Tag: picturenews
ଜୟ ଶ୍ରୀକୃଷ୍ଣ: ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..
।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ,
ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।।
ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଆନ୍ତି।...
ୟୁଏଇରେ ହେବ ଆଇପିଏଲ: ଅନୁମୋଦନ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍- ୨୦୨୦) ଆୟୋଜନ କରିବାକୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଠାରୁ ଆନୁଷ୍ଠାନିକ ଅନୁମୋଦନ ଲାଭ କରିଛି। ଲିଗ୍ ଚେୟାରମ୍ୟାନ୍...
ଗଞ୍ଜାମର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା – ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ...
ଭୁବନେଶ୍ବର ୧୦-୦୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେଂନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭାଇରସ ସଂକ୍ରମିତ ଟ୍ୱିଟ୍ କରି ସୂଚନା ଦେଲେ
ନୂଆଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ବୋଲି ଜଣାପଡିଛି। ପ୍ରଣବ ମୁଖାର୍ଜୀ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଣବ ମୁଖାର୍ଜୀ ଟ୍ୱିଟ୍...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି ପାଇଛି। ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ...
ରାଜ୍ୟରେ ରେକର୍ଡ଼ – ପୁଣି କରୋନା ନେଲା ୧୪ ମୁଣ୍ଡ : ମୃତ୍ୟୁ ସଂଖ୍ୟା...
ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୪ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଗଞ୍ଜାମ ଜିଲ୍ଲାରୁ...
ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି ପାଇଛି।– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଗଞ୍ଜାମ...
ଦେଶରେ ୬୨, ୦୬୪ ନୂଆ କରୋନା ଆକ୍ରାନ୍ତ, ୧, ୦୦୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା...
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୨, ୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୦୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଭିତ୍ତିଭୂମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କାର ଅର୍ଥ...
- ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ପ୍ରାୟ ୮.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ପ୍ରେରଣ କଲେ ପ୍ରଧାନମନ୍ତ୍ରୀ
- କ୍ୟାବିନେଟ ଅନୁମୋଦନର ୩୦ ଦିନ ମଧ୍ୟରେ କେନ୍ଦ୍ରୀୟ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୭୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୫୯୨୭କୁ ବୃଦ୍ଧି ପାଇଛି। ୨୯ ଜିଲ୍ଲାରୁ ଜଣ ନୂଆ ଆକ୍ରାନ୍ତ...
ରାଜ୍ୟରେ ରେକର୍ଡ଼ – ପୁଣି କରୋନା ନେଲା ୧୩ ମୁଣ୍ଡ : ମୃତ୍ୟୁ ସଂଖ୍ୟା...
ଭୁବନେଶ୍ୱର ୯-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୩ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବାଲେଶ୍ୱର ଜିଲ୍ଲାରୁ...
ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୫୯୨୭କୁ ବୃଦ୍ଧି ପାଇଛି।– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା ଜିଲ୍ଲାରୁ...
ଦେଶରେ ୬୪, ୩୯୯ ନୂଆ କରୋନା ଆକ୍ରାନ୍ତ, ୮୬୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୩,...
ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୪, ୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୬୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ଧର୍ମେନ୍ଦ୍ରଙ୍କୁ ପ୍ରଶଂସା; ବିଜେପି, ମୋଦି ଏବଂ ଶାହାଙ୍କୁ ହା ଥୁ ..
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏଣେ କିନ୍ତୁ ବିଜେପି, ମୋଦି ଏବଂ ଶାହାଙ୍କୁ ତୀବ୍ର ସମାଲୋଚନା କରିବା...
ଆଜି ସାଢ଼େ ଆଠ କୋଟି ଚାଷୀଙ୍କ ଆକାଉଣ୍ଟରେ ଆସିବ ୨ ହଜାର ଲେଖାଏଁ, ୧୭...
ନୂଆଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଷଷ୍ଠ କିସ୍ତିର ଦୁଇ-ଦୁଇ ହଜାର ଟଙ୍କା ୮.୫ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ।
ଦେଶର ମୋଟ...
ଅଗଷ୍ଟ କ୍ରାନ୍ତି ଦିବସ; ଭାରତ ଛାଡ଼ ଆନ୍ଦୋଳନର ଡାକରା: କର ବା ମର ..
ଭୁବନେଶ୍ୱର: ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠାରୁ ଏହି ଦିନଟିକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ...
କିପରି ଅଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ..
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ଏବଂ ପରୀକ୍ଷା କରାଇବା ପରେ ଧର୍ମେନ୍ଦ୍ରଙ୍କ କୋଭିଡ- ୧୯ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ଡାକ୍ତରଙ୍କ...
ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ପୁଣି ସୁସ୍ଥ ହେଲେ କରୋନା ଆକ୍ରାନ୍ତ। ଆଜି ୧୫୪୪ COVID୧୯ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ହସ୍ପିଟାଲରୁ ଡିସଚାର୍ଜ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ...
କୋଭିଡ୍ ସମୟରେ, JEE ମେନ୍ ୨୦୨୦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ
କୋଭିଡ୍ ସମୟରେ JEE ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଜାଣି ନିଅନ୍ତୁ କ'ଣ ରହିଛି ଏଥିରେ - COVID-୧୯ ହେତୁ, ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନେକ ସମୟ...
ପିଏମ କିଶାନ ଯୋଜନା : ରବିବାର ଦିନ ୮.୫ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ...
ନୂଆଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠିର ଉଦଘାଟନ କରିବେ। ଏହି ଅବସରରେ ପିଏମ କିଶାନ ସମ୍ମାନ ଯୋଜନାର...












