Tag: picturenews
ବିଜେପି ଦାୟିତ୍ୱରେ ନବୀନଙ୍କ ହାତ ବାରିଷୀ ଲୋକ!
ଭୁବନେଶ୍ୱର:ଓଡ଼ିଶା ବିଜେପି ଦାୟିତ୍ୱରେ ଥିବା ଲୋକ ନବୀନ ପଟ୍ଟନାୟକଙ୍କ ହାତ ବାରିଷୀ ସାଜିଛି।ଟିକେଟ ବଣ୍ଟନ ପରେ ବିଜେପି ଭିତରେ ଉପୁଜିଥିବା ଅସନ୍ତୋଷକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ମାନେ ବିଜେପି ରାଜ୍ୟ ନେତୃତ୍ୱଙ୍କୁ...
କଟକରୁ ବିଜେପିର ଲୋକସଭା ପାର୍ଥି ପ୍ରକାଶ ମିଶ୍ର!
ଭୁବନେଶ୍ୱର/କଟକ:କଟକ ଲୋକସଭା ଆସନରୁ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ବିଜେପି ପାର୍ଥି କରିପାରେ।ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳୁଛି।ପୂର୍ବରୁ ପ୍ରକାଶ ମିଶ୍ର ବିଜେପିରେ ଯୋଗଦେବା ଏବଂ କଟକରୁ ପାର୍ଥି ହେବା କଥା...
ବିଜେପୁରରେ ନବୀନଙ୍କ ବିରୋଧରେ ସୁବାସ ଚୌହାନ! କ’ଣ ସୁବାସଙ୍କୁ ବଳି ପକାଇବାର ଯୋଜନା?
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଦୁଇଟି ସ୍ଥାନରୁ ପାର୍ଥି ହେଉଛନ୍ତି।ଗୋଟିଏ ନିଜର ପୂର୍ବ ଆସନ ହିଂଜିଳିକାଟୁ ଏବଂ ଦୂତୀୟଟି ବିଜେପୁର।ପଶ୍ଚିମ ଓଡ଼ିଶାରେ ନିଜର ସ୍ଥିତି ଆହୁରି ଅଧିକ ମଜଭୁତ କରିବାକୁ ଏହା ବିଜେଡିର...
ବିଜେପିରେ ବିଦ୍ରୋହ:ରାଜ୍ୟ କାର୍ଯ୍ୟାଳୟରେ ତାଲା;କୋରାପୁଟରେ ନିଆଁ:ଅସନ୍ତୋଷ କୁହୁଳୁଛି!
ବିଜେଡି ବିରୋଧରେ ତାଲା ପକାଉଥିଲେ,ଆଜି ନିଜ କାର୍ଯ୍ୟାଳୟରେ ତାଲା ପକାଇଲେ ବିଜେପି କର୍ମୀ
ଭୁବନେଶ୍ୱର:ଏଇ କିଛି ଦିନ ତଳେ ବିଜେପି ଓଡ଼ିଶା ପକ୍ଷରୁ ବିଜେଡି ସରକାର ସମୟରେ ଚାଲିଥିବା ଦୁର୍ନୀତି,ଭ୍ରଷ୍ଟାଚାର,ପିସି କାରବାର ଆଦି ବିରୋଧରେ...
ମୋଦିଙ୍କ ବାୟୋପିକରେ ସଙ୍ଗୀତକାର ଭାବରେ ନିଜ ନାଁ’ ଦେଖି ମୁଁ ଆଶ୍ଚର୍ଯ୍ୟ! : ଜାଭେଦ...
ନୂଆଦିଲ୍ଲୀ:ଗୀତିକାର ଜାଭେଦ ଅଖତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ/ଫିଲ୍ମ "ପିଏମ ନରେନ୍ଦ୍ର ମୋଦୀ"ର ପୋଷ୍ଟରରେ ନିଜ ନାଁ ସଙ୍ଗୀତକାର ଭାବରେ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।ଏ'ନେଇ ଅଖତର "ପିଏମ ନରେନ୍ଦ୍ର ମୋଦୀ"ର ପୋଷ୍ଟର...
ଭାଜପାରେ ଗୌତମ ଗମ୍ଭୀର:ମିନାକ୍ଷୀ ଲେଖିଙ୍କ ସ୍ଥାନରେ ଲଢ଼ିବେ!
ନୂଆଦିଲ୍ଲୀ:ପୂର୍ବ କ୍ରିକେଟୟର ଗୌତମ ଗମ୍ଭୀର ଭାଜପା କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆଜି ଭାଜପାରେ ଯୋଗ ଦେଇଛନ୍ତି।ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଗମ୍ଭୀର ପଦ୍ମ ଧରିଛନ୍ତି।ଏହା ପୂର୍ବରୁ ସେ ରାଷ୍ଟ୍ରୀୟ...
ରଙ୍ଗର ପର୍ବ ହୋଲି;୨୦୧୯ : ଅଭିନନ୍ଦନ
ଭୁବନେଶ୍ୱର:ଆଜି ରଙ୍ଗର ପର୍ବ ହୋଲି।ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି।ରଂଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ।ସେ ରଙ୍ଗ ଋତୁଫୁଲର, ପ୍ରାକୃତିକ ରଂଗ! ପ୍ରୀତି ପୂର୍ବକ...
ହିନ୍ଦୁ ଧର୍ମକୁ ଅପମାନ କଲା ପରି ଟ୍ୱିଟ କଲେ କେଜରିୱାଲ!
ଭୁବନେଶ୍ୱର:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସବୁ ସମୟରେ ତାଙ୍କ ଭାଷଣ, ମନ୍ତବ୍ୟ, ଟ୍ୱିଟ ଆଦିକୁ ନେଇ ବିବାଦରେ ରୁହନ୍ତି।ଏବେ ନିର୍ବାଚନ ପାଖେଇ ଆସିଥିବା ବେଳେ ଏବଂ ଆଚରଣବିଧି ଲାଗୁ ହୋଇ ସାରିଥିବା ବେଳେ...
କି’ଏ ହେବ ଭଦ୍ରକ ଭାଜପା ପାର୍ଥି:ମହିଳା/ଯୁବା/ନୂଆ ଚେହେରା ନାଁ’ ପାର୍ଥି ଆମଦାନୀ ହେବେ?
ଭୁବନେଶ୍ୱର:କିଏ ହେବ ଭଦ୍ରକ ବିଧାନସଭା ନିର୍ବାଚନୀ ମଣ୍ଡଳୀର ଭାଜପା ପାର୍ଥି?ଏହାକୁ ନେଇ ଭଦ୍ରକ ଭାଜପାରେ ଏବେ ଖୁବ୍ ଆଲୋଚନା।କିଛି ଦିନ ତଳେ ଏଠାରୁ ତିନି ଜଣ ପ୍ରମୁଖ ଦାବେଦାରଙ୍କ ନାଁ' ଶୁଣା ଯାଉଥିଲା...
ବରଗଡ଼ରୁ କିଏ ହେବ ଭାଜପା ପାର୍ଥି:ମୂଳ ସଙ୍ଗଠନରୁ ନାଁ ଆମଦାନୀ ହେବେ?
ଭୁବନେଶ୍ୱର:ବରଗଡ଼ ଲୋକସଭା ଆସନରୁ କିଏ ହେବ ଭାଜପା ସାଂସଦ ପାର୍ଥି?ତାକୁ ନେଇ ଏବେ ବରଗଡ଼ ଭାଜପାର ଜୋରସୋର ଆଲୋଚନା।ଭାଜପାର ପ୍ରଥମ ପର୍ଯ୍ୟାୟ ଟିକେଟ ବଣ୍ଟନ ଆଉ କିଛି ଘଣ୍ଟା ରହିଯାଇଥିବ ବେଳେ,ବରଗଡ଼ ଆସନ...
ବିଜେପୁରରୁ ଲଢ଼ିବା ପାଇଁ ମନସ୍ଥିର କରୁଛନ୍ତି ନିରଞ୍ଜନ
ଭୁବନେଶ୍ୱର ୨୧-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବିଜେପୁର ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପୁରରୁ ନବୀନଙ୍କର...
ସାଧାରଣ ନିର୍ବାଚନ ୨୦୧୯ : ପରିସ୍ଥିତି ଜଟିଳ ହେବାକୁ ଯାଉଛି
- ଦେବପ୍ରସାଦ ମିଶ୍ର
ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଟିକେଟ ବାଣ୍ଟିବା ପାଇଁ କାର୍ଯ୍ୟପନ୍ଥା ଆରମ୍ଭ ହୋଇ କତେକ ପର୍ଯାୟର ପ୍ରାର୍ଥି ତାଲିକା ପ୍ରକାଶ ପାଇଲାଣି, ଏହା...
ଗୋଳିଆ ପାଣିର ଫାଇଦା ଉଠାଇଚାଲିଛି ବିଜେପି
ଭୁବନେଶ୍ୱର ୧୯-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ଗତକାଲି ବିଜେଡ଼ି ଘୋଷଣା କରିଥିଲା ତା'ର ପ୍ରଥମ ପ୍ରାର୍ଥୀ ତାଲିକା। ୨୪ ଘଣ୍ଟା ନପୁରୁଣୁ ଦଳ ଭିତରେ ଅସନ୍ତୋଷର ମାତ୍ରା ଶିଖରକୁ ପହଁଞ୍ଚି ସାରିଲାଣି। ଘୋଷଣା...
ବେଦାନ୍ତ ଫାଟକ ସାମନାରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ୨ମୃତ: ୫୦ ଆହତ
କଳାହାଣ୍ଡି, ୧୮.୦୩.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଂଜିଗଡସ୍ଥିତ ବେଦାନ୍ତ କମ୍ଫାନୀ ମୁଖ୍ୟ ଫାଟକ ସାମନାରେ ସୋମବାର ୧୭.୦୩.୨୦୧୯ ସକାଳେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ମୁହାଁ ମୁହିଁ...
ନବୀନଙ୍କର ପ୍ରଥମ ପ୍ରାର୍ଥୀ ତାଲିକା-ଆରମ୍ଭ ହେଲାଣି ଭୟଙ୍କର ବିଦ୍ରୋହ!
ଭୁବନେଶ୍ୱର ୧୮-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ବିଜେଡ଼ି ସୁପ୍ରିମୋ ଆଜି ଘୋଷଣା କରିଛନ୍ତି ୯ ଟି ଲୋକସଭା ଏବଂ ୫୪ ଟି ବିଧାନସଭା ଆସନର ପ୍ରାର୍ଥୀ ତାଲିକା। ଏହି ତାଲିକାପରେ ଦଳ ତରଫରୁ...
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ୟତୀତ ଅନ୍ୟ ୪ ଟି ବିଧାନସଭା ଆସନର ବିଜେଡି ପ୍ରାର୍ଥିଙ୍କ...
କୋରାପୁଟ ; ତା୧୮-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ବିଜେଡି ପ୍ରାର୍ଥିମାନଙ୍କ ନାମ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ...
ବିଜେଡ଼ିରେ ଯୋଗ ଦେଉନାହାଁନ୍ତି ଦିଲ୍ଲୀପ
ଭୁବନେଶ୍ୱର ୧୭-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗତକାଲି ନବୀନ ନିବାସ ପହଁଚିଥିଲେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ସେଠାରୁ ଫେରିବା ପରେ ଗଣ ମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ନଦେଇ ଘରକୁ ଫେରିଯାଇଥିଲେ...
ରାଜଧାନୀ ଅକ୍ତିଆର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜେପି
ଭୁବନେଶ୍ୱର ୧୭-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ପୁରାଣ କାଳରେ ଗୋଟିଏ ରାଜ୍ୟକୁ ଅକ୍ତିଆର କରିବା ପାଇଁ ରାଜାଧାନୀକୁ ଆକ୍ରମଣ କରୁଥିଲେ ରାଜା ମହାରାଜାମାନେ। ରାଜାରାଜୁଡ଼ା ଶାସନର ଯୁଦ୍ଧ ପ୍ରଣାଳୀର ପରମ୍ପରା ଥିଲା ରାଜ୍ୟ...
ବିଜୟ ଛାଡ଼ିବେ ଦିଲ୍ଲୀପ
ଭୁବନେଶ୍ୱର ୧୬-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଦୀର୍ଘଦିନର ରାଜନୈତିକ ବନ୍ଧୁତ୍ୱର ଅବସାନ ଘଟିବାକୁ ଯାଉଛି। ରାଜନୀତିରେ ବିଜୟ ମହାପାତ୍ରଙ୍କୁ ଗୁରୁ ବୋଲି ମାନୁଥିବା ଦିଲ୍ଲୀପ ରାୟ ଏବେ ତାଙ୍କ ହାତ ଛାଡ଼ିବାକୁ ଯାଉଛନ୍ତି।...
ଘାତକହେବେ ଦଳଡ଼ିଆଁ
ଭୁବନେଶ୍ୱର ୧୫-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳ ଅଦଳ ବଦଳ ଏକ ଚିରାଚରିତ ପ୍ରଥା। କିନ୍ତୁ ଏକ ନିର୍ଦ୍ଧିଷ୍ଟ ଦଳରୁ ବିତାଡ଼ିତ ନେତାଙ୍କୁ ଅନ୍ୟ ଦଳ ଗ୍ରହଣ କରିବା...








