Home Coronavirus Outbreak ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଜରୁରୀ ବୈଠକ

ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଜରୁରୀ ବୈଠକ

166

ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲକ ଡାଉନ୍ ସମୟରେ ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଏକ ଜରୁରୀ ବୈଠକ ପୁରୀ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୬୦ଜଣ ଆରପିଏଫ ଅଧିକାରୀ ସାମାଜିକ ଦୁରତ୍ବ ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.