Tag: picturenews
ମିଶନ ପୂର୍ବାଞ୍ଚଳ:ମୋଦୀ ପୁରୀରୁ ଶାହା କୋଲକତାରୁ!
ଭୁବନେଶ୍ୱର;୩୧,ଅକ୍ଟୋବର:ଭାଜପାର ଯେ କେବଳ ପୂର୍ବାଞ୍ଚଳର ବିକାଶ ଯୋଜନା ରହିଛି ତା' ନୁହେଁ।ଭାଜପା ଯେ ପୂର୍ବାଞ୍ଚଳକୁ କ'ଣ ଭୋଟ ବ୍ୟାଙ୍କ ବି ପାଇଁ ଟାର୍ଗେଟ କରୁଛି?ଏବଂ ଏହି ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ମା”ତତେ ମୁଁ ଖୁବ୍ ଭଲପାଏ:ନକ୍ସଲ ଆକ୍ରମଣରୁ ବଞ୍ଚିଯାଇଥିବା ମୋରମୁକୁଟଙ୍କ ଇମୋସନାଲ ଭିଡିଓ
ଭୁବନେଶ୍ୱର;୩୧,ଅକ୍ଟୋବର:ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିବା ଦୂରଦର୍ଶନ ନ୍ୟୁଜ୍ ଟିମ୍ର ଆସିଷ୍ଟାଣ୍ଡ କ୍ୟାମେରାମ୍ୟାନ ମୋରମୁକୁଟ୍ ଶର୍ମାଙ୍କର ଦ୍ୱାରା ଆକ୍ରମଣ ବେଳେ କରାଯାଇଥିବା ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ଲାଗିରହିଛି।ଏହି...
ସର୍ଦ୍ଦାର ନଥିଲେ ସୋମନାଥ ଦର୍ଶନ ପାଇଁ ଆଜି ଭାରତୀୟଙ୍କୁ ଭିସା ଆବଶ୍ୟକ ପଡ଼ିଥାଆନ୍ତା:ମୋଦୀ
ଭୁବନେଶ୍ୱର;୩୧,ଅକ୍ଟୋବର:ଷ୍ଟାଚ୍ୟୁ ଅଫ ୟୁନିଟର ଲୋକାର୍ପଣ ଅବସରରେ ନରେନ୍ଦ୍ର ମୋଦୀ କହିଛନ୍ତି,ଯଦି ସର୍ଦ୍ଦାର ପଟେଲ ସେପରି କାମ କରି ନଥାନ୍ତେ,ସଂକଳ୍ପ କରି ନଥାନ୍ତେ,ତେବେ ଆଜି ଗୁଜୁରାଟ ଗୀରର ସିଂହଙ୍କୁ ଦେଖିବା ପାଇଁ,ଶିବଭକ୍ତ ମାନଙ୍କୁ ସୋମନାଥ...
ସାନିଆ ମିର୍ଜାଙ୍କର ପୁତ୍ର ସନ୍ତାନ ଜନ୍ମ:ନାମକରଣ ପାଇଁ ଯୋଗୀଙ୍କୁ ଆମନ୍ତ୍ରଣ!
ଭୁବନେଶ୍ୱର;୩୦,ଅକ୍ଟୋବର:ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ଥାନ କ୍ରିକେଟିୟର ସୋଏବ ମଲ୍ଲିକଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।ଉଭୟ ସାନିଆ ଏବଂ ସୋଏବ ଏନେଇ ଖୁବ୍ ଖୁସି ଅଛନ୍ତି।ସେମାନେ ପୁତ୍ର ସନ୍ତାନର...
ବିଜୁ ଯୁବା ବାହିନୀ ମହିଳା ସଦସ୍ୟାଙ୍କ ଉପରେ ସାଇବର ଆଟାକ୍:ପ୍ରତିବାଦରେ ଥାନା ଘେରାଉ
ନବୀନ ପଟ୍ଟନାୟକ ଆମକୁ ବିଜୁ ଯୁବା ବାହିନୀରେ ଆମ ଇଜ୍ଜତ ନେବା ପାଇଁ ରଖିଛନ୍ତି ତ'? : ବିଜୁ ଯୁବା ବାହିନୀ ମହିଳା ସଦସ୍ୟା
ଭୁବନେଶ୍ୱର;୩୦,ଅକ୍ଟୋବର:ବିଜୁ ଯୁବା ବାହିନୀର ମହିଳା ସଦସ୍ୟା ଏବଂ ବିଜେଡି...
ଯୁବତୀଙ୍କ ଉନ୍ମତ୍ତ କାଣ୍ଡ:ଗଣ୍ଡଗୋଳ କରି ଉଲଗ୍ନ ହୋଇଗଲେ!
ମୁମ୍ୱାଇ;୧୯,ଅକ୍ଟୋବର:ନିଶାରେ ଚୁର ହୋଇ ଉନ୍ମତ୍ତ କାଣ୍ଡ କରିଛନ୍ତି ଜଣେ ଯୁବତୀ।ସର୍ବ ସମ୍ମୁଖରେ ଉଲଗ୍ନ ହୋଇ ଗଣ୍ଡଗୋଳ କରିଛନ୍ତି।ମୁମ୍ୱାଇର ଓଶିୱାରାରେ ଜଣେ ଯୁବତୀ ତାଙ୍କ ଆପାର୍ଟମେଣ୍ଟର ୱାଚ୍ମ୍ୟାନ୍ଙ୍କ ସହିତ ଝଗଡ଼ା ଲାଗିବା ପରେ ଉଲଗ୍ନ...
ନାଗ ଦେବତାଙ୍କ ମୁଣ୍ଡରେ ମଣି!ଭିଡିଓ ଭାଇରାଲ
ଭୁବନେଶ୍ୱର;୨୯,ଅକ୍ଟୋବର:ନାଗ ମୁଣ୍ଡରେ ମଣି!ଏପରି କଥା ଶୁଣିବାକୁ ମିଳିଥାଏ।ସାପ ଏକ ବିଷଧର ପ୍ରଜାତିର ସରୀସୃପ।କିନ୍ତୁ ସାପ ଭିତରେ ନାଗସାପକୁ ଭାରତରେ ବିଭିର୍ଣ୍ଣ ପ୍ରାନ୍ତରେ "ନାଗ ଦେବତା" ରୂପେ ପୂଜା କରନ୍ତି।"ନାଗ ଦେବତା"ଙ୍କ ପାଇଁ "ନାଗ...
୨୦୧୯:କିଏ ହେବ ଓଡ଼ିଶା ବିଜେପିର ଚେହେରା?
★ଛେପ ଢୋକିଲେ ଜୁଏଲ!
★ପ୍ରଭାତୀଙ୍କର ଅଧିକାର ଅଛି,ପ୍ରତାପଙ୍କର ନାହିଁ?
ଭୁବନେଶ୍ୱର;୨୯,ଅକ୍ଟୋବର:କିଏ ହେବ ଓଡ଼ିଶା ବିଜେପିର ଚେହେରା?କାହା ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢ଼ିବ ବିଜେପି?ଓଡ଼ିଶାରେ କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି?ବିଜେପି ରାଜ୍ୟରେ ୨୦୧୯ ନିର୍ବାଚନ କୌଣସି...
ମୋଦୀଙ୍କୁ ବିଛା ସହ ତୁଳନା କଲେ ଶଶୀ ଥରୁର!
ପାକିସ୍ଥାନ ହୋଇଥିଲେ ମୁହଁ ବନ୍ଦ କରିଦିଆ ଯାଇଥାଆନ୍ତା:ଗିରିରାଜ ସିଂହ
ଭୁବନେଶ୍ୱର;୨୮,ଅକ୍ଟୋବର:କଂଗ୍ରେସ ନେତା ଶଶୀ ଥରୁର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭଗବାନ ଶିବଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି।ଶଶୀ...
ଆଇଫୋନ ବ୍ୟବହାର କରିବାରୁ ସାମସଙ୍ଗ ବ୍ରାଣ୍ଡ ଆମ୍ବାସଡରଙ୍କ ନାମରେ କେସ
ଭୁବନେଶ୍ୱର;୨୮,ଅକ୍ଟୋବର:ସାମସଙ୍ଗ କମ୍ପାନୀର ରୁଷ ଅମ୍ବାସଡର ସୋନିୟା ଶୋବଚାକ ଏକ ଟିଭି ଇଣ୍ଟରଭିଉ ସମୟରେ ଆଇଫୋନ-ଏକ୍ସ ବ୍ୟବହାର କରିବାକୁ ନେଇ ତାଙ୍କ ନାମରେ ସାମସଙ୍ଗ କମ୍ପାନୀ ୧୨ କୋଟି ଟଙ୍କାର ମକଦ୍ଦମା କରିଛି।ଇଣ୍ଟରଭିଉ ସମୟରେ...
ସୁନ୍ଦରୀ ଆତଙ୍କ;ଅନୁଗୁଳ ହିଂସା:ବିଜେପି ଜିଲ୍ଲା ସଭାପତି ଗିରଫ
ଭୁବନେଶ୍ୱର;୨୮,ଅକ୍ଟୋବର:ବାଘୁଣୀ ସୁନ୍ଦରୀ ଆତଙ୍କ ଯୋଗୁଁ ଅନୁଗୁଳରେ ବନ୍ଦ ପାଳନ ବେଳେ ଘଟିଥିବା ହିଂସା ଘଟଣାରେ ପୁଲିସ ଶନିବାର ରାତିରେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଭାଗିରଥି ପ୍ରଧାନକୁ ଭୁବନେଶ୍ୱରରୁ ଉଠାଇ ନେଇଛି।ସୂଚନାଯୋଗ୍ୟ ଯେ...
ବିଜେପି ଦାୟିତ୍ୱରେ ଅଛନ୍ତି କି? ସାବଧାନ!
ରାତି ପାଇଲା ବେଳକୁ ଦାୟିତ୍ୱ ନଥାଇ ପାରେ!
ଭୁବନେଶ୍ୱର;୨୭,ଅକ୍ଟୋବର:ଆପଣ ବିଜେପିର କୌଣସି ସାଙ୍ଗଠନିକ ଦାୟିତ୍ୱରେ ଅଛନ୍ତି କି?ତେବେ ସାବଧାନ ରୁହନ୍ତୁ।ହୁଏତ ସକାଳ ପାଇଲା ବେଳକୁ ଆପଣଙ୍କର ଦାୟିତ୍ୱ ନଥାଇ ପାରେ।ଆପଣ ଦାୟିତ୍ବରୁ ମୁକ୍ତ ହୋଇ...
ଫେରାର ଡକାୟତ ଦଳ ମୁଖ୍ୟ ସହ ସତରଜଣ ଅଭିଯୁକ୍ତ ଗିରଫ: ୩୮ ଲକ୍ଷ ଟଙ୍କା...
ବଲାଙ୍ଗୀର ୨୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦିର୍ଘ ଦିନ ଧରି ନିଜେ ମାଷ୍ଟର ମାଇଣ୍ଡ ସାଜି ଓଡିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଜଂକ୍ସନକୁ କେନ୍ଦ୍ର କରି ଏହି ସହରର ହାଇସ୍କୁଲ...
ବ୍ରହ୍ମପୁରରୁ ଗୋମାଂସ ଜବତ ନେଇ ଉଦବେଗ
ବ୍ରହ୍ମପୁର;୨୬,ଅକ୍ଟୋବର:ଆଜି ବ୍ରହ୍ମପୁର ସହରରୁ ଗୋମାଂସ ଜବତ ହୋଇଛି।ସଦ୍ୟ କଟା ଯାଇଥିବା ଏକ ଗୋରୁର ମୁଣ୍ଡ,ଗୋଡ଼ ଏବଂ ଏକ ଅଖାରେ ବନ୍ଧା ହୋଇ ଗୋମାଂସ ଆଦି ବ୍ରହ୍ମପୁର ସ୍ଥିତ ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିର ନିକଟରେ...
ମହିଳା ସୁରକ୍ଷା ନେଇ କେତେ ଚିନ୍ତା,କେତେ ବ୍ୟଥା?
କେବଳ ମୋହରା ହେଉଛନ୍ତି ପିଡ଼ିତା!
ଭୁବନେଶ୍ୱର;୨୫,ଅକ୍ଟୋବର:ମହିଳା ସୁରକ୍ଷା ପ୍ରସଙ୍ଗରେ ସାରା ଦେଶ ତଥା ବିଶେଷ କରି ଆମ ରାଜ୍ୟ ଓଡ଼ିଶାରେ ଏବେ ବହୁ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ମହିଳା ସୁରକ୍ଷା ନେଇ ଆନ୍ଦୋଳନ,ସୁରକ୍ଷା ଯାତ୍ରା,କୋକେଇ ଯାତ୍ରା,କ୍ୟାଣ୍ଡେଲ...
ନାଚିକା ଲିଙ୍ଗାଙ୍କ ପତ୍ନୀଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ଯୋଗଦେଲେ
କୋରାପୁଟ ; ତା୨୪-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗାଙ୍କ ପତ୍ନୀ ଟିକାଇ ନାଚିକାଙ୍କ ସହ ନାରାୟଣପାଟଣାର ଶତାଧିକ ପୁରୁଷ ଓ ମହିଳା ବିଜେଡିରେ...
ଭିର୍ଣ୍ଣ ଏକ ପର୍ବ,ପରମ୍ପରା:କୁମାର ପୂର୍ଣ୍ଣିମା
-ଦେବଦତ୍ତ ରଥ
ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ।ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା।ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ।ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ...
ଛଟପଟ ହୋଇ ଚାଲିଗଲା ଯୁବତୀଙ୍କ ଜୀବନ: ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ସନ୍ଦେହ
ଭୁବନେଶ୍ୱର;୨୩,ଅକ୍ଟୋବର:ଓଡ଼ିଶାରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଘଟଣା ବଢ଼ିଚାଲିଛି।ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁଯାୟୀ ଦେଶରେ ଓଡ଼ିଶା କେତେବେଳେ ଏଥିରେ ୫ମ ସ୍ଥାନରେ ରହୁଛି ତ' କେତେବେଳେ ୨ୟ ସ୍ଥାନରେ...
ନବୀନ ସାମ୍ରାଜ୍ୟ ହଡ଼ପ ପାଇଁ ପ୍ରସ୍ତୁତ ହେଉଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର
ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କିଏ ବିଜେଡ଼ି ମଙ୍ଗ ଧରିବ ଅନେକ ଥର ଏ ଖବର ବିଭିନ୍ନ ଖବର କାଗଜର...
ବିଜେପିର ମିଶ୍ରଣ ପର୍ବ ଭିତରେ ବିଛେଦ !
★ପଦ୍ମ ଧରିଲେ ପଦ୍ମଲୋଚନ:ଅସନ୍ତୋଷ କୁହୁଳୁଛି
★ବାଲେଶ୍ୱର ବିଜେପିରେ ଲାଗିଲା ନିଆଁ
ଭୁବନେଶ୍ୱର;୨୨,ଅକ୍ଟୋବର:ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ବିଭିର୍ଣ୍ଣ ଦଳ ଭିତରେ ମିଶ୍ରଣ ପର୍ବ ସେତେସେତେ ବଢ଼ିଚାଲିଛି।ଜଣେ ଗୋଟେ ଦଳ ଛାଡ଼ି ଆଉ ଏକ ଦଳକୁ...






