Home 2020
Yearly Archives: 2020
ବୈଜ୍ଞାନିକ ଟିମ ପଠାଇବା ସହିତ ଚାଷୀଙ୍କୁ କ୍ଷତିପୁରଣ ଦାବି କଲା ବିଜପି
ହାଟଡ଼ିହି, ୧୬ । ୯ : (ଓଡିଆପୁଅ) ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନଚାଷରେ ଅଜଣା ରୋଗପୋକ ଲାଗି ଧାନଗଛ ଗୁଡିକ ହଳଦିଆ ପଡିଯିବା ସହ ଗଛ ମୁଳ ଗୁଡିକ ପଚି ଯାଉଛି...
ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ
ହାଟଡ଼ିହି, ୧୬ । ୯ : (ଓଡିଆପୁଅ) ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କରଞ୍ଜିଆକୁ ବାହା ହୋଇଯାଇଥିବା ଜଣେ ମହିଳା...
ନିରାଡମ୍ବର ଭାବେ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା
ହାଟଡ଼ିହି, ୧୬/୯ : ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ହାଟଡିହି ଦମକଳ କେନ୍ଦ୍ର, ଛେନାପଦି ଛକସ୍ଥିତ ବିଭିନ୍ନ ଗ୍ୟାରେଜ, ସଢ଼ା ଲକ୍ଷ୍ମୀନାରାୟଣ...
ଯୋଡାରେ କରୋନା ନେଲା ଆଉ ଏକ ମୁଣ୍ଡ , ଟାଟା କମ୍ପାନୀରେ କାର୍ଯ୍ୟରତ ଯୁବ ଅଧିକାରୀଙ୍କ ମୃତ୍ୟୁ
ଯୋଡା, ୧୬/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ଟାଟା କମ୍ପାନୀ ଅଧିନରେ କାର୍ଯ୍ୟରତ ୩୦ ବର୍ଷର ଜଣେ ଯୁବ ଅଧିକାରୀଙ୍କ ବୁଧବାର ଦିନ ୧୧ ଘଟିକା...
ରଣପୁର ଭାରତ ସଂଚାର ନିଗମ ଅଫିସ୍ରେ ଝୁଲୁଛି ତାଲା
ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୬/୯-ନୟାଗଡ ଜିଲ୍ଲା ରଣପୁର ଦୂରସଂଚାର ବିଭାଗ କାର୍ଯ୍ୟାଳୟରେ କିଛି ମାସ ହେଲା ତାଲା ଝୂଲୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଉପଭୋକ୍ତାମାନେ କୈାଣସି ଆପତ୍ତି କରିବାପାଇଁ ଗଲେ...
ରଣପୁରରେ ଅଂଚଳରେ ବିଶ୍ୱକର୍ମାଙ୍କ ପୂଜା
ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୬/୯-ନୟାଗଡ ଜିଲ୍ଲ୍ା ରଣପୁର ଅଂଚଳରେ ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ସମସ୍ତ କୋଭିଡ୍ ନିୟମକୁ ମାନି ଅନୁଷ୍ଠିତ ହୋଇଯାଇଅଛି । ବିନା ଭକ୍ତରେ ନିରାଡାମ୍ବର ଭାବେ ଅନୁଷ୍ଠିତ ହୋଇଯାଇଅଛି...
୩୨୦୨ କରୋନା ଅକ୍ରାନ୍ତଙ୍କ ମଧ୍ୟରୁ ୨୧୨୪ ଜଣ ସୁସ୍ଥ
ବଲାଙ୍ଗୀର, ୧୬-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରୁ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି।...
ପୋଖରୀ ଉନ୍ନତି କରଣ ନିମନ୍ତେ ଛଅ କୋଟି ଟଙ୍କା କାଗଜ କଲମରେ ଖର୍ଚ୍ଚ
ବଲାଙ୍ଗୀର ୧୬-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ କୁ ଗତ ୨୦୧୮ ଓ ୨୦୧୯ ମସିହାରେ ସ୍ଥାନୀୟ ଦେଉବନ୍ଧ ପୋଖରୀ ଓ ଭରା ସାଗର ନାମକ ଦୁଇଟି ପୋଖରୀ ର...
ଜିଲ୍ଲା କୃଷିବିଭାଗ ର ଜ୍ଞାତସାରରେ ଚାଲିଛି ସାର ଓ କୀଟନାଶକ ଔଷଧର କଳା ବଜାର, ନକଲି ସାର ଓ...
ବଲାଙ୍ଗୀର, ୧୬-୦୯, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଖରୀଫ ଚାଷ ପାଇଁ ଅବଶ୍ୟକ ୟୁରିଆ ସାର ଚାଷୀ ପାଇ ନ ପାରୁଥିବା ବେଳେ ଖୋଲା, ଖୋଲି ଭାବେ ଚଢା...
ମହିଳା ସରପଞ୍ଚ ଙ୍କ ସ୍ୱାମୀ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ମାମଲା ରୁଜ୍ଜୁ
ବଲାଙ୍ଗୀର, ୧୬-୦୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ କାର୍ଯ୍ୟରତ ଥିବା ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ ଝରନି...
ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
ବଲାଙ୍ଗୀର, ୧୬-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତା ସ୍ବର୍ଗତ ସୁଶିଲ କୁମାର ଦାଶ ଉର୍ଫ ଘୁଣ୍ଡୁ ଦାଶଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ ଠାରେ...
ବିହାରରେ ‘ନମାମି ଗଙ୍ଗେ’ ଓ ‘ଅମୃତ’ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ କାର୍ଯ୍ୟକାରୀ ହେଉଥିବା ନମାମି ଗଙ୍ଗେ ଓ ଅମୃତ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି। ଆଜି ଉଦ୍ଘାଟିତ...
ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥି ଚିକିତ୍ସା ଶିକ୍ଷାରେ ଅଣାଯିବ ବୈପ୍ଳବିକ ପରିବର୍ତ୍ତନ
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଆଜି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ବିଧେୟକ ସଂସଦରେ ଗୃହୀତ ହୋଇଛି। ଏହି ବିଧେୟକ ଦୁଇଟି ପାରିତ ହେବା ସହ ଦେଶରେ ଭାରତୀୟ ଚିକିତ୍ସା...
ଲଦାଖର ପୂର୍ବ ସୀମା ପରିସ୍ଥିତି ସମ୍ପର୍କରେ ସେପ୍ଟେମ୍ବର ୧୫ ତାରିଖରେ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି
ମାନନୀୟ ଅଧ୍ୟକ୍ଷ,
୧- ଆମ ଲଦାଖର ପୂର୍ବ ସୀମାରେ ଜାରି ରହିଥିବା ଗତିବିଧି ସମ୍ପର୍କରେ ଏ ପବିତ୍ର ଗୃହରେ ଜଣାଇବା ଲାଗି ମୁଁ ଆଜି ଉପସ୍ଥିତ ହୋଇଛି। ଆପଣମାନେ ଅବଗତ ଥିବେ ଯେ ଆମର...
୯ଟି ରାଜ୍ୟ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ଖୋଲିବା ପାଇଁ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି...
- ଓଡ଼ିଶା ସମେତ ୩ଟି ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଇଛି
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା...
ବିହାରର ଦରଭଙ୍ଗା ଠାରେ ନୂତନ ଏମ୍ସ ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିହାରର ଦରଭଙ୍ଗା ଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ...
ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ...
- ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ
ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ...
ଦେଶର ୨୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
- ପ୍ରତି ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଲେ ପ୍ରାୟ ୫୦୦୦ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ
- ଓଡ଼ିଶାର ରାୟଗଡ଼ାର ମେଗା ଫୁଡ଼ ପାର୍କ ଏଥିରେ ସାମିଲ; ପ୍ରାୟ ୨୧୨୪ଜଣଙ୍କୁ ମିଳିବ...
“ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦” ଉଚ୍ଚ ଶିକ୍ଷା ବିରୋଧୀ: ଡଃ ଲେଖାଶ୍ରୀ ସାମନ୍ତସିଂହାର
- ରାଜ୍ୟ ସରକାର କାହିଁକି ତରବରିଆ ଓ ଜୋର ଜବରଦସ୍ତ ଭାବେ “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦”କୁ କାର୍ଯକାରୀ କରିବାକୁ ପ୍ରଚେଷ୍ଟା କରୁଛନ୍ତି ।
- ନୂତନ ଶିକ୍ଷା ଅଧିନିୟମ ପ୍ରସଙ୍ଗରେ କୈାଣସି ବୁଦ୍ଧିଜିବୀ,...
ପୂର୍ବତନ ବାଲୁଗାଁ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟଜିତ୍ ସେନାପତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର, ୧୫/୦୯ (ଓଡ଼ିଆ ପୁଅ) : ପୂର୍ବତନ ବାଲୁଗାଁ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସତ୍ୟଜିତ୍ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ...







