Home କୋରାପୁଟ ଗଜପତି ମହାରାଜାଙ୍କ ଜୟନ୍ତୀ ପାଳିତ

ଗଜପତି ମହାରାଜାଙ୍କ ଜୟନ୍ତୀ ପାଳିତ

34

କୋରାପୁଟ ୨୬-୦୪( ଓଡିଆ ପୁଅ /ରଂଜନ ଦାସ)ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଗଜପତି ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଜୟନ୍ତୀ କୋରାପୁଟ ସଦର ମହକୁମାଠାରେ ପାଳିତ ହୋଇଯାଇଛି ।ଜିଲ୍ଲା ସ୍ମାରକୀ କମିଟି ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ପୋଲିସ ପ୍ୟାରେଡ ପଡିଆ ସମ୍ମୁଖରେ  ସ୍ଥାପିତ ମହାରାଜାଙ୍କ ପ୍ରତିମୂର୍ତିରେ କମିଟିର ସଦସ୍ୟ ରାମ ପ୍ରସାଦ ଶର୍ମା ,ଅରୁଣ କୁମାର ଦାସ ,ପ୍ରଦୀପ ଖୋସଲା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଓ ଏ.କେ.ବେହେରା ଯୋଗଦେଇ ପୁଷ୍ଫମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.