Home 2020
Yearly Archives: 2020
ଯାଜପୁର ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା
ଯାଜପୁର ୧୨-୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ଭାବେ ଦୀର୍ଘ ୪ ବର୍ଷ ହେଲା କାର୍ଯ୍ୟକରିଥିବା ରଞ୍ଜନ କୁମାର ଦାସଙ୍କର ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ...
ନୟାଗଡ଼ରେ କରୋନା ସ୍ଥିତି – ବଢ଼ୁଛି ମୃତ୍ୟୁ ସଂଖ୍ୟା, ଘରେ ଘରେ ଜ୍ୱରରେ ଆକ୍ରାନ୍ତ ଲୋକେ
ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ସ୍ଥିତି ଭୟାନକ ଆଡ଼କୁ ଗତି କରୁଛି। ଏବେ ନିତି ପ୍ରତିଦିନ କରୋନା ବା ଅନ୍ୟ ରୋଗରେ ଆକ୍ରାନ୍ତ...
ମାଳିସାହି ପଂଚାୟତ କଂଟେନମେଂଟ ଜୋନ
ନୟାଗଡ଼, ୧୧ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୂଆଗାଁ ବ୍ଳକର ବିଭିନ୍ନ ପଂଚାୟତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆଜି ମାଳିସାହି ପଂଚାୟତ କରୋନା ଆକ୍ରାନ୍ତରେ ସଂକ୍ରମିତ ହୋଇଛି। ମାଳିସାହି...
ଅକ୍ଟୋବରରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ
ନୟାଗଡ଼, ୧୧ା୯(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଅକ୍ଟୋବର ୧ରୁ ପୋଷ୍ଟାଲ ଡିଭିଜନ ଖୋଲିବ। ଏଥିପାଇଁ ଯାବତୀୟ ଆନୁସଙ୍ଗୀକ କାର୍ଯ୍ୟ ଶେଷ ହୋଇଛି। ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ, ଯଥାର୍ଥତା...
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ଅସୁସ୍ଥ – ଦିଲ୍ଲୀ ଏମ୍ସରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି
ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଚିଠି ଲେଖି ଆରଜେଡିରୁ ଇସ୍ତଫା ଦେଇଥିବା ଭେଟେରାନ ନେତା ରଘୁବଂଶ ପ୍ରସାଦ ସିଂଙ୍କ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ...
JEE ମେନ ପରୀକ୍ଷା ଫଳ ପ୍ରକାଶ ପାଇଲା
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏହାର ଅଫିସିଆଲ୍ ୱେବସାଇଟରେ JEE Main ର ଫଳାଫଳ ଘୋଷଣା କରିଛି।
ଫଳାଫଳ ଅନୁଯାୟୀ, ୨୪ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ହାସଲ...
“ସ୍ଵାତି”ପକ୍ଷରୁ ଭିନ୍ନ ଏକ ପ୍ରୟାସ : ଘର ପାଖରେ ଶିକ୍ଷା ପ୍ରଦାନ
କନ୍ଧମାଳ, ୧୨/୯- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ବିଗତ ୫ ମାସ ଧରି କେରୋନା ନିମନ୍ତେ ସମଗ୍ର ଦେଶ ଲକଡାଉନ୍ ହୋଇଯାଇଥିବା ବେଳେ ରାଜ୍ୟ ଅଧିକାରରୁ ପ୍ରାୟ ଶିଶୁ ବଂଚିତ ଅଛନ୍ତି।...
ସାବଧାନ! ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ ପ୍ରଦାନ କରୁଥିବା LPG ବିତରକ ଚୟନ ଅନୁମୋଦନ ପତ୍ର, LPG ବିତରକ ନକଲି...
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଓଡ଼ିଆ ପୁଅ) : ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ / ଏଲପିଜି ବିତରକଙ୍କୁ ପ୍ରଦାନ କରୁଥିବା ଏଲପିଜି ବିତରକ ଚୟନ ଏକ ନକଲି ଅନୁମୋଦନ ପତ୍ର ଯାହାକି ସୋସିଆଲ ମିଡିଆ...
