Home Coronavirus Outbreak ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ

97

ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ପୁଣି ସୁସ୍ଥ ହେଲେ କରୋନା ଆକ୍ରାନ୍ତ। ଆଜି ୧୫୪୪ COVID୧୯ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ହସ୍ପିଟାଲରୁ ଡିସଚାର୍ଜ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୫୬୦ ଜଣ ଗଞ୍ଜାମ ଜିଲ୍ଲାରୁ
୨୦୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୪୩ ଜଣ କୋରାପୁଟ ଜିଲ୍ଲାରୁ
୭୫ ଜଣ ଗଜପତିଜିଲ୍ଲାରୁ
୬୨ ଜଣ ନୟାଗଡ଼ ଜିଲ୍ଲାରୁ
୫୯ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୪୧ ଜଣ କନ୍ଧମାଳ ଜିଲ୍ଲାରୁ
୩୭ ଜଣ କଟକ ଜିଲ୍ଲାରୁ
୩୬ ଜଣ କଳାହାଣ୍ଡି ଜିଲ୍ଲାରୁ
୩୬ ଜଣ ରାୟଗଡ଼ା ଜିଲ୍ଲାରୁ
୩୪ ଜଣ ଯାଜପୁର ଜିଲ୍ଲାରୁ
୩୩ ଜଣ ବାଲେଶ୍ୱର ଜିଲ୍ଲାରୁ
୩୨ ଜଣ ପୁରୀ ଜିଲ୍ଲାରୁ
୩୧ ଜଣ ସମ୍ବଲପୁର ଜିଲ୍ଲାରୁ
୨୪ ଜଣ ମାଲକାନଗିରି ଜିଲ୍ଲାରୁ
୨୧ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୧୭ ଜଣ କେନ୍ଦୁଝର ଜିଲ୍ଲାରୁ
୧୬ ଜଣ ବଗଗଡ଼ ଜିଲ୍ଲାରୁ
୧୬ ଜଣ ବଲାଙ୍ଗୀର ଜିଲ୍ଲାରୁ
୧୩ ଜଣ ଢେଙ୍କାନାଳ ଜିଲ୍ଲାରୁ
୧୨ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୮ ଜଣ ଲେଖାଏଁ ଭଦ୍ରକ ଜିଲ୍ଲାରୁ, ଜଗତସିଂହପୁର ଜିଲ୍ଲାରୁ ଏବଂ ସୋନପୁର ଜିଲ୍ଲାରୁ
୬ ଜଣ ଲେଖାଏଁ ଅନୁଗୁଳ ଜିଲ୍ଲାରୁ ଏବଂ ନୂଆପଡ଼ା ଜିଲ୍ଲାରୁ
୪ ଜଣ ନବରଙ୍ଗପୁର ଜିଲ୍ଲାରୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.