Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୯...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୯ ମୃତ

42

ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୪,୨୬୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୨୪,୪୭,୦୩୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୪% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୬୪,୧୭୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୦,୬୫୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୧୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୨,୮୭୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୩%

ଆରୋଗ୍ୟ ହୋଇଛନ୍ତି ୯୭.୫୪%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୭୪, ୩୮, ୩୭, ୬୪୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୩, ୩୮, ୯୪୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୪, ୩୦, ୧୪, ୦୭୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୦୮, ୨୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୪୪ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୧୦ ୨୦୦୦୮୭୭ ୧୨୨୬ ୧୩୯୯୮ ୧୧
ଅରୁଣାଚଳ ପ୍ରଦେଶ ୫୨୬ ୫୨୯୩୬ ୫୭ ୨୭୦
ଆସାମ ୫୭୦୨ ୫୮୩୬୫୨ ୪୫୯ ୫୭୫୧ ୧୧
ବିହାର ୮୧ ୭୧୬୦୮୮ ୯୬୫୮
ଚଣ୍ଡିଗଡ଼ ୩୦ ୬୪୩୦୭ ୮୧୭
ଛତିଶଗଡ ୩୭୬ ୯୯୦୯୩୦ ୨୩ ୧୩୫୫୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୬୦
ଦିଲ୍ଲୀ ୩୯୦ ୧୪୧୨୭୬୦ ୪୪ ୨୫୦୮୩
୧୦ ଗୋଆ ୭୩୮ ୧୭୦୮୮୨ ୭୪ ୩୨୧୭
୧୧ ଗୁଜୁରାଟ ୧୬୫ ୮୧୫୩୭୦ ୧୪ ୧୦୦୮୨
୧୨ ହରିୟାଣା ୪୯୨ ୭୬୦୪୬୭ ୪୪ ୯୬୮୬
୧୩ ହିମାଚଳ ପ୍ରଦେଶ ୧୫୩୬ ୨୧୦୫୧୯ ୧୭୦ ୩୬୩୬
୧୪ ଜାମ୍ମୁ କାଶ୍ମୀର ୧୨୮୫ ୩୨୧୨୦୫ ୧୧୯ ୪୪୧୪
୧୫ ଝାଡଖଣ୍ଡ ୧୨୭ ୩୪୨୮୧୩ ୧୨ ୫୧୩୩
୧୬ କର୍ଣ୍ଣାଟକ ୧୬୬୮୩ ୨୯୦୭୫୪୮ ୮୦୨ ୩୭୫୦୪ ୧୭
୧୭ କେରଳ ୨୨୨୮୧୫ ୪୧୩୦୦୬୫ ୨୯୭୧୦ ୨୨୫୫୧ ୬୭
୧୮ ଲଦାଖ ୩୦ ୨୦୩୬୭ ୨୦୭
୧୯ ଲକ୍ଷଦୀପ ୧୦୨୯୭ ୫୧
୨୦ ମଧ୍ୟପ୍ରଦେଶ ୧୩୮ ୭୮୧୬୮୬ ୧୨ ୧୦୫୧୭
୨୧ ମହାରାଷ୍ଟ୍ର ୫୧୨୪୪ ୬୩୦୮୪୯୧ ୧୩୮୧୪୨ ୪୬
୨୨ ମଣିପୁର ୨୭୪୭ ୧୧୨୫୩୬ ୨୯୩ ୧୮୧୧
୨୩ ମେଘାଳୟ ୧୮୧୩ ୭୪୯୬୪ ୨୧୪ ୧୩୫୬
୨୪ ମିଜୋରାମ ୧୨୩୯୬ ୫୮୭୪୭ ୫୭୨ ୨୩୮
୨୫ ନାଗାଲାଣ୍ଡ ୬୧୮ ୨୯୩୭୩ ୫୪ ୬୩୯
୨୬ ଓଡ଼ିଶା ୬୧୩୬ ୧୦୦୨୧୨୮ ୮୭୪ ୮୦୯୮
୨୭ ପୁଡୁଚେରୀ ୯୩୦ ୧୨୨୦୨୨ ୮୨ ୧୮୨୩
୨୮ ପଞ୍ଜାବ ୩୦୬ ୫୮୪୨୮୧ ୪୪ ୧୬୪୫୩
୨୯ ରାଜସ୍ଥାନ ୮୯ ୯୪୫୧୪୭ ୮୯୫୪
୩୦ ସିକ୍କିମ୍ ୮୩୬ ୨୯୪୧୧ ୮୬ ୩୭୭
୩୧ ତାମିଲନାଡୁ ୧୬୪୭୩ ୨୫୮୨୧୯୮ ୧୫୧୨ ୩୫୧୬୮ ୨୨
୩୨ ତେଲେଙ୍ଗାନା ୫୨୫୮ ୬୫୨୩୯୮ ୩୧୩ ୩୮୯୫
୩୩ ତ୍ରିପୁରା ୫୦୫ ୮୨୩୧୦ ୬୨ ୮୦୫
୩୪ ଉତ୍ତରାଖଣ୍ଡ ୩୧୨ ୩୩୫୫୨୨ ୨୦ ୭୩୮୯
୩୫ ଉତ୍ତରପ୍ରଦେଶ ୧୭୭ ୧୬୮୬୪୮୭ ୧୯ ୨୨୮୮୩
୩୬ ପଶ୍ଚିମବଙ୍ଗ ୮୧୮୭ ୧୫୩୦୧୪୪ ୭୫୭ ୧୮୫୭୭ ୧୦
ମୋଟ ୩୭୪୨୬୯ ୩୨୪୪୭୦୩୨ ୩୭୬୮୭ ୪୪୨୮୭୪ ୨୧୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.