Home ଓଡ଼ିଶା ପ୍ରବଳ ବର୍ଷାରେ କାନ୍ଥ ଭୁଷୁଡ଼ି ୧୫ ମୃତ

ପ୍ରବଳ ବର୍ଷାରେ କାନ୍ଥ ଭୁଷୁଡ଼ି ୧୫ ମୃତ

1115

ମେଟ୍ଟୁପାଲୟମ/ତାମିଲ ନାଡ଼ୁ ୨-୧୨ (ଓଡ଼ିଆ ପୁଅ): କୋୟମ୍ବାତୁରର ମେଟ୍ଟୁପାଲୟମ ନିକଟରେ କମ୍ପାଉଣ୍ଡର କାନ୍ଥ ଭୁଷୁଡ଼ି ପଡ଼ିବାରୁ ୪ଟି ଘରର ୧୫ଜଣ ଲୋକ ଙ୍କର ମୃତ୍ୟୁ ହୋଇଛି। ଭାରୀ ବର୍ଷା କାରଣରୁ କମ୍ପାଉଣ୍ଡର କାନ୍ଥ ଭୁଷୁଡ଼ି ପଡ଼ିଥିଲା ଏହା ଫଳରେ ନିକଟସ୍ଥ ୪ଟି ଘର ଉପରେ ପଡ଼ିଥିଲା। ସେଠାରେ ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ୧୫ଜଣ ଲୋକଙ୍କର ଉଦ୍ଧାର କରାଯିବା ସହ ଆହତ ମାନଙ୍କୁ ହସପିଟାଲ ପଠାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.