ପାଳଲହଡା ଶ୍ୟାମାକାଳୀ ମନ୍ଦିରରୁ ଗହଣା ଚୋରି
ପାଳଲହଡ଼ା,୧୧/୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ପାଳଲହଡାରେ ଶେଷରେ ମାଆଙ୍କ ମନ୍ଦିର ବି ଚୋରି ଘଟଣାରୁ ବର୍ତ୍ତିଲା ନାହିଁ । ପାଳଲହଡ଼ା ଟାଉନସ୍ଥିତ ମାଆ ଶ୍ୟାମାକାଳୀ ମନ୍ଦିରରୁ ଗତକାଲି ମଧ୍ୟରାତ୍ରରେ ଦୁବୃର୍ତ୍ତ ଦୁଇ ଲକ୍ଷରୁ...
କଂଗ୍ରେସରେ ହେଲା ବଡ ପରିବର୍ତ୍ତନ – ଅନେକ ବଡ ନେତା ସାଧାରଣ ସମ୍ପାଦକ ପଦରୁ ବାଦ ପଡ଼ିଲେ
- କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ଦଳରେ ଏକ ସାଂଗଠନିକ ପରିବର୍ତ୍ତନ କରିଛନ୍ତି।
ନୂଆ ଦିଲ୍ଲୀ ସେପ୍ଟେମ୍ବର ୧୧(ଓଡ଼ିଆ ପୁଅ) କଂଗ୍ରେସ ଦଳରେ ଏକ ବଡ ପରିବର୍ତ୍ତନ କରାଯାଇଛି।...
କରୋନା ଆକ୍ରାନ୍ତ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଡାକ୍ତର ନିର୍ଭୟରେ କରୋନା ରୋଗୀଙ୍କ ସେବା ଜାରି ରଖିଲେ
ମାଲକାନଗିରି,୧୧ା୯ (ଓଡିଆ ପୁଅ ) ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ଅଖ୍ୟାଦିଆ ଯାଇଛି , ତାହା ପ୍ରମାଣ କରିଦେଖାଇ ଦେଇଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଜଣେ ଡାକ୍ତର, ନିଜେ କରୋନା ଆକ୍ରାନ୍ତ...
ମାଲକାନଗିରି ଜିଲ୍ଲାରେ ମାସକ ମଧ୍ୟରେ ଅଚିହ୍ନାରୋଗରେ ୧୪ଜଣଙ୍କର ମୃତ୍ୟୁ,କରୋନା ଭୟରେ ଡାକ୍ତରଖାନା ବଦଳରେ ଗୁଣିଆଙ୍କ ଦ୍ୱାରସ୍ତ ।
ମାଲକାନଗିରି,୧୧ା୯(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଥିଲି ଅଚଂଳରେ ମାସକ ମଧ୍ୟରେ ଅଚିହ୍ନାରୋଗରେ ପ୍ରାୟ୧୪ରୁ ଉର୍ଦ୍ଦ ଆଦିବାସୀ ଲୋକଙ୍କର ମୃତ୍ୟୁଘଟି ସାରିଲାଣି, ସହରରେ କରୋନା ସଂକ୍ରମଣ ଭୟରେ ଗ୍ରାମବାସୀ ମାନେ ଡାକ୍ତରଖାନା...
ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଗରିମା’ କାର୍ଯ୍ୟକ୍ରମ – ୫୦ କୋଟିର କର୍ପସ ପାଣ୍ଠି ଏବଂ...
- ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗୃହନିର୍ମାଣ ପାଇଁ ମିଳିବ ସହାୟତା
ଭୁବନେଶ୍ୱର ୧୧-୯ (ଓଡ଼ିଆ ପୁଅ) ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଗରିମା’ ଯୋଜନାର...
