Home ଓଡ଼ିଶା ରଣପୁରରେ ଅଂଚଳରେ ବିଶ୍ୱକର୍ମାଙ୍କ ପୂଜା

ରଣପୁରରେ ଅଂଚଳରେ ବିଶ୍ୱକର୍ମାଙ୍କ ପୂଜା

67

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୬/୯-ନୟାଗଡ ଜିଲ୍ଲ୍‌ା ରଣପୁର ଅଂଚଳରେ ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ପୂଜା ସମସ୍ତ କୋଭିଡ୍ ନିୟମକୁ ମାନି ଅନୁଷ୍ଠିତ ହୋଇଯାଇଅଛି । ବିନା ଭକ୍ତରେ ନିରାଡାମ୍ବର ଭାବେ ଅନୁଷ୍ଠିତ ହୋଇଯାଇଅଛି ।

ରଣପୁର ବିଦ୍ୟୁତ୍ ବିଭାଗ ,କାର୍ଯ୍ୟାଳୟ, ମ।। ତାରିଣୀ ଟ୍ରକ୍ ଏବଂ ମିନିଟ୍ରକ୍ ପରିବହନ ,ସଂଘ,ରଣପୁରର ସମସ୍ତ ଲାଇନ୍ ବିଭାଗ ,ବିଭାଗୀୟ କାର୍ଯ୍ୟାଳୟ ସହ ମୋଟର୍ ଗ୍ୟାରେଜ୍ ଗୁଡିକରେ ପୂଜା ମଧ୍ୟ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ସହ ଚାନ୍ଦପୁର ଗୋପାଳପୁର ରାଜସୁନାଖେଳା ଅଂଚଳରେ ମଧ୍ୟ ବିଶ୍ୱକର୍ମାଙ୍କ ପୂଜା  ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁ ପୂଜା ସ୍ଥଳଗୁଡିକ ଭକ୍ତ ଶୂନ୍ୟ ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.