Home 2020
Yearly Archives: 2020
ମାଓ ମିଲିସିଆ ଗିରଫ, ମାଓବାଦୀଙ୍କୁ ଯୋଗାଉଥିଲା ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ
କନ୍ଧମାଳ, ୨୨/୧୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଜଙ୍ଗଲରେ ପୁଲିସ ମାଓବାଦି ଗୁଳି ବିନମୟ ପରେ ପୁଲିସ ଅଟକ ରଖିଥିବା ମାଓ ମିଲିସିଆକୁ ଆଜି ଗିରଫ କରାଯାଇଛି। ଗିରଫ...
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୁଇରୁ ଡାକ୍ତରଖାନା ଗଲା ଶବ
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ)ନନ୍ଦିପଦା ଥାନା ମରୈଗାଁ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏପରିକି ମୃତ ଯୁବକର ଶବକୁ ସତ୍କାର ପାଇଁ ନେଇଥିବା ବେଳେ ସେଠାରେ...
ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ ସ୍ଥଗିତ
ନୟାଗଡ଼, ୨୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କୋଭିଡ-୧୯ କଟକଣା ଯୋଗୁଁ ନୟାଗଡ଼ ଜିଲା ମହୋତ୍ସବ ଆୟୋଜନ ଅବସରରେ ପ୍ରତିବର୍ଷ ପରି ଆୟୋଜିତ ହେଉଥିବା ବିଶ୍ୱବିଶ୍ରୁତ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ମାରକୀ ସମାରୋହ,...
ବେଆଇନି ବାଲି ପରିବହନ ବନ୍ଦ ଦାବିରେ ଡିମିରିଆ ଗ୍ରାମବାସିଙ୍କ ତହସିଲଦାରଙ୍କୁ ଦାବିପତ୍ର
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ଡିମିରିଆ ବାଲି ଘାଟରୁ ବେ ଆଇନି ଭାବେ ବାଲି ଉତ୍ତୋଳନ କରାଯାଉଥିବେଳେ ଏହାକୁ ବନ୍ଦ କରିବାକୁ ନେଇ ଡିମିରିଆ...
ସଦ୍ୟଜାତ ଶିଶୁର ମୃତଦେହକୁ କୁକୁର ଧରି ବୁଲିଲା
ହାଟଡିହି-୨୩/୧୨/ (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୁକୁରଟି ସକାଳୁ ସକାଳୁ ବୈତରଣୀ ନଦୀପଟୁ ଏକ ଶିଶୁକନ୍ୟାର...
ନୟାଗଡ଼ରେ ଏସ୍ଏଚ୍ଜିର ବୃହତ୍ ଋଣମେଳା
ନୟାଗଡ଼, ୨୨ା୧୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ବୃହତ୍ ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଋଣମେଳାରେ ଏସଏଚଜି ର ସଦସ୍ୟା,...
ମଝିଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପ୍ରେଣ୍ଡସ କ୍ଲବ ଜମ୍ଭରାକୁ ହରାଇ ବନସ୍ଥା ଚମ୍ପିୟନ
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ମଝିଗାଁ ପଡିଆଠାରେ ବ୍ଲାଷ୍ଟର ଇଲେଭେନ ମଝିଗାଁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବନସ୍ଥା...
ହାଟଡିହି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପୁର୍ବତନ...
କୂଅରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ, କାରଣ ଅସ୍ପଷ୍ଟ
ବଲାଙ୍ଗୀର ୨୩-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ର ସର୍ଗିଗୁଡା ରେ ଜଣେ ମହିଳା ଙ୍କୁ ହତ୍ୟା କରି କୂଅ ରେ ପକେଦେବା ପରି ଗୁରୁତର ଅଭିଯୋଗ ହୋଇଛି। ସୂଚନା...
ହାଢ ଭଙ୍ଗା ଶୀତର ପ୍ରଭାବ : ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା
ବାଲିଗୁଡା, ୨୨/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା ଫୁଲ ମଲ୍ଲିକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କତେରିଭଟା ଗାଁ ରେ।...