ପ୍ୟାକେଜିଂରେ ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର କରୁଛନ୍ତି ଆମାଜନ ଏବଂ ଫ୍ଲିପକାର୍ଟ – କାର୍ଯ୍ୟାନୁଷ୍ଠାନ ଅଭାବରୁ NGT ର ଅସନ୍ତୋଷ
ନୂଆଦିଲ୍ଲୀ ସେପ୍ଟେମ୍ବର ୧୧ (ଓଡିଆ ପୁଅ) ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟଙ୍କ ବିରୋଧରେ ଏକ ଆବେଦନ ଶୁଣାଣି କରି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT), କମ୍ପାନୀଗୁଡିକ ଦ୍ୱାରା ପ୍ୟାକେଜିଂରେ ପ୍ଲାଷ୍ଟିକର ଅତ୍ୟଧିକ...
ସୁସ୍ଥ ହେଲେ ୪୦୬୧ କରୋନା ଆକ୍ରାନ୍ତ – ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨ କୁ ବୃଦ୍ଧି
ଭୁବନେଶ୍ୱର,୧୧।୯(ଓଡ଼ିଆ ପୁଅ) - ରାଜ୍ୟରେ ଶୁକ୍ରବାର ଆଜି ୪୦୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ ସୁସ୍ଥଙ୍କ ସଂଖ୍ୟା ୧୧୨୦୬୨...
ଗ୍ରାମ୍ୟ ନ୍ୟାୟାଳୟ ନେଇ ଜିଲ୍ଲାଜଜ୍ଙ୍କ କ୍ଷେତ୍ର ପରିଦର୍ଶନ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ଆଗରପଡ଼ା ଠାରେ ଗ୍ରାମ୍ୟ ନ୍ୟାୟାଳୟ ଖୋଲିବା ନେଇ ଆଜକୁ ୩ବର୍ଷ ଧରି ଦାବୀ ହୋଇ...
ଗାନ୍ଧିବାଦକୁ ଛାଡିନାହାଁନ୍ତି ଦୁଇଥରର ବିଧାୟକ ଗଂଗାଧର ଦାସ : ଚାଳଘରେ ରହୁଛନ୍ତି, ସାଇକେଲ ଚଢୁଛନ୍ତି
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁଇଦୁଇ ଥର ବିଧାୟକ ହୋଇଥିବା ଚାନ୍ଦବାଲି ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ଗଂଗାଧର ଦାସ ଏବେ ବୟସର ଅପରାହ୍ନରେ ପାଦ ଛାପିଛନ୍ତି...
ମହାମାରୀ କରୋନା ସମୟରେ ଆଇନ୍ଜୀବୀ ମାନଙ୍କୁ ଆର୍ଥିକ ସହାୟତା ପାଇଁ ମାମଲା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ବିଶ୍ୱ କୋଭିଡ୍-୧୯ ମହାମାରୀରେ କବଳିତ ହୋଇସାରିଛି । ଭାରତବର୍ଷରେ ମଧ୍ୟ ଲକଡାଉନ, ସଟଡାଉନ୍, ଜନତା କର୍ଫ୍ୟୁ ଓ ଅନଲକ୍ ଭଳି...
ଚାଷୀଙ୍କୁ ସାର ଯୋଗାଣ ଦାବିରେ ଓଡ଼ିଶା କୃଷକସଭାର ଧାରଣା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଦରରେ ଚାଷୀଙ୍କୁ ସାର ଯୋଗାଇଦେବା, ସାରର ବ୍ୟାପକ କଳାବଜାରୀ ବନ୍ଦ କରିବା, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସଂପୂର୍ଣ୍ଣ ଋଣ ଛାଡ...
ଦୋକାନ ଘରେ ବେକରେ ଦୌଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡାସ୍ଥ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭଗାରାମ ଗ୍ରାମର ଜନୈକ ଯୁବକ ଦୋକାନ ଘରେ...







