Home ଓଡ଼ିଶା ନାଟ୍ୟକାର ବିଜୟ ମିଶ୍ରଙ୍କୁ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସମ୍ମାନ

ନାଟ୍ୟକାର ବିଜୟ ମିଶ୍ରଙ୍କୁ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସମ୍ମାନ

242

ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନାଟ୍ୟକାର ବିଜୟ ମିଶ୍ରଙ୍କୁ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷ ସମ୍ମାନ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଶାନ୍ତନୁ ଦାଶ ଅତିରିକ୍ତ ଏସପି, ଡେପୁଟି କଲେକ୍ଟର ମନୋଜ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଶ୍ରୀ ଗୋପୀନାଥ ମିଶ୍ର, ପ୍ରୋଟୋକଲ ଅଫିସର ଓ ରିଜର୍ଭ ଇନିସ୍ପେକ୍ଟର ପ୍ରମୁଖ ଶେଷ ଦର୍ଶନ ସମୟରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏଥିସହ ପୁରୀର ନାଟ୍ୟ ପ୍ରେମୀ ମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ। ମୁଖାଗ୍ନି ତାଙ୍କ ପୁତ୍ର ଅନୁପମ ମିଶ୍ର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.