଣୁ ମହାମାରୀ ଆତଙ୍କ ଭିତରେ ଆଉ ଏକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରିଛନ୍ତି ଆମେରିକାର ବୈଜ୍ଞାନିକ। ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ଆତଙ୍କ ଯୋଗୁଁ ଅନେକ ଦେଶର...
ପଶ୍ଚିମବଙ୍ଗ ଫେରନ୍ତା ୩୭ଜଣଙ୍କୁ ଡାକ୍ତରି ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଇ ଦିଆଗଲା
ମାଲକାନଗିରି,୨୭ା୪(ଓଡିଆ ପୁଅ )୪୨ଜଣ ପଶ୍ଚିମବଙ୍ଗ ଫେରନ୍ତା ମାଲକାନଗିରି ଜିଲ୍ଲାରେ ପ୍ରବେଶ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁପ୍ତଭାବେ ରହିଥିବାର ବିଏସଏନଏଲ ମୋବାଇଲ ଟ୍ରାକ ମାଧ୍ୟମରେ ଜଣାପଡିଛି ବୋଲି ଗତ କାଲିଠାରୁ ମୋବାଇଲରେ ଏହି...
ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଦ୍ୱାରା ବାଳାଶ୍ରମର ଅନାଥ ପିଲାମାନଙ୍କୁ ଖାଦ୍ୟ ସାମଗ୍ରୀ...
ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସଦର ବ୍ଲକ କେରାଣ୍ଡି ପୁର ପଂଚାୟତ ସ୍ଥିତ ଦ୍ରୌପଦୀ ମହିଳା ସମିତି ଦ୍ୱାରା ପରିଚାଳିତ ଓଁ ସାଇ ବାଳାଶ୍ରମର ଅନାଥ ପିଲାମାନଙ୍କୁ ରାଜ୍ୟ ଯୋଜନା...
ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଜରୁରୀ ବୈଠକ
ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲକ ଡାଉନ୍ ସମୟରେ ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଏକ ଜରୁରୀ ବୈଠକ ପୁରୀ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ...
କାଳବୈଶାଖୀର ତାଣ୍ଡବ,ଉଡିଲା ଛପର, ଟଳିଲା ଗଛ
ମାଲକାନଗିରି,୨୭ା୪(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାର ଅନେକ ସ୍ଥାନରେ ଘର ଛପର ଉଡି ଯାଇଥିବା ବେଲେ ବଡ ବଡ ଗଛ ଟଳିପଡିଛି । ଗତ...
ନାଟ୍ୟକାର ବିଜୟ ମିଶ୍ରଙ୍କୁ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସମ୍ମାନ
ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନାଟ୍ୟକାର ବିଜୟ ମିଶ୍ରଙ୍କୁ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସମ୍ମାନ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଶାନ୍ତନୁ ଦାଶ...
କରୋନା ପାଇଁ ବାହାର ରାଜ୍ୟର ଶ୍ରମିକ ଙ୍କୁ କେନ୍ଦୁପତ୍ର ଫଡି ମନା,ଗ୍ରାମର ଯୁବକ ସମ୍ଭାଳିଲେ ନିଜ ଗାଁ ଫଡି
ମାଲକାନଗିରି,୨୭ । ୪(ଓଡିଆ ପୁଅ ) କରୋନା ମହାମାରୀ ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା କେନ୍ଦୁପତ୍ର ଫଡି ରେ କାମ କରିବାକୁ ଆସୁଥିବା ବାହର ରାଜ୍ୟର ଶ୍ରମିକ ମାନଙ୍କୁ...
ଲକ ଡାଉନ ସମୟରେ ଦୋକାନ ଖୋଲା କୁ ନେଇ କଟକଣା ଜାରିକଲେ ଜିଲ୍ଲାପାଳ
ମାଲକାନଗିରି,୨୭ । ୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ...
କ୍ୱାରେଟାଂଇନ ରେ ରହୁଥିବା ବ୍ୟକ୍ତି ମାନଙ୍କ ପାଇଁ ସୁଷମ ଖାଦ୍ୟ ତାଲିକା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ
ମାଲକାନଗିରି,୨୭ । ୪(ଓଡିଆ ପୁଅ )କରୋନା ମହାମାରୀ ପାଇଁ ଲକ ଡାଉନ ରେ ରାଜ୍ୟଫେରନ୍ତା ଓ କିଛି ଅମାନିଆ ଙ୍କୁ ମାଲକାନଗିରି ଜିଲ୍ଲାରେ ସାତଟି ବ୍ଲକ ଓ ୧୧୧ଟି ପଚାଂୟତରେ ଖୋଲା ଯାଇଥିବା...
କେନ୍ଦ୍ରାପଡା: ଅସ୍ଥାୟୀ ସ୍ବାସ୍ଥ କେନ୍ଦ୍ର ଓ ଶଯ୍ୟା ବୃଦ୍ଧିକୁ ଗୁରୁତ୍ବ
କେନ୍ଦ୍ରାପଡା ୨୭.୦୪ (ଓଡ଼ିଆ ପୁଅ) :- କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅାଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...
