Home 2020
Yearly Archives: 2020
ବାଇକ୍ ମଧ୍ୟରେ କୁକୁର ପଶିଯିବାରୁ ଆରୋହୀ ଗୁରୁତର, ସାଥିରେ ଥିବା ମହିଳା ଆହାତ
ହରିଚନ୍ଦନପୁର, ତା ୧୨ ସେପ୍ଟେମ୍ବର (ଓଡ଼ିଆ ପୁଅ ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟସ୍ଥ କଲେଜ ଛକ ନିକଟରେ ବାଇକ୍ ମଧ୍ୟରେ କୁକୁର ପଶିଯିବା କାରଣରୁ ଆରୋହୀ ଗୁରୁତର ହୋଇଥିବା...
ତଦନ୍ତ ପରର କାର୍ଯ୍ୟାନୁଷ୍ଠାନ ଜିଲ୍ଲ୍ା ପ୍ରଶାସନର ନାଲି ଫିତା ତଳେ
ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୨/୯/ନୟାଗଡ ଜିଲ୍ଲ୍ା ରଣପୁର ବ୍ଲକ୍ ମୟୁରଝାଲିଆ ଗ୍ରାମପଂଚାୟତରେ ହୋଇଥିବା ଲକ୍ଷାଧିକ ଟଙ୍କାର ଦୁର୍ନିତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନହୋଇ ପ୍ରଶାସନର ନାଲି ଫିତା ତଳେ ଚାପି ହୋଇ ରହିଥିବାର...
ଯାତ୍ରା ଜଗତର ବେଶ୍ ପରିଚିତ କଳାକାର “ଭିକୁ ସେଠ୍”, ମହେନ୍ଦ୍ର ଦାସଙ୍କ ପରଲୋକ
କଟକ ୧୨।୯ (ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଆଜି ଜଣେ ଜଲିଉଡ ଜଗତର ଆଗଧାଡିର ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଛି। ହୃଦଘାତରେ ଚୌଦ୍ବାର ସ୍ଥିତ ନିଜ ବାସଭବନ ତାଙ୍କର...
ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା – ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷିବ
ଭୁବନେଶ୍ଵର ୧୨-୯ (ଓଡ଼ିଆ ପୁଅ) : ଆସନ୍ତାକାଲି ପୁଣି ଏକ ଲଘୁଚାପର ସମ୍ଭାବନା ରହିଛି। କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା...
ଆନ୍ଦ୍ରପ୍ରଦେଶକୁ ଶ୍ରମିକ ଚାଲାଣ ବେଳେ ସୀମାନ୍ତ ମୋଟୁଠାରେ ୨ଜଣ ନାବାଳିକା ଉଦ୍ଧାର
ମାଲକାନଗିରି,୧୨ା୯ (ଓଡିଆ ପୁଅ ) କରୋନା ମହାମାରି ପାଇଁ ବିଭିନ୍ନ କମ୍ପାନି ବନ୍ଦ ହୋଇ ଯାଇଥିଲା । ଏବେ ଧିରେ ଧିରେ କରୋନା କଟକଣା କୋହଳ ହେବାରୁ ଗାଁକୁ ଫେରିଆସିଥିବା ଶ୍ରମିକ ମାନଙ୍କୁ...
ଚୋରା ଚାଲାଣ ବେଳେ ୧୩୨୦କେଜି ଗଜେଂଇ ସହ ବୋଲେରୋ ପିକ ଅପ ଗାଡି ଜବତ, ଜଣେ ଗିରଫ
ମାଲକାନଗିରି,୧୨ା୯ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୁଲିସ କୁ ଏକ ବଡଧରଣ ସଫଳତା ମିଳିଛି । ଗତକାଲି ରାତିରେ ମାଥିଲି ଥାନାର ସବଇନିସପେକ୍ଟର ଆର.କେ .ସେଠୀ ଓ ପୁଲିସ ସଦଳବଳ...
ଗୋରୁ ଫସଲ ଖାଇଦେବା ସନ୍ଦେହରେ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ
ହରିଚନ୍ଦନପୁର,ତା ୧୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ହୁଣ୍ଡା ପଞ୍ଚାୟତ ପଣ୍ଡାପଡା ଥାନା ଅଧିନସ୍ଥ ତଅଁଳାହତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି...
ଡ୍ରଗ୍ସ କନେକ୍ସନରେ ସାରା ଅଲ୍ଲୀ ଖାନ୍ ଏବଂ ରାକୁଲ ପ୍ରୀତଙ୍କ ସମେତ ୨୫ ତାରକାଙ୍କ ନାମ!
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ କରୁଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।...
ବଲିଉଡର ଆଉ ଏକ ଦୁଃଖ ଖବର – ଅନୁରାଧା ପଢୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫ ବର୍ଷ ବୟସରେ ଦେହାନ୍ତ
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଅନୁରାଧା ପଢୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସକାଳେ ପ୍ରସିଦ୍ଧ ଗାୟକ ଅନୁରାଧା ପଢ଼ୱାଲଙ୍କ...
କେନ୍ଦ୍ର ସରକାରୀ ପେନସନ ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମା ବୃଦ୍ଧି
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀଙ୍କ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ସମୟସୀମାକୁ ବଢ଼ାଇ ଦିଆଯାଇଛି। ସାଧାରଣତଃ ପ୍ରତ୍ୟେକ କେନ୍ଦ୍ର ସରକାରୀ ପେନ୍ସନ୍ଭୋଗୀଙ୍କୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୭୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ, ମୃତକଙ୍କ ସଂଖ୍ୟା ୬୧୬ –...
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୪୬୮୯୪ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୧୫...
ରାଜ୍ୟରେ ପୁଣି କରୋନା ନେଲା ୧୧ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୧୬ କୁ ବୃଦ୍ଧି
ଭୁବନେଶ୍ୱର ୧୨-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୧ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୧୬ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବଲାଙ୍ଗୀର ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୭୭ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୪୬୮୯୪ କୁ ବୃଦ୍ଧି
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୭୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୪୬୮୯୪ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ – ଜାଣନ୍ତୁ କେଉଁଠୁ କେତେବେଳେ ଛାଡ଼ିବ ?
ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଆଜିଠାରୁ ଓଡିଶାରୁ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛି। ଖବର ଅନୁଯାୟୀ, ଏହି ଟ୍ରେନଗୁଡିକ ଖୋର୍ଦ୍ଧା...
ରକ୍ଷାମନ୍ତ୍ରୀଙ୍କ ଦ୍ଵାରା ଏରୋ ଇଣ୍ଡିଆ ୨୧ ୱେବସାଇଟ ଉଦ୍ଘାଟିତ – ଏସିଆର ସର୍ବବୃହତ ଏରୋ ଶୋ ନିମନ୍ତେ ସ୍ପେସ...
ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ଫେବୃଆରୀ ୨୦୨୧ ମସିହା ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ...
ସେପ୍ଟେମ୍ବର ୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ...
୪୬ ଲକ୍ଷ ପାର – ଦେଶରେ ୯୭, ୫୭୦ ନୂଆ କରୋନା ଆକ୍ରାନ୍ତ, ୧, ୨୦୧ ମୃତ୍ୟୁ, ମୃତକଙ୍କ...
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୭, ୫୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୨୦୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ “ଏକବିଂଶ ଶତାବ୍ଦୀରେ ସ୍କୁଲ ଶିକ୍ଷା” ଉପରେ ଆୟୋଜିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ...
ବନ୍ୟା ପ୍ରଭାବିତ ବରୀ ଅଞ୍ଚଳରେ କଂଗ୍ରେସର ରାଜ୍ୟ ପ୍ରତିନିଧି ଦଳ
ଯାଜପୁର ୧୧ା୯ ( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଯାଜପୁର ଜିଲ୍ଳାର ବରୀ ବନ୍ୟାଞ୍ଚଳକୁ ନିଖିଳ କଂଗ୍ରେସ କମିଟିର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ ଏବଂ ପ୍ରଦେଶ କଂଗ୍ରେସ କମିଟିର...
ଯାଜପୁର ଜିଲ୍ଲାପାଳ ଭାବେ ଦାୟୀତ୍ୱ ନେବେ ଚକ୍ରବର୍ତ୍ତୀ ସିଂହ ରାଠୋର
ଯାଜପୁର ୧୧ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଳାର ଜିଲ୍ଲାପାଳ ଭାବେ ବ୍ରହ୍ମପୁର ନିଗମ କମିଶନର ଆଇଏଏସ୍ ଅଫିସର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ରାଜ୍ୟ ସରକାର ଅବସ୍ଥାପିତ କରିଥିବା ସାଧାରଣ ପ୍ରଶାସନ ପକ୍ଷରୁ...










