Home Coronavirus Outbreak ଆଜି ରାଜ୍ୟରେ ୧୦ ଜଣଙ୍କର କରୋନାରେ ମୃତ୍ୟୁ

ଆଜି ରାଜ୍ୟରେ ୧୦ ଜଣଙ୍କର କରୋନାରେ ମୃତ୍ୟୁ

85

ଭୁବନେଶ୍ୱର ୨୭-୪ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ

ବୌଦ୍ଦ ଜିଲ୍ଲାରୁ ଜଣେ, ଖୋର୍ଦ୍ଦା ଜିଲ୍ଲାରୁ ୪ ଜଣ, ରାୟଗଡ଼ା ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ୬୦୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୦୯୨ ଜଣ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୨୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ୨୫୫୧ ଚିହ୍ନଟ ହୋଇଛନ୍ତି।

୧- ଭୁବନେଶ୍ୱରର ୩୭ ବର୍ଷ ବୟସ୍କ ପୁରୁଷ।
୨- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ହାଇପୋଥାଇରଏଡରେ ମଧ୍ୟ ପୀଡିତ ଥିଲେ।
୩- ବୌଦ୍ଧ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୪- ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।
୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୬- ରାୟଗଡା ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭- ରାୟଗଡା ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୮- ସୁନ୍ଦରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡରେ ମଧ୍ୟ ପୀଡିତ ଥିଲେ।
୯- ସୁନ୍ଦରଗଡ ଜିଲ୍ଲାର ୪୩ ବର୍ଷ ବୟସ୍କା ମହିଳା।
୧୦- ସୁନ୍ଦରଗଡ ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୨୩୯
୨- ବାଲେଶ୍ୱର ଜିଲ୍ଲାରୁ – ୭୮
୩- ବରଗଡ଼ ଜିଲ୍ଲାରୁ – ୨୮୬
୪- ଭଦ୍ରକ ଜିଲ୍ଲାରୁ – ୬୫
୫- ବଲାଙ୍ଗୀର ଜିଲ୍ଲାରୁ – ୪୫୭
୬- ବୌଦ୍ଦ ଜିଲ୍ଲାରୁ – ୬୪
୭- କଟକ ଜିଲ୍ଲାରୁ – ୧୯୮
୮- ଦେବଗଡ଼ ଜିଲ୍ଲାରୁ – ୩୬
୯- ଢେଙ୍କାନାଳ ଜିଲ୍ଲାରୁ – ୧୨
୧୦- ଗଜପତି ଜିଲ୍ଲାରୁ – ୭୯
୧୧- ଗଞ୍ଜାମ ଜିଲ୍ଲାରୁ – ୨୦୯
୧୨- ଜଗତସିଂହପୁର ଜିଲ୍ଲାରୁ – ୬୨
୧୩- ଯାଜପୁର ଜିଲ୍ଲାରୁ – ୧୦୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୫୯
୧୫- କଳାହାଣ୍ଡି ଜିଲ୍ଲାରୁ – ୨୭୭
୧୬- କନ୍ଧମାଳ ଜିଲ୍ଲାରୁ – ୩୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୪
୧୮- କେନ୍ଦୁଝର ଜିଲ୍ଲାରୁ – ୨୬୬
୧୯- ଖୋର୍ଦ୍ଧାରୁ ସର୍ବାଧିକ : ୧୦୯୨
୨୦- କୋରାପୁଟ ଜିଲ୍ଲାରୁ – ୭୬
୨୧- ମାଲକାନଗିରି : ୨୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୪୯
୨୩- ନବରଙ୍ଗପୁର ଜିଲ୍ଲାରେ: ୨୦୬
୨୪- ନୟାଗଡ଼ ଜିଲ୍ଲାରୁ – ୧୧୦
୨୫- ନୂଆପଡ଼ା ଜିଲ୍ଲାରୁ – ୪୦୦
୨୬- ପୁରୀ ଜିଲ୍ଲାରୁ – ୨୨୬
୨୭- ରାୟଗଡ଼ା ଜିଲ୍ଲାରୁ – ୭୭
୨୮- ସମ୍ବଲପୁର ଜିଲ୍ଲାରୁ – ୧୫୮
୨୯- ସୋନପୁର ଜିଲ୍ଲାରୁ – ୭୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୭୧
୩୧- State Pool: ୨୧୩
– ନୂଆ ସୁସ୍ଥ ହୋଇଥିଲେ୪୧୮୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୯୫୪୭୩୯
– ମୋଟ ଆକ୍ରାନ୍ତ ୪୨୦୧୨୯
– ମୋଟ ସୁସ୍ଥ ହେଲେଣି ୩୬୭୧୧୧
– ସକ୍ରୀୟ ଆକ୍ରାନ୍ତ – ୫୦୯୫୮

ରାଜ୍ୟରେ ଗତକାଲି ୪୧୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ।
୬୪୭ ଜଣ ଅନୁଗୁଳ ଜିଲ୍ଲାରୁ
୫୨୧ ଜଣ ସୁନ୍ଦରଗଡ଼ ଜିଲ୍ଲା
୪୯୮ ଜଣ ଖୋର୍ଦ୍ଦା ଜିଲ୍ଲା
୪୪୫ ଜଣ ନୂଆପଡ଼ା ଜିଲ୍ଲା
୨୦୧ ଜଣ ଝାରସୁଗୁଡ଼ା ଜିଲ୍ଲା
୧୭୭ ଜଣ କେନ୍ଦୁଝର ଜିଲ୍ଲା
୧୫୨ ଜଣ କଟକ ଜିଲ୍ଲା
୧୪୮ ଜଣ ବରଗଡ଼ ଜିଲ୍ଲା
୧୪୮ ଜଣ ସମ୍ବଲପୁର ଜିଲ୍ଲା
୧୪୩ ଜଣ ପୁରୀ ଜିଲ୍ଲା
୧୨୬ ଜଣ ଗଞ୍ଜାମ ଜିଲ୍ଲା
୧୧୯ ଜଣ ମୟୁରଭଞ୍ଜ ଜିଲ୍ଲା
୯୩ ଜଣ ବଲାଙ୍ଗୀର ଜିଲ୍ଲାରୁ
୮୭ ଜଣ ନବରଙ୍ଗପୁର ଜିଲ୍ଲା
୮୧ ଜଣ ବାଲେଶ୍ୱର ଜିଲ୍ଲାରୁ
୬୧ ଜଣ ଯାଜପୁର ଜିଲ୍ଲାରୁ
୫୬ ଜଣ କଳାହାଣ୍ଡି ଜିଲ୍ଲା
୫୨ ଜଣ ରାୟଗଡ଼ା ଜିଲ୍ଲା
୫୦ ଜଣ ଭଦ୍ରକ ଜିଲ୍ଲା
୫୦ ଜଣ ଜଗତସିଂହପୁର ଜିଲ୍ଲା
୪୫ ଜଣ ଗଜପତିଜିଲ୍ଲା
୪୫ ଜଣ ନୟାଗଡ଼ ଜିଲ୍ଲା
୩୯ ଜଣ ଢେଙ୍କାନାଳ ଜିଲ୍ଲା
୨୮ ଜଣ ଦେବଗଡ଼ ଜିଲ୍ଲା
୨୧ ଜଣ କୋରାପୁଟ ଜିଲ୍ଲା
୧୫ ଜଣ କନ୍ଧମାଳ ଜିଲ୍ଲା
୧୫ ଜଣ କେନ୍ଦ୍ରାପଡ଼ା ଜିଲ୍ଲା
୪ ଜଣ ମାଲକାନଗିରି
୩ ଜଣ ସୋନପୁର ଜିଲ୍ଲା
୧୧୦ ଜଣ State Pool ରୁ ସୁସ୍ଥ ହୋଇଥିବା ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟା ବିଭାଗ ସୂଚନା ହେଇଛି।
ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍.ୟା ୩୬୭୧୧୧ ରେ ପହଁଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.