Home Coronavirus Outbreak ଦେଶରେ ୮୬, ୪୩୨ ନୂଆ କରୋନା ଆକ୍ରାନ୍ତ, ୧, ୦୮୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୯,...

ଦେଶରେ ୮୬, ୪୩୨ ନୂଆ କରୋନା ଆକ୍ରାନ୍ତ, ୧, ୦୮୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୯, ୫୬୧ କୁ ବୃଦ୍ଧି

54

ନୂଆ ଦିଲ୍ଲୀ ୦୫-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୬, ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୮୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦, ୨୩, ୧୭୯ କୁ ବୃଦ୍ଧି ପାଇଛି ଓ ୮, ୪୬, ୩୯୫ ସକ୍ରୀୟ ଥିବାବେଳେ ଏବଂ ୩୧, ୦୭, ୨୨୩ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୯, ୫୬୧ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.