Home କୋରାପୁଟ କୋରାପୁଟ ଓକିଲ ସଂଘ ନୂତନ ନିର୍ବାଚିତ କର୍ମକର୍ତାଙ୍କ ଶପଥ ଗ୍ରହଣ ଉତ୍ସବ

କୋରାପୁଟ ଓକିଲ ସଂଘ ନୂତନ ନିର୍ବାଚିତ କର୍ମକର୍ତାଙ୍କ ଶପଥ ଗ୍ରହଣ ଉତ୍ସବ

58

କୋରାପୁଟ  ୦୫-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଓକିଲ ସଂଘର ନୂତନ ନିର୍ବାଚିତ କର୍ମକର୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ନିର୍ବାଚନ ଅଧିକାରୀ ତଥା ସଂଘର ବରିଷ୍ଠ ସଦସ୍ୟ କମଳାକାନ୍ତ ଦାସ ଯୋଗଦେଇ କର୍ମକର୍ତାମାନଙ୍କୁ ଶପଥ ପାଠ କରାଇଥିଲେ ।ସଭାପତି ଅଜିତ  କୁମାର ପାତ୍ର ,ଉପସଭାପତି ଉତମ ମିଶ୍ର ,ସଂପାଦକ ସୁନୀଲ କୁମାର ଜେନା ,କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ ,କାର୍ଯ୍ୟକାରୀ ସଦସ୍ୟ  ଅଶ୍ୱିନୀ କୁମାର ପଟନାୟକ ,ଦିଲିପ କୁମାର ମିଶ୍ର ,ପ୍ରଦୀପ କୁମାର ମହାନ୍ତି ,ସଂଜୟ କୁମାର ଝା ,ସନ୍ତୋଷ କୁମାର ରଥ ,ସସ୍ମିତାରାଣୀ ସାହୁ ,ଶେଷାଦ୍ରୀ ପାଣିଗ୍ରାହୀ ଓ ତାରିଣୀ ଚରଣ ପାତ୍ର ପ୍ରମୁଖ ଶପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.