Home ଓଡ଼ିଶା ମହାନଦୀରେ ଗାଧୋଇବା ବେଳେ ତିନି ଜଣ ଭାସିଗଲେ : ଜଣକ ମୃତ ଦେହ ଉଦ୍ଧାର

ମହାନଦୀରେ ଗାଧୋଇବା ବେଳେ ତିନି ଜଣ ଭାସିଗଲେ : ଜଣକ ମୃତ ଦେହ ଉଦ୍ଧାର

21

କଟକ, ୧୧/୪ (ଓଡ଼ିଆ ପୁଅ /ଅଭୟ ଜେନା) ଗତକାଲି ଅପରାହ୍ନ ରେ ମହାନଦୀର ଯୋବ୍ରା ଠାରେ ତିନି ଜଣ ନା ବାଳକ ଗାଧୋଇ ବା ବେଳେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକକୁ ଉଦ୍ଧାର କରାଯାଇଛି। ସେମାନଙ୍କ ବୟସ ୧୭ରୁ ୧୮ହେବା ଅନୁମାନ କରାଯାଉଛି। ତେବେ ମୃତ ଓ ନିଖୋଜଙ୍କ ପରିଚୟ ମିଳିଥିବା ବେଳେ ନିଖୋଜଙ୍କୁ ଖୋଜିବା ଅବ୍ୟାହତ ରହିଛି। ମୃତକ ହେଲା ସାହିଲ ଓ ନିଖୋଜ ଦୁଇ ଜଣ ହେଲେ ରାଜ ଓ ଛୋଟୁ। ସେମାନେ ଚାରିଘରିଆ ଅଞ୍ଚଳର ବୋଲି ଜଣା ପଡିଛି। ଖବର ପାଇ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ ମାନେ ଖୋଜା ଖୋଜି ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.