କଲିକତାରୁ ଫେରିଥିବା ୧୮ଜଣଙ୍କୁ ସ୍ୱାବଟେଷ୍ଟ ପାଇଁ ନିଆଗଲା
ହାଟଡ଼ିହି-୨୭ /୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଲୋକମାନେ ତାକୁ ଠିକ ଭାବେ ଗ୍ରହଣ କରୁନାହାନ୍ତି । ବିଶେଷକରି କଲିକତାରୁ ଫେରିଥିବା ଅନେକ ଲୋକ ଏବେ କରୋନା...
ଯାଜପୁର ଅଞ୍ଚଳର ୧୯ଜଣ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ
ପାଟଣା ୨୭-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳର ୧୯ ଜଣ ଶ୍ରମିକ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଶ୍ରମିକ ଭାବେ ମାଟି କାମ କରୁଥିବା...
ବାଲିବରେଇରେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ
ହାଟଡ଼ିହି-୨୭/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ବିଜେଡି ପକ୍ଷରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶହଶହ ସ୍ୱେଚ୍ଛାସେବୀ...
ରତକଣା ଗାଁରେ ଏକତ୍ର ବୁଲିବାକୁ ବାରଣ କରିବାରୁ ପୁଲିସ ଉପରକୁ ଆକ୍ରମଣ
ହାଟଡ଼ିହି-୨୭/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କରୋନା ପାଇଁ ସମ୍ବେନ୍ଦନଶୀଳ ଗାଁ ଭାବେ ପରିଚିତ ହୋଇଥିବା ରତକଣା ଗାଁରେ ଲୋକମାନଙ୍କୁ ବୁଝାଇବାକୁ ଯାଇ ପୁଲିସ ଆକ୍ରୋଶର ଶୀକାର ହୋଇଛି । ଫଳରେ ଗାଁରେ...
ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡ.ଅରୁଣ ସାହୁ
ନୟାଗଡ଼, ୨୬ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କୃଷି ଓ କୃଷକର ପବିତ୍ର ପର୍ବ ଅକ୍ଷୟ ତୃତୀୟା ରେ କୃଷକମାନେ ସେମାନଙ୍କର ଅକ୍ଷିମୂଠୀ ଧାନବୁଣା ଖୁସିର ବାତାବରଣ ଭିତରେ ଆରମ୍ଭ କରିଥିଲାବେଳେ ରାଜ୍ୟ...
ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସୁସ୍ଥ ହୋଇ ଘରକୁ ଫେରିଲା କିଡିନି ଆକ୍ରାନ୍ତ ନନ୍ଦିନୀ
ହାଟଡ଼ିହି, ୨୭ । ୪ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁରରେ ଜଣେ ଅସହାୟ ଶିଶୁକନ୍ୟା କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି । ଦେଢ଼ବର୍ଷ...
ନୟାଗଡ଼: କାଳବୈଶାଖୀରେ ଜିଲାରେ ବର୍ଷାର ସ୍ଥିତି
ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ କାଳବୈଶାଖୀ ବର୍ଷାରେ ବହୁ ଫସଲ ନଷ୍ଟ ହେବା ସହିତ ଘରର ଛପର, ଗଛ ଉପୁଜି ପଡ଼ିଛି। ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟ ଖେଳ...
ନୟାଗଡ଼: ଫେରିଲେଣି ୪ହଜାର ଶ୍ରମିକ ଆହୁରି ଫେରିବେ ୧୨ ହଜାର
ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣ ଲକଡାଉନରେ ବାହାରେ ଅଟକି ରହିଥିବା ଶ୍ରମିକମାନେ ନିଜ ଘରକୁ ଫେରିବାକୁ ଡହଳବିକଳ ହେଲେଣି। ସେମାନେ କିପରି ଫେରିବେ ନିଜ ଘରକୁ ପରିବାର...
ସାମାନ୍ୟ କୋହଳରେ ଦୋକାନ ବଜାର ଖୋଲା, ବଜାର ଆସିବାକୁ ଗ୍ରାହକଙ୍କ ପୁଲିସକୁ ଭୟ
ନୟାଗଡ଼, ୨୭-୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ନୟାଗଡ଼ ଜନସାଧାରଣ ବହୁ ଆଶା ଓ ଆଶଙ୍କା...
ଶ୍ରୀଜିଉଙ୍କର ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ନୀତି ସଂପନ୍ନ
ପୁରୀ, ୨୬/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଚଳିତବର୍ଷ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ରହିଥିବା ବେଳେ କୌଣସି ଧାର୍ମିକ କାର୍ଯ୍ୟ ବାହାରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଥିବା ଯୋଗୁଁ...





















