Home 2020

Yearly Archives: 2020

ଦିନକରେ ୪୨ ପଜିଟିଭ୍ ଚିହ୍ନଟ: ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୮୭୨୬କୁ ବୃଦ୍ଧି

0
ବାଲେଶ୍ୱର,୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧ଲକ୍ଷ...

ବାଲେଶ୍ୱର ଏବଂ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର ୧୨-୧୦ (ଓଡ଼ିଆ ପୁଅ) : ଓଡ଼ିଶାରେ ଦୁଇଟି ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର...

ତାଲିମ ଶିବିରରେ ଅନୁପସ୍ଥିତଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର, ୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିମ ଅକ୍ଟୋବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ...

ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେପି ପ୍ରାର୍ଥୀ ମାନସ ଦତ୍ତ

ବାଲେଶ୍ୱର, ୧୨ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ସ୍ୱର୍ଗତ ଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତ ଆଜି ନିଜର ପ୍ରଚାର...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନରେ ପ୍ରତିଫଳିତ ବିଜେପି-ବିଜେଡି ସମ୍ପର୍କ: କେନ୍ଦ୍ରୀୟ ବିଜେପି ନେତାଙ୍କ ପ୍ରସ୍ତାବରୁ ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ...

ବାଲେଶ୍ୱର, ୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କ ନାମ ଆଜି ଘୋଷଣା ପରେ କର୍ମୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି...

ମତୋ କଲେଜର ଛାତ୍ର ଛାତ୍ରୀଙ୍କ କଲେଜ ବାର୍ଷିକ ଫି କମାଇବା ଦାବୀ ନେଇ ଆନ୍ଦୋଳନ

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବ୍ଲକ ମତୋ +୩ କଲେଜର ଛାତ୍ର ଛାତ୍ରୀ ମାନେ ବାଷିକ କଲେଜ ଫିକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି ।...

ବନ୍ତ ବଜାର ର ଡ଼୍ୟାନ କାର୍ଯ୍ୟ ସଂପୂର୍ଣ୍ଣ ସହ , ଉଜ୍ଜଳ ଆଲୋକ ବ୍ୟବସ୍ଥା ପାଇଁ ଦାବି

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟିଲୋ କେନାଲ ରୋଡ଼ ଠାରୁ ବନ୍ତ ବ୍ଲକ ପର୍ଯ୍ୟନ୍ତ ଦୁଇ କିମି ସ୍ଥାନ ବନ୍ତ ବଜାର ପରିବ୍ୟପ୍ତ ହୋଇଛି । ଏହାର...

ଅର୍ଥ ଥାଇ ଆରମ୍ଭ ହୋଇପାରୁନି ବିଶୋଳ କଲ୍ୟାଣମଣ୍ଡପ ନିର୍ମାଣ; ଭିତ୍ତିପ୍ରସ୍ତରକୁ ତିନିବର୍ଷ ପୁରିଲା

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଶୋଳ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକୁ ତିନି ବର୍ଷ ପୂରଣ ହୋଇଛି ।...

ଆରଡ଼ିର ବାବାଆଖଣ୍ଡଳମଣୀ ମନ୍ଦିର ଖୋଲିବା ନେଇ ବୈଠକ

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ପରିସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବାଆଖଣ୍ଡଳମଣୀଙ୍କ ମନ୍ଦିର ଖୋଲିବା ନେଇ...

ଢାବାରେ ଖାଉଥିବା ପିତା ଝଗୁଡି ୬ ତାରିଖରୁ ନିଖୋଜ, ପୁତ୍ର ଯଶୋବନ୍ତ ୭ ଦିନ ହେଲା ପିତାର ସନ୍ଧାନ...

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ମହାମାରୀ କରୋନା ଆମ ପରିବାରକୁ ଛାରଖାର କରିଦେଇଛି ଆଜ୍ଞା । ଘରେ ଥିବା ରୋଗିଣା ବୃଦ୍ଧ ପିତା-ମାତା ଓ ଦୁଇଭଉଣୀ ଚଳିବା...

ଆଖଣ୍ଡଳମଣିଙ୍କ ମନ୍ଦିରର ଗର୍ଭଗୃହର ବର୍ଷାଋତୁରେ ପାଣିଝର ପଡିବା ଘଟଣା, କ୍ଷେତ୍ର ପରିଦର୍ଶନ କଲେ ରାଜ୍ୟ ଦେବୋତ୍ତର ଓ ପ୍ରତ୍ନତ୍ତ୍ୱତ୍ତ...

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ବହୁ ପୁରାତନ ଶୈବପୀଠ ଭାବେ ପରିଚିତ ଆରଡିଧାମର ବାବା ଆଖଣ୍ଡଲମଣିଙ୍କ ମନ୍ଦିର ଗର୍ଭଗୃହରେ ବର୍ଷାଋତୁରେ ପାଣିଝର ପଡିବା ଫଳରେ ମଣିବାବାଙ୍କ...

ନସିରିପୁରରେ ଔଷଧିୟ ବୃକ୍ଷରୋପଣ ଓ ଜୈବିକ ସାର ବ୍ୟବହାର ସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମରେ ଔଷଧୀୟ ଚାରା ରୋପଣ, ଜୈବିକ ସାର ପ୍ରସ୍ତୁତ ଓ ବ୍ୟବହାର ନେଇ ଏକ...

ପିକ୍‌ଅପ୍ ଧକ୍କାଦେଲା ବାଇକ୍‌କୁ, ଯୁବକ ମୃତ୍ୟୁ, ବାସୁଦେବପୁରର ପଦ୍ମପୁର ଠାରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ପଦ୍ମପୁର ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ଯୁବକର ମୃତ୍ୟୁକୁ ନେଇ...

ମଦ ମାଫିଆଙ୍କ ଆକ୍ରମଣରେ ୭ ଅବକାରୀ କର୍ମଚାରୀ ଆହତ, ୨ ଅଭିଯୁକ୍ତ ସହ ମଦକୁ ଛଡାଇନେଲେ ମଦ ମାଫିଆ

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ ମାଫିଆଙ୍କୁ ଧରିବାକୁ ଯାଇ ଦୁଇଜଣକୁ କାବୁ...

ଦୁର୍ନିତିର ଗନ୍ତାଘର ପାଲଟିଛି ଇଞ୍ଚୋଳ ପଞ୍ଚାୟତ, କାର୍ଯ୍ୟାନୁଷ୍ଠାନ ଦାବି

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଇଞ୍ଚୋଳ ପଞ୍ଚାୟତଟି ଦୁର୍ନିତୀର ଗନ୍ତାଘର ପାଲଟିଛି । ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଜନହିତକର...

ଆଜାଦହିନ୍ଦ କ୍ଲବ ପକ୍ଷରୁ ଗ୍ରାମ ସଫେଇ

ହାଟଡ଼ିହି, ୧୨ । ୧୦(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ପାଟଣା ସାହିରେ ଆଜାଦ ହିନ୍ଦ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରାଯାଇଛି । କ୍ଲବ...

ଇଞ୍ଚୋଳରେ ଆନ୍ତର୍ଜାତିକ କନ୍ୟା ରତ୍ନ ଦିବସ ପାଳିତ

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ପରମାନନ୍ଦପୁର ଠାରେ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଆନ୍ତର୍ଜାତିକ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି ।...

ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ପାଠ୍ୟପୁସ୍ତକ ବିତରଣ

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଗ୍ରାମର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି...

ଟିକରା ଗ୍ରାମବାସୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ, ବ୍ଲକ ଘେରିଲେ ମହିଳା

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ଟିକରା ଗ୍ରାମବାସୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି...

ବାଲିଘାଟ ନିଲାମରେ ଅନିୟମିତତା ଅଭିଯୋଗ କରି ଧାରଣା

ହାଟଡ଼ିହି, ୧୨ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲରେ ହୋଇଥିବା ବାଲିଘାଟ ନିଲାମ ପ୍ରକ୍ରୀୟାରେ ଅନିୟମିତତା ଅଭିଯୋଗ କରି ଆଜି ବାଦପଡିଥିବା ନିଲାମଧାରୀଙ୍କ ପକ୍ଷରୁ ତହସିଲ ସମ୍ମୁଖରେ ଅନସନ...