Home 2020
Yearly Archives: 2020
ଦେଶରେ ୮୬, ୪୩୨ ନୂଆ କରୋନା ଆକ୍ରାନ୍ତ, ୧, ୦୮୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୯, ୫୬୧ କୁ...
ନୂଆ ଦିଲ୍ଲୀ ୦୫-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୬, ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୮୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ହ୍ୱାଟ୍ସ ଆପ୍ ଖୁବ୍ ଶୀଘ୍ର ଆଣୁଛି – ଏକ ଭ୍ୟାକେସନ୍ ମୋଡ୍ – ଯାହା ବ୍ୟକ୍ତିଗତ ଏବଂ ଗ୍ରୁପ୍...
- ଯେତେବେଳେ ଜଣେ ଉପଭୋକ୍ତା ମୋଡ୍ ସକ୍ଷମ କରିବେ, ଆର୍କାଇଭ୍ ଚାଟ୍ ବିଭାଗର ଶୀର୍ଷକୁ ଯିବ
ନୂଆ ଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ହ୍ୱାଟ୍ସ ଆପ୍ କିଛି ସମୟ ହେବ ଭ୍ୟାକେସନ୍ ମୋଡରେ କାମ...
ଓଡ଼ିଶା ସରକାର ନୂଆ ମାକୁଲେ ସାଜି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅମଲାତାନ୍ତ୍ରୀକରଣ, ରାଜନୀତିକରଣ ଓ ଶିକ୍ଷାର ମାନଦଣ୍ଡ ହ୍ରାସ କରିବାର...
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ପ୍ରସ୍ତାବିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ- ୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ- ୨୦୦୫ର ପ୍ରତ୍ୟାହାର ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡକୁ...
ସେପ୍ଟେମ୍ବର ୫; ଗୁରୁ ଦିବସ: ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜନ୍ମ ଦିବସ ..
।। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର;
ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈଶ୍ରୀ ଗୁରବେ ନମଃ ।।
ସେପ୍ଟେମ୍ବର, ୫ ତାରିଖକୁ ଆମ ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଏ।...
ଗଞ୍ଜେଇ ସମେତ ୨ ଗାଡ଼ି ଜବତ, ୪ ଗିରଫ
କନ୍ଧମାଳ ୫-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ସେହି ଅଞ୍ଚଳର ପେନାଗିରୀ ଛକ ନିକଟରୁ ଗୋଟିଏ ଟାଟା ଇଣ୍ଡିଗୋ କାର ଭିତରୁ ଦୁଇଟି ବସ୍ତାରେ...
ରୋଗ ଶଯ୍ୟାରେ ବାପ-ପୁଅ, ପାଖରେ ପହଞ୍ଚିଲେ ଯୁବ ସ୍ୱେଚ୍ଛାସେବୀ
କନ୍ଧମାଳ, ୫/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରୋଗଶଯ୍ୟାରେ ପରିବାରର ଦୁଇ ରୋଜଗାରକ୍ଷମ ବ୍ୟକ୍ତି। ଆର୍ଥିକ ଦୁସ୍ଥିତି ଯୋଗୁଁ ହୋଇ ପାରୁନି ସେମାନଙ୍କ ଚିକିତ୍ସା। ଫଳରେ ୬ ପ୍ରାଣୀ କୁଟୁମ୍ବର ପରିବାର ଏବେ ଦୁଃଖ...
ଜଣେ କୋଭିଡ଼ ଯୋଦ୍ଧା ସମେତ ଜିଲାରେ ୨୭ ପଜିଟିଭ ଚିହ୍ନଟ, ୨୩୨୮ରେ ପହଞ୍ଚିଲା ସଂକ୍ରମିତ ସଂଖ୍ୟା : ସୁସ୍ଥ...
କନ୍ଧମାଳ, ୫/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରୁ ପୁଣି ୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୩୨୮ରେ ପହଞ୍ଚିଛି। ଏହି ଚିହ୍ନଟଙ୍କ ମଧ୍ୟରେ ୧୪ଜଣ ପୁରୁଷ...
କୋଭିଡ-୧୯ ନମୁନା ପରୀକ୍ଷଣରେ ନୂତନ ଶିଖର ଛୁଇଁଲା ଭାରତ – କ୍ରମାଗତ ଦୁଇ ଦିନ ୧୧.୭୦ ଲକ୍ଷରୁ ଅଧିକ...
ନୂଆ ଦିଲ୍ଲୀ ୫-୯ (ଓଡ଼ିଆ ପୁଅ) ଦୈନିକ ୧୦ ଲକ୍ଷରୁ ଅଧିକ ପରୀକ୍ଷଣ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପରେ, କ୍ରମାଗତ ଭାବେ ଦୁଇ ଦିନ ଧରି ଭାରତ କୋଭିଡ-୧୯ର ନମୁନା...
ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ – ଖାକି ପୋଷାକର ମର୍ଯ୍ୟାଦାକୁ ନଷ୍ଟ କରନାହିଁ –...
କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ସଭିଏଁ ଦେଖିଲେ ପୁଲିସ ଅଧିକାରୀଙ୍କ ମାନବିକତା
ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪-୦୯-୨୦୨୦) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ...
ଆଜିସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ
- ଧାନ ବୁଣା ଓ ରୁଆ କାର୍ଯ୍ୟ ଜାରି ରହିଛି, ତେବେ ଡାଲି, ମୋଟା ଦାନା ଶସ୍ୟ, ମାଣ୍ଡିଆ ଏବଂ ତୈଳବୀଜ ବୁଣା ପ୍ରାୟ ଶେଷ ହୋଇଛି
- ଠିକ୍ ସମୟରେ ସରକାରଙ୍କ ପକ୍ଷରୁ...
ମୃତ୍ୟୁବରଣ କରୁଥିବା ଏମ୍.ସି.ଏଲ.ର ଠିକା ଶ୍ରମିକଙ୍କ ପରିବାରକୁ ମିଳୁନାହିଁ ଉଚିତ କ୍ଷତିପୂରଣ: ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ
ତାଳଚେର,୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ମହାନଦୀ କୋଇଲା କମ୍ପାନୀର ବିଭିନ୍ନ କୋଇଲାଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ସହ ସେମାନଙ୍କ ପରିବାରର ଜଣକୁ...
ଫରୱାର୍ଡ଼ ବ୍ଲକ୍ର ରାଜ୍ୟ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର ୦୪-୦୯ (ଓଡ଼ିଆ ପୁଅ) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍”, ଓଡ଼ିଶା ରାଜ୍ୟ କମିଟିର ବୈଠକ ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ...
ଓମ୍କାର ଦାସ ଓସିଏମଏସ କଂଟ୍ରାକ୍ଟ ୱାର୍କସ୍ ବ୍ରାଞ୍ଚ, ତାଳଚେର ଉପସଭାପତି ମନୋନୀତ
ତାଳଚେର, ୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଓଡ଼ିଶା କଲିୟରୀଜ ମଜଦୁର ସଂଘର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ତାଳଚେର ଘଂଟପଡ଼ା ଗ୍ରାମର...
ଜଗତଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଦେବଙ୍କ ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବ
କେନ୍ଦ୍ରାପଡା ୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଜିଲ୍ଲା ଆଶ୍ରମ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି...
‘ଗ୍ରହରାଜ’ ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ସଂବାଦପତ୍ର ‘ଗ୍ରହରାଜ’ର ସଂପାଦକ ତଥା ନୟାଗଡ଼ ସାମ୍ବାଦିକ ଜଗଦର ପିତାମହ ଭୀଷ୍ମ ହରିହର ମହାପାତ୍ର(୮୫)ଙ୍କ ଆଜି ସନ୍ଧ୍ୟାରେ ନୟାଗଡ଼...
କରୋନା ଯୋଦ୍ଧା ଡାଃ ସଜ୍ଜନ ପନସାରୀଙ୍କ ପରଲୋକ
ସମ୍ବଲପୁର, ୦୪/୦୯ (ଓଡ଼ିଆ ପୁଅ/ସରୋଜ ସାହୁ) : ସହର ର ଜଣାଶୁଣା ଡାଃ ସଜ୍ଜନ ପନସାରୀ (୫୬) ଙ୍କ ଗୁରୁବାର ପରଲୋକ ହୋଇଛି। ଡାଃ ସଜ୍ଜନ ପନସାରୀ କରୋନା ଯୋଦ୍ଧା ଥିଲେ। ସ୍ୱର୍ଗତ...
ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରାମଦ ଜବତ
କେନ୍ଦ୍ରାପଡା ୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ...
ନୟାଗଡ଼ ଡିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ପରଲୋକ
ନୟାଗଡ଼, ୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଶିକ୍ଷା ବିଭାଗର କାର୍ଯ୍ୟରତ ବରିଷ୍ଠ କିରାଣୀ ଶୁଭକାନ୍ତ ନାୟକଙ୍କ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ଥାଇ ଭୁବନେଶ୍ୱର ସମ୍ ହସପିଟାଲରେ...
ଡ୍ରଗ୍ କିଣିଥିବା ସ୍ୱୀକାର କରିବା ପରେ ଶୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା ଗିରଫ
ନୂଆ ଦିଲ୍ଲୀ ୪-୯ (ଓଡ଼ିଆ ପୁଅ) ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଚାଲିଥିବା 'ଡ୍ରଗ୍ ଆଙ୍ଗଲ୍' ଯାଞ୍ଚ ମାମଲାରେ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ...
କରୋନା ବଦଳାଇଲା ଜୀବନ ଶୈଳୀ : ତବଲା ବାଦକରୁ ପାନ ଦୋକାନୀ
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଶା ଥିଲା ଅନେକ,ଇଚ୍ଛାବି ଥିଲା ଅନେକ । ହେଲେ ସବୁ ସାରି ଦେଲା ମହାମାରି କରୋନା । ମାତ୍ର କେତୋଟି ଦିନରେ...








