Home ଓଡ଼ିଶା ଖାଦ୍ୟରେ ବାହାରିଲା ଝିଟିପିଟି

ଖାଦ୍ୟରେ ବାହାରିଲା ଝିଟିପିଟି

863

ରାୟଗଡ଼ା,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ଅଧା ଖାଇ ଫିଙ୍ଗିଲେ ଛାତ୍ରଛାତ୍ରୀ ।  ଏପରି ଏକ  ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ନୋଡାଲ ୟୁପି ସ୍କୁଲରେ ।  ଶନିବାର ଦିନ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଭୋଜନରେ ଝିଟିପିଟି ବାହାରିବାରୁ ଛାତ୍ରଛାତ୍ରୀ ମାନେ ଅଧା ଖାଇ ଭୋଜନ ଫିଙ୍ଗି ଦେଇଥିଲେ । ବହୁ ବର୍ଷ ହେଲା ମାହ୍ନାଟ୍ରଷ୍ଟ ବ୍ଲକର ପ୍ରାୟ ୧୮୦ ଟି ସ୍କୁଲରେ ୧୪ ହାଜରରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି । ହେଲେ ମାହ୍ନାଟ୍ରଷ୍ଟର ଏହି ରନ୍ଧା ଖାଦ୍ୟ କୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଖାଦ୍ୟ ରୁଚିକର ହେଉନଥିବାରୁ ବାରମ୍ବାର ଅଭିଯୋଗ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.