Tag: picturenews
ସ୍କୁଟି ଡିକି ଭାଙ୍ଗି ୮୯ ହଜାର ଟଙ୍କା ଲୁଟ
କୋରାପୁଟ ୦୬-୦୬ (ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ବହୁଦିନ ପରେ ଲୁଟେରା ମାତିଛନ୍ତି।ଆଜି ପୂର୍ବାହ୍ନରେ ଜନଗହଳିପୂର୍ଣ୍ଣ କୋରାପୁଟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକରୁ ସ୍କୁଟି ଡିକି ଭାଙ୍ଗି ୮୯ ହଜାର ଟଙ୍କା ଲୁଟ...
ଶନିମେଳାର ଭୋଗଖାଇ ୧୫୦ରୁ ଉର୍ଦ୍ଧ୍ୱଲୋକ ଅସୁସ୍ଥ
ମାଲକାନଗିରି, ୬ା୬(ଓଡିଆ ପୁଅ ) ମାଲାକନଗିରି ଥାନାସ୍ଥ ଏମଭି୨୫ ଗ୍ରାମରେ ଶନିମେଳାର ଭୋଗଖାଇ ପ୍ରାୟ ୧୫୦ରୁ ଉର୍ଦ୍ଦ ଲୋକ ଅସୁସ୍ଥ ହୋଇପଡି ଆଜି ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସିତ ହେବାକୁ ଆସିଥିଲେ। ସୂଚନା...
ରେଲୱେ ରିଜର୍ଭେସନ କାଉଁଟରରେ ଗଡ଼ୁଛି ମଦ ବୋତଲ ! ପ୍ରଶାସନ ନିଶାରେ ଶୋଇଛି କି?
ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି ରେଲୱେ ରିଜର୍ଭେସନ ଟିକେଟ କାଉଣ୍ଟର
ନୟାଗଡ଼ ୬ ଜୁନ୍ (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇହାତ ଦୂର ତଥା ପଠାଣି ସାମନ୍ତ ଅଡ଼ିଟୋରିୟମ ଓ...
ରେଳ କର୍ମଚାରୀଙ୍କ ଉପରେ ଟ୍ରେନ ମାଡ଼ିଗଲା
ରାଉରକେଲା ୬ ଜୁନ୍ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ଜଣେ ରେଳକର୍ମଚାରୀ ଟ୍ରେନରେ କଟି ଶୋଚନୀୟ ମୃତ୍ୟୁବରଣ କରିଛନ୍ତି। ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଏହାର ତଦନ୍ତ ପୁଲିସ ଆରମ୍ଭ କରିଛି।...
ପ୍ରିୟଙ୍କା ଚୋପ୍ରା ବ୍ୟାକଲେସ ଶାଢ଼ୀରେ, ସୋସିଆଲ ମିଡ଼ିଆ ୟୁଜର୍ସ କହିଲେ ଏମିତି …!!!
ମୁମ୍ବାଇ ୬-୬ (ଓଡ଼ିଆ ପୁଅ) ପ୍ରିୟଙ୍କା ଚୋପଡ଼ା ନିକଟରେ ଏକ ଷ୍ଟାଇଲ ମାଗାଜିନ୍ ପାଇଁ ଫଟୋ ସୁଟ କରାଇଛନ୍ତି। ଏହି ଫଟୋସୁଟରେ ସେ ଶାଢ଼ୀ ମଧ୍ୟ ପିନ୍ଧିଛନ୍ତି କିନ୍ତୁ ତା’କୁ ଅଲଗା ଭାବରେ...
ସାଧ୍ଵୀ ପ୍ରଜ୍ଞା ଅସ୍ୱସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ ୬-୬ (ଓଡ଼ିଆ ପୁଅ): ଭୋପାଳରୁ ନବନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁରଙ୍କର ପେଟରେ ଯନ୍ତ୍ରଣା କାରଣରୁ ବୁଧବାରଦିନ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ସକାଳେ ତାଙ୍କୁ ଛୁଟି ମିଳିଛି। ପ୍ରଜ୍ଞା...
ନିଟ ପରୀକ୍ଷାଫଳ ପ୍ରକାଶିତ: ଓଡିଶାରୁ ୧୯୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ: ମହିଳା ଟପ-୨୦ରେ ରାଜ୍ୟରୁ...
- ୫ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ
ଭୁବନେଶ୍ୱର ୬ ଜୁନ୍ (ଓଡ଼ିଆ ପୁଅ) ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ)ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-୨୦୧୯ର ଫଳ ପ୍ରକାଶ...
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର
ଖଡିଆଳ/ନୂଆପଡା-୦୫.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜୀ ଗ୍ରାମ ପଞ୍ଚାୟତ ଗଡରାମାଲ ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପାରିବାରର ୬ ଜଣ ବ୍ୟକ୍ତ ଗୁରୁତ୍ୱର ଅସୁସ୍ଥ...
୪୮ ଘଣ୍ଟା ଯାଏଁ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ
କେନ୍ଦ୍ରାପଡ଼ା ୫-୬ (ଓଡ଼ିଆ ପୁଅ) : ସାଂପ୍ରଦାୟିକ ହିଂସା ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ବୁଧବାର ଠାରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ...
ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…
ଭୁବନେଶ୍ୱର: ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ।ଏପରି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ ଥିବା ସଚିବାଳୟ ମଧ୍ୟରେ।ସଚିବାଳୟରେ ଥିବା ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଟିଂ ଚାଲିଥିବା ସମୟରେ ହଠାତ ପର୍ଣ୍ଣ ଫିଲ୍ମର କ୍ଲିପ...
ନୂଆପଡ଼ା: ପୋଖରୀରେ ବୁଡ଼ି ନାବାଳିକା ମୃତ: ୨ ଗୁରୁତର, ମେଡିକାଲରେ ଭର୍ତ୍ତି
ନୂଆପଡ଼ା ୫-୬ (ଓଡ଼ିଆ ପୁଅ) : ଦୁଃଖଦପୂର୍ଣ୍ଣ ଘଟଣା। ନୂଆପଡ଼ା ଜିଲ୍ଲାରେ ବୋଡେନ ଥାନା ଅନ୍ତର୍ଗତ ଧରଣୀମଲ ଗ୍ରାମରେ ଏକ ପୋଖରୀରେ ସ୍ନାନ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ...
ବିଶ୍ୱ ପରିବେଶ ଦିବସ ପାଇଁ ଭିଡିଓ ଗୀତ ଜାରୀ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଏହି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୀତ ଜାରୀ କରାଯାଇଛି।ଗୀତଟିର ଶୀର୍ଷକ ରହିଛି "ତାଜି ହାୱା ଆନେ ଦେ"।
https://youtu.be/KkQUG4XA1rM
https://odiapua.com/june-5-world-environment-day/
ଶଙ୍କର ମହାଦେବନ୍,ଶାନ୍,ସୁନିଧି ଚୌହାନ, ସୈମକ ଦବର, ଏବଂ କପିଲ...
ଆଲାଏନ୍ସ ଏୟାର: ଭୁବନେଶ୍ୱର – ଝାରସୁଗୁଡ଼ା ବିମାନ ଚଳାଚଳର ଶୁଭାରମ୍ଭ
ଭୁବନେଶ୍ୱର/ଝାରସୁଗୁଡ଼ା ୫-୬ (ଓଡ଼ିଆ ପୁଅ) ଭୁବନେଶ୍ୱର - ଝାରସୁଗୁଡା ମଧ୍ୟରେ ଆଜି ବିମାନ ଚଳାଚଳ ଆରମ୍ଭ ହୋଇଛି। ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଆଜି ଭୁବନେଶ୍ୱରରୁ...
ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ : ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
ମୁମ୍ବାଇ ୫-୬ (ଓଡ଼ିଆ ପୁଅ) ଖ୍ୟାତନାମା ହାସ୍ୟ ଅଭିନେତା ଦିନୟାର କଣ୍ଟ୍ରାକ୍ଟରଙ୍କର ନିଧନ ହୋଇଯାଇଛି। ସେ ୭୯ ବର୍ଷରଥିଲେ ଏବଂ ବୟସାଧିକ ଜନିତ ରୋଗ ଗ୍ରସ୍ତ ଥିଲେ। ସେ ବୁଧବାର ଦିନ ସକାଳେ...
ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”
ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଇଂରାଜୀରେ (World Environment Day), ସଂକ୍ଷେପରେ (WED)।ପରିବେଶ ପ୍ରତି ସକାରାତ୍ମକ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ।ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ...
ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)
ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ୨୦୧୯ରେ ଜୁନ ୫ ତାରିଖରେ ପଡ଼ୁଛି "ଇଦୁଲ ଫିତର୍"।ଯାହାକୁ ସଂକ୍ଷେପରେ ଇଦ କୁହାଯାଏ।ଏହା ରମଜାନ ମାସର ଶେଷ ଦିନ ପାଳନ କରାଯାଏ।ରମଜାନ, ଇଦ ଅଲ-ଆଧା ଇଦ ଏକ ଆରବୀ...
ପବିତ୍ର ରମଜାନ ମାସ ଏବଂ ତାର ମହତ୍ୱ…
ଶାନ୍ତି,ମୈତ୍ରୀ,ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା
ରମଜାନ ମାସ।ମୁସଲିମ ସଂପ୍ରଦାୟର ଅତି ପବିତ୍ର ମାସ।ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ...
ଭାରତୀୟ ପାଣିପାଗ ବିଜ୍ଞାନର ମହା ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର
ଭୁବନେଶ୍ଵର ୪-୬ (ଓଡ଼ିଆ ପୁଅ) ଓଡ଼ିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୧ରୁ ମହାନିର୍ଦ୍ଦେଶକ ଭାବେ ସେ...
ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଦେଶବାସୀଙ୍କ ଆଶା
ଡ. ସମନ୍ୱୟ ନନ୍ଦ
ନରେନ୍ଦ୍ର ମୋଦି କ୍ୟାବିନେଟରେ ବର୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାମିଲ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ ନିଷ୍ପତି। ଅମିତ ଶାହଙ୍କର ଦଳୀୟ ସଂଗଠନରେ କାମ କରିବାର ପ୍ରବଳ...
ବାୟୁସେନାର ବିମାନ ନିଖୋଜ, ଆସାମ ଉଡ଼ାଣ ଭରିଥିଲା; ୮ କ୍ରିଉ ସଦସ୍ୟ ସମେତ ୧୩...
ଈଟାନଗର ୩-୬ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ଏକ ଏଏନ-୩୨ ବିମାନ ସୋମବାରଦିନ ଆସାମରୁ ଜୋରହାଟ ଏୟାରବେସରୁ ଉଡ଼ାନ ଭରିବା ପରେ ଅରୁଣାଚଳ ପ୍ରଦେଶର ମେଚୁକା ଏୟାର ଫୀଲ୍ଡ ଉପରୁ ନିଖୋଜ ହୋଇଯାଇଛି।...







