Home ଓଡ଼ିଶା ବଜ୍ରାଘାତରେ ଦୁଇ ମୃତ ଓଡ଼ିଶାଖୋର୍ଦ୍ଧାଜିଲ୍ଲା ପରିକ୍ରମାନୟାଗଡ଼ ବଜ୍ରାଘାତରେ ଦୁଇ ମୃତ By Debadatta Rath - March 29, 2020 1072 0 0 0 0ଭୁବନେଶ୍ୱର: ବଜ୍ରାଘାତ ଘଟି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ସାନପଦର ଅନ୍ତର୍ଗତ ରାସୋଳ ଗ୍ରାମର କୁମାର ପରିଡ଼ା ଏବଂ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଦେଢ଼ସର ଗ୍ରାମର ଶଙ୍କର୍ଷଣ ନାୟକ। /-ଦେବଦତ୍ତ Tweet 0 0 0 0