Home 2020
Yearly Archives: 2020
୫ ଟି ଜିଲ୍ଲାରେ ପ୍ରବଳ ବର୍ଷା
ପୁରୀ, ୧/୧୦ (ଓଡ଼ିଆ ପୁଅ) -୫ ଟି ଜିଲାରେ ଅତି ପ୍ରବଳ ବର୍ଷା ବର୍ଷିବ। ଏହି ଜିଲ୍ଲାଗୁଡିକ ହେଉଛି ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା ଓ ଢେଙ୍କାନାଳ। ଏହି ଜିଲାମାନଙ୍କରେ ପ୍ରବଳରୁ ଅତି...
ସିଲ୍ଭର ଲେକ୍ ସହ-ନିବେଶକଗଣ ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ
ସିଲ୍ଭର ଲେକ୍ର ମୋଟ ୯୩୭୫ କୋଟି ଟଙ୍କା ପୁଞ୍ଜିନିବେଶ ଭାରତୀୟ ରିଟେଲ୍ର ରୂପାନ୍ତରଣ ଦିଗରେ ରିଲାଏନ୍ସ ରିଟେଲ ଭେଞ୍ଚର୍ର ଦୂରଦୃଷ୍ଟିକୁ ପୁନଃ ପୁଷ୍ଟି କରୁଛି
ମୁମ୍ବାଇ, ୧ା୧୦ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର...
କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜିଲ୍ଲାରେ କୋଭିଡ ପରିସ୍ଥିତି ସମୀକ୍ଷା
ପୁରୀ ୦୧-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା...
ସହିଦଙ୍କ ପରିବାର ପାଇଁ ପଞ୍ଜାବ ସରକାରଙ୍କ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ଚଣ୍ଡିଗଡ଼, ଅକ୍ଟୋବର ୧ (ଓଡ଼ିଆ ପୁଅ): ଜାମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଉପରେ ପାକିସ୍ଥାନର ଘୃଣ୍ୟ କାର୍ଯ୍ୟ ଯୋଗୁ ପାକିସ୍ଥାନ ପଟରୁ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରାଣରୁ ଗୁଳିରେ ପ୍ରାଣ ହରାଇଥିବା...
LOC ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ – ତିନି ଯବାନ ସହିଦ ୫ ଆହତ, ଭାରତ ଦେଉଛି ଉପଯୁକ୍ତ...
ଜାମ୍ମୁ କାଶ୍ମୀର ୧-୧୦ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଗୁରୁବାର ପୁଣି ଥରେ ଏକ ଘୃଣ୍ୟ କାର୍ଯ୍ୟ କରିଛି। ଦୁଇଟି ପୃଥକ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ ତିନିଜଣ ଭାରତୀୟ ସୈନିକଙ୍କର ମୃତ୍ୟୁ...
କରୋନା ଯୋଦ୍ଧା ଡ. ନରହରି ବେହେରାଙ୍କ ପରଲୋକ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଭଦ୍ରକ ନୁହେଁ ସମଗ୍ର ରାଜ୍ୟର ଜଣେ ଉଚ୍ଚକୋଟିର ସାହିତ୍ୟିକ, ସୁବକ୍ତା ତଥା ଏହି ଜିଲାର ଧାମନଗରର ଗୋଷ୍ଠୀ ଉନ୍ନୟନ ଅଧିକାରୀ...
ଦୈବ ହେଲା ବଇରୀ; ଭଣ୍ଡାରିପୋଖରୀ ପୂର୍ବତନ ବିଡିଓ ବନମାଳୀ ତରାଇଙ୍କ ପରଲୋକ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଜୁନ ମାସ ଅବସର ଗ୍ରହଣ କରିôତବା ଭଣ୍ଡାରିପୋଖରୀର ପୂର୍ବତନ ମିଷ୍ଟଭାଷୀ ବିଡିଓ ବନମାଳୀ ତରାଇଙ୍କର ପରଲୋକ ହୋଇଯାଇଛି । ଭଣ୍ଡାରିପୋଖରୀ...
କରୋନା ମେଡିସିନ୍ ଫେଭିପିରାଭିର କାହା ପାଇଁ! : ସନ୍ଦେହ ଘେରରେ ୩ଟି ଦୋକାନକୁ ବିକ୍ରି ପାଇଁ ଅନୁମତି
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନାକୁ ନେଇ ସବୁଠି ଆତଙ୍କ । କେବେ ବାହାରିବ ଭେକସିନ୍ ତାହାକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ଋଷରୁ...
ମାରୁତି ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟକୁ ତୁରନ୍ତ ଲୋକଲୋଚନକୁ ଆଣିବା ପାଇଁ ବନ୍ତ ବ୍ଲକ୍ର ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ...
ଅସହାୟା ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ପ୍ରତିଶୃତି ଦେଲା ହାପିକ୍ଲବ୍
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ର ସ୍ୱେଚ୍ଛାସେବୀ ସଂଗଠନ ହାପି କ୍ଲବ୍ର ସଭ୍ୟ ମାନେ ଜଣେ ରୋଗାଗ୍ରସ୍ତ ମହିଳାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ...
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣୀ
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ରାଜ୍ୟରେ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଭଦ୍ରକ ଜିଲା ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ ଆଜି ଲାଞ୍ଚ ନେଉଥିବାବେଳେ...
ନୂଆ କୋବିଡ଼ ଆକ୍ରାନ୍ତ ୬୧, ମୃତୁୃ୍ୟ ସଂଖ୍ୟାରେ ଆଉ ୧ ବୃଦ୍ଧି
ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୬୧ଜଣ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁସ୍ଥ...
ଶିକ୍ଷକଙ୍କ ଅକାଳ ବିୟୋଗ
ହାଟଡ଼ିହି, ୧ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦି ଗ୍ରାମର ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ଅକାଳ ବିୟୋଗ ଘଟିଛି । ସେ ଠାକୁରମୁଣ୍ଡା ବ୍ଲକ ଚାଉଳଝରି ପ୍ରାଥମିକ ବିଦ୍ୟାଳୟରେ...
ରାହୁଲ ଗାନ୍ଧୀଙ୍କୁ ବିଜେପି ସରକାରଙ୍କ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କଲେ ପିସିସି ସଭାପତି
ଭୁବନେଶ୍ୱର ୧-୧୦ (ଓଡ଼ିଆ ପୁଅ) - ଉତରପ୍ରଦେଶର ହାଥରସ୍ ଦଳିତ ନାବାଳିକା ମନିଷା ବାଲ୍ମିକିକୁ ଗଣଦୁର୍ଷ୍କମ କରାଗଲା ଏବଂ ରାତି ଅଧରେ ଯେପରି ପୋଲିସ ଦ୍ୱାରା ଶବ ସଂସ୍କାର କରାଗଲା ଏହା ଏକ...
ବେଆଇନ ଭାବେ ଚାଲିଛି ଡିମିରିଆ ବାଲିଘାଟ, ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି
ହାଟଡ଼ିହି, ୧ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡିମିରିଆ ବୈତରଣୀ ବାଲିଘାଟଟି ବେଆଇନ ଭାବେ ଚାଲି ଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବସୀମାନେ ଦାବି କରିଛନ୍ତି ।...
CBSE ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଏହି ଦିନ ପ୍ରକାଶ ପାଇବ
ନୂଆ ଦିଲ୍ଲୀ ୧-୧୦ (ଓଡ଼ିଆ ପୁଅ) CBSE ବୋର୍ଡ ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୦ ର ଫଳ ବିଷୟରେ ଏକ ଖବର ଆସିଛି।
ମିଡିଆ ଅପଡେଟ୍ ଅନୁଯାୟୀ, ଅକ୍ଟୋବର ୧୦ ରେ କମ୍ପାର୍ଟମେଣ୍ଟ...
ଏହି ଅବିବାହିତ ବ୍ୟକ୍ତି, ନିଜକୁ “ମାଗଣା ଦ୍ରବ୍ୟ” ବୋଲି କହି ଦେଇଥିଲେ ଫେସବୁକ୍ ରେ ବିଜ୍ଞାପନ – ହେଲେ...
ନୂଆ ଦିଲ୍ଲୀ ୧-୧୦ (ଓଡ଼ିଆ ପୁଅ) ପ୍ରେମ ଖୋଜୁଥିବା ଅବିବାହିତ ବ୍ୟକ୍ତି ଆଲାନ୍। ପାରମ୍ପାରିକ ଡେଟିଂ ଆପରେ ତାଙ୍କର ଅସଫଳତା କାରଣରୁ ହତାଶ ହେବା ପରେ କେଟରଙ୍ଗର ୩୦ ବର୍ଷିୟ ଆଲାନ୍ କ୍ଲିଟନ୍...
କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତଥ୍ୟ ମିଥ୍ୟା ଓ ବିଭ୍ରାନ୍ତିକର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : କଂଗ୍ରେସ
ଭୁବନେଶ୍ୱର ୧-୧୦ (ଓଡ଼ିଆ ପୁଅ) – କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ତଥ୍ୟ ଓଡ଼ିଶାବାସୀଙ୍କ ସାମନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର...
ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଯାଉ – କଂଗ୍ରେସ
ଭୁବନେଶ୍ୱର ୧-୧୦ (ଓଡ଼ିଆ ପୁଅ) - ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି...
କରୋନା ପାଇଁ ଚେରମୂଳି ଔଷଧ
- ନଳିନୀ କୁମାର ପଣ୍ଡା
ସଂସ୍କୃତରେ ଅଛି “ଅମଂନ୍ତ୍ରମ୍ ଅକ୍ଷରଂ ନାସ୍ତି ନାସ୍ତି ମୂଲମନୋଷଧମ୍। ଅଯୋଗ୍ୟଃ ପୁରୁଷୋ ନାସ୍ତି ଯୋଜକସ୍ତୋତ୍ର ଦୁର୍ଲଭଃ।ା” ଅର୍ଥାତ୍ - ଏମିତି କୌଣସି ଅକ୍ଷର ନାହିଁ ଯାହାର ମହତ୍ୱ ନାହିଁ,...







