Home ଓଡ଼ିଶା ପଙ୍କଡା ମୁଣ୍ଡେ ଟ୍ଵିଟର ପ୍ରୋଫାଇଲରୁ ହଟାଇଲେ ବିଜେପି: ୧୨ ଡିସେମ୍ବରରେ ନେଇପାରନ୍ତି ବଡ଼ ନିଷ୍ପତି, ଦେଲେ...

ପଙ୍କଡା ମୁଣ୍ଡେ ଟ୍ଵିଟର ପ୍ରୋଫାଇଲରୁ ହଟାଇଲେ ବିଜେପି: ୧୨ ଡିସେମ୍ବରରେ ନେଇପାରନ୍ତି ବଡ଼ ନିଷ୍ପତି, ଦେଲେ ସଂକେତ

586

ମୁମ୍ବାଇ ୨-୧୨ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀର ନେତା ପଙ୍କଡା ମୁଣ୍ଡେ ନିଜର ଟ୍ଵିଟର ହ୍ୟାଣ୍ଡେଲରୁ ବିଜେପି ଶବ୍ଦ ହଟାଇ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କ ପ୍ରୋଫାଇଲର ୟୁଜରନେମ ପଙ୍କଡା ମୁଣ୍ଡେ ବିଜେପି ଥିଲା। କିନ୍ତୁ ଏବେ ତାଙ୍କର ଟ୍ଵିଟର ପେଜରେ କେବଳ @Pankajamunde ହିଁ ଲେଖା ହୋଇଥିବା ଦେଖାଯାଇଛି। ଆଶଙ୍କା କରାଯାଉଛିଯେ, ସେ କୌଣସି ବଡ଼ ନିଷ୍ପତିତ୍ତି ନେଇ ପାରନ୍ତି ବୋଲି ସଂକେତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.