Home ଜିଲ୍ଲା ପରିକ୍ରମା ଓମ୍‌କାର ଦାସ ଓସିଏମଏସ କଂଟ୍ରାକ୍ଟ ୱାର୍କସ୍ ବ୍ରାଞ୍ଚ, ତାଳଚେର ଉପସଭାପତି ମନୋନୀତ

ଓମ୍‌କାର ଦାସ ଓସିଏମଏସ କଂଟ୍ରାକ୍ଟ ୱାର୍କସ୍ ବ୍ରାଞ୍ଚ, ତାଳଚେର ଉପସଭାପତି ମନୋନୀତ

73

ତାଳଚେର, ୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଓଡ଼ିଶା କଲିୟରୀଜ ମଜଦୁର ସଂଘର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ତାଳଚେର ଘଂଟପଡ଼ା ଗ୍ରାମର ଯୁବ ନେତା ଓମ୍ କାର ଦାସ(ଅପନୀ)ଙ୍କୁ ଆଇଏନଟିୟୁସି ସହବନ୍ଧିତ ଓଡ଼ିଶା କୋଲିୟରୀଜ ମଜଦୁର ସଂଘ କଂଟ୍ରାକ୍ଟ ୱାର୍କସ୍ ବ୍ରାଂଚର ଉପସଭାପତି ଭାବେ ଚୟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ମାନଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ସମସ୍ତ ଠିକା କର୍ମଚାରୀମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ସରକାରଙ୍କ ପାଖରେ ପହଞ୍ଚାଇବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀଯୁକ୍ତ ଦାସ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.