୪ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା:ମୃତ ଏଏନ୍ଏମ୍ଙ୍କୁ କେହି ଆହାପଦେ କହିଲେ...
କନ୍ଧମାଳ, ୨୨/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ କନ୍ଧମାଳ ଜିଲାର ଚାରିଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା। କନ୍ଧମାଳ ଜିଲାପାଳ ଡଃ...
ସାଳନ୍ଦୀ ନଦୀତଟର ବାସ୍ତବ ଚିତ୍ର , ମାଫିଆମାନେ ଖୋଳିନେଉଛନ୍ତି ମାଟି ବାଲି, ଇଟାଭାଟି ଯୋଗୁଁ ପରିବେଶ ପ୍ରଦୂଷଣ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଦେଇ ସାଳନ୍ଦୀ ନଦୀ ପ୍ରବାହିତ । ଏହି ନଦୀ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରୁ ବାହାରି ଭଦ୍ରକ...
ବିଜୁ ଛାତ୍ରଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ସ୍ଥାନୀୟ ସଙ୍ଗଠନ ଭର୍ଚୁଆଲ ଯୋଗଦାନ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭଣ୍ଡାରିପୋଖରୀ ବିଜୁ ଛାତ୍ର...
‘ପରୀ’କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର ପଦଯାତ୍ରା
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରୀ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ସହ ଏହି ଘଟଣାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରି ବାଟବଣା କରୁଥିବା ମନ୍ତ୍ରୀ...
ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଙ୍ଗକୁ ବିରୋଧ କଲା ବିଜେପି, ଚିରିଲା ଷ୍ଟିକର, ପ୍ରତିବାଦ ପାଇଁ ହିତାଧିକାରୀଙ୍କୁ ପରାମର୍ଶ;...
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୦୮ ଆମ୍ବୁଲାନ୍ସରେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ରୂପକ ପ୍ରଚାର ଷ୍ଟିକରିଂ କରି ହଟହଟା ହେଲେ । ଟଙ୍କିକିଆ ଚାଉଳ ମୁଖ୍ୟମନ୍ତ୍ରୀ...
ଭଦ୍ରକ ନିର୍ବାଚନ ମଣ୍ଡଳୀର କଂଗ୍ରେସର ସାଂଗଠନିକ ବୈଠକ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ସାଂଗଠନିକ ବୈଠକ ଓ ବନ୍ଧୁ ମିଳନ ଆଜି ଅନୁଷ୍ଠିତ ହୋଇଥିଲା । ଭଦ୍ରକ ନିର୍ବାଚନ...
ଶିଶୁ ସୁରକ୍ଷା ସଚେତନତା ରଥ ଶୁଭାରମ୍ଭ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଂପ୍ରତି ସମାଜରେ ଶିଶୁ ମାନଙ୍କ ସୁରକ୍ଷାକୁ ଲକ୍ଷ୍ୟ ରଖି ଜନମାନସରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍,...
ତାମିଲନାଡୁରୁ ଉଦ୍ଧାର ହେଲେ ଓଡ଼ିଆ ଶ୍ରମିକ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାକିରୀ ଆଶାରେ ଯାଇ ତାମିଲନାଡୁରେ ନିର୍ଯ୍ୟାତିତ ହୋଇ ଫସି ରହିଥିବା ୧୦ଜଣ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ...
ଲୋକାର୍ପିତ ହେଲା ହିରୋ ମୋଟୋକର୍ପର ବାଇକ୍ ଆମ୍ବୁଲାନ୍ସ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତର ଅଗ୍ରଣୀ ବାଇକ୍ ନିର୍ମାତା ହିରୋ ମୋଟୋକର୍ପ ଆନୁକୂଲ୍ୟରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବାଇକ୍ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଛି ।...
ଧାନ କିଣାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିରୋଧ ପ୍ରତିବାଦରେ ମହିଳାଙ୍କ ବିକ୍ଷୋଭ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କୁଚକ୍ରୀ ଗୋଷ୍ଠୀଙ୍କ ବିରୋଧରେ ପ୍ରତିବାଦ କରି ଆଜି ଶତାଧିକ...





