Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୭୪୫୫...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

204

ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୧୫୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୭୪୫୫ କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୩୩

– ନୂଆ ଆକ୍ରାନ୍ତ: ୧୫୨୮

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୪୮

– ସ୍ଥାନୀୟ ଅଞ୍ଚଳରୁ ୫୮୦

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ଅନୁଗୁଳ ଜିଲ୍ଲାରୁ –  ୮

୨- ବାଲେଶ୍ୱର ଜିଲ୍ଲାରୁ –  ୪୩

୩- ବରଗଡ଼ ଜିଲ୍ଲାରୁ –  ୧୦

୪- ଭଦ୍ରକ ଜିଲ୍ଲାରୁ –  ୭୦

୫- ବଲାଙ୍ଗୀର ଜିଲ୍ଲାରୁ –  ୫୯

୬- ବୌଦ୍ଦ ଜିଲ୍ଲାରୁ –  ୭

୭- କଟକ ଜିଲ୍ଲାରୁ –  ୭୨

୮- ଢେଙ୍କାନାଳ ଜିଲ୍ଲାରୁ –  ୧୦୭

୯- ଗଜପତି ଜିଲ୍ଲାରୁ –  ୩୧

୧୦- ଗଞ୍ଜାମ ଜିଲ୍ଲାରୁ –  ୨୩୩

୧୧- ଜଗତସିଂହପୁର ଜିଲ୍ଲାରୁ –  ୨୨

୧୨- ଯାଜପୁର ଜିଲ୍ଲାରୁ –  ୩୩

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୯

୧୪- କଳାହାଣ୍ଡି ଜିଲ୍ଲାରୁ –  ୩୧

୧୫- କନ୍ଧମାଳ ଜିଲ୍ଲାରୁ –  ୧୭

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୭

୧୭- କେନ୍ଦୁଝର ଜିଲ୍ଲାରୁ –  ୫

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୧୮

୧୯- କୋରାପୁଟ ଜିଲ୍ଲାରୁ –  ୬୭

୨୦- ମାଲକାନଗିରି : ୩୮

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୨

୨୨- ନବରଙ୍ଗପୁର ଜିଲ୍ଲାରେ: ୨୩

୨୩- ନୟାଗଡ଼ ଜିଲ୍ଲାରୁ –  ୩୨

୨୪- ନୂଆପଡ଼ା ଜିଲ୍ଲାରୁ –  ୨

୨୫- ପୁରୀ ଜିଲ୍ଲାରୁ –  ୨୬

୨୬- ରାୟଗଡ଼ା ଜିଲ୍ଲାରୁ –  ୨୭

୨୭- ସମ୍ବଲପୁର ଜିଲ୍ଲାରୁ –  ୧୬୮

୨୮- ସୋନପୁର ଜିଲ୍ଲାରୁ –  ୫

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୨୬

 

– ନୂଆ ସୁସ୍ଥ ହୋଇଥିଲେ୧୫୪୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୬୯୨୬୬

– ମୋଟ ଆକ୍ରାନ୍ତ ୪୭୪୫୫

– ମୋଟ ସୁସ୍ଥ ହେଲେଣି ୩୧୭୮୪

– ସକ୍ରୀୟ ଆକ୍ରାନ୍ତ –  ୧୫୩୩